ବିବାହ ପରେ ଶୌଚ ହେବା ପାଇଁ ଗଲା ବର, ଏତିକିରେ ଗାଏବ ହୋଇଗଲା କନ୍ୟା,ପୋ-ଲି-ସ ଯାଞ୍ଚ କରିବାରୁ ଉଡିଗଲା ହୋସ୍

ରାଜସ୍ଥାନର ଏକ କନ୍ୟା ବିବାହ ପରେ ଫେରାର ହୋଇଯାଇଛନ୍ତି|ଫଳରେ ବରର ପରିବାର ତାକୁ ବହୁତ ଖୋଜାଖୋଜି କରିଛନ୍ତି|କିନ୍ତୁ କନ୍ୟାର କୈାଣସି ସନ୍ଧାନ ମିଳିନାହିଁ|ରାଗରେ ବର ଥା-ନାରେ ଅ-ଭି-ଯୋ-ଗ ଦାଖଲ କରିଛନ୍ତି|ଏହି ଘଟଣା ରାଜସ୍ଥାନର ଭରତପୁରର ଅଟେ|ସୂଚନା ଅନୁସାରେ ଭରତପୁର ଜିଲ୍ଲାର ବୟାନା ଥାନା ଅନ୍ତର୍ଗତ ନଗାଲା ଭାଡ ଗାଁରେ ଏକ ଯୁବକଙ୍କ ବିବାହ ନିକଟରେ ହୋଇଥିଲା|ବିବାହ ପାଇଁ ଯୁବକଙ୍କ ପରିବାର ୩ ଲକ୍ଷ ଟଙ୍କା ଯୁବତୀ ପରିବାରକୁ ଦେଇଥିଲେ|ଫଳରେ ବିବାହ ହୋଇଥିଲା|

ବିବାହର ୧୩ ଦିନ ପରେ କନ୍ୟା ଘରୁ ପଳାୟନ କଲେ|ଫଳରେ ପିଡିତ ନଗଲା ଭାଡ ନିବାସୀ ନାରାୟଣ ସିଂ ଗୁର୍ଜର ଥାନାରେ ରିପୋର୍ଟ ଦର୍ଜ କରିଥିଲେ|ରିପୋର୍ଟ ଦାଖଲ କରି ପିଡିତ କହିଛନ୍ତି ଯେ ଧୈଳପୁର ଜିଲ୍ଲାର ଡାଙ୍ଗ ବସୋଇ ଥାନା ଅନ୍ତର୍ଗତ ଭଗତପୁରା ଗାଁର ଅଧିବାସୀ ହରି ସିଂ ଗୁର୍ଜର ତାଙ୍କର ସମ୍ବନ୍ଧ ବନାଇଥିଲେ|ହରି ସିଂ ଗୁର୍ଜର ୬ ମାର୍ଚ୍ଚରେ ତାଙ୍କ ଘରକୁ ଆସିଥିଲେ ଓ ମଧ୍ୟପ୍ରଦେଶର ଗ୍ୱଲିୟର ଜିଲ୍ଲା ଅନ୍ତର୍ଗତ ଥାନା ଘାଟାଗାଓ ଅଞ୍ଚଳରେ ରାମଧନ ଗୁର୍ଜରଙ୍କ ଠାରେ ନିଜର ପରିଚିତ ବୋଲି କହିଥିଲେ|ରାମଧନ ଗୁର୍ଜର ଓ ତାଙ୍କ ଭାଇଙ୍କ ନିଜର ସମ୍ପର୍କୀୟ ପରିଚିତ ବୋଲି କହି ତାଙ୍କ ଭଉଣୀ ସୁନୀତା ସହ ବିବାହ ପାଇଁ ପ୍ରସ୍ତାବ ଦେଇଥିଲେ|ବିବାହ ପାଇଁ ୩ ଲକ୍ଷ ଟଙ୍କା ମଗାଯାଇଥିଲା|

ପି-ଡି-ତ ନାରାୟଣ ସିଂ କହିଛନ୍ତି ଯେ ସେ ବିନା କିଛି ବିଚାର କରି ପଇସା ଦେବାକୁ ରାଜି ହେଲେ|୯ ମାର୍ଚ୍ଚ ପାଖାପାଖି ସନ୍ଧ୍ୟା ୫ଟାରେ ହରି ନିଜ ସହ ଜିତୁ,ରାମଦୀନ ଓ ତାଙ୍କ ଭଉଣୀ ସୁନୀତାକୁ ନେଇ ତାଙ୍କ ଘରକୁ ଆସିଥିଲା|ସେ ସେଠାରେ ବିବାହ କଥା ହେଲେ ଓ ଏଥିପାଇଁ ୩ ଲକ୍ଷ ଟଙ୍କା ଦେଇଥିଲେ|ଘରେ ବିବାହର ଔପଚାରିକ କରିବା ପରେ ହରି ,ଜିତୁ ଓ ରାମଦୀନ ତିନିଜଣ ଯାକ ସୁନୀତାକୁ ତାଙ୍କ ପାଖରେ ଛାଡି ଚାଲିଗଲେ|

ପି-ଡି-ତ-ଙ୍କ ଆ-ରୋ-ପ ରହିଛି ଯେ ୨୨ ମାର୍ଚ୍ଚର ସନ୍ଧ୍ୟା ପାଖାପାଖି ୬ଟା ବେଳେ ଶୈଚ କରିବାକୁ ଜଙ୍ଗଲକୁ ଯାଇଥିଲେ|ସୁନୀତା ଘରେ ଏକୁଟିଆ ଥିଲେ|ଯେତେବେଳେ ସେ ଘରକୁ ଫେରିଲା ସୁନୀତା ଘରେ ନଥିଲେ|ନାରାୟଣ ଦ୍ଵାରା ସୁନୀତାକୁ ଆଖପାଖରେ ଖୋଜିଲା|କିନ୍ତୁ ମିଳିଲା ନାହିଁ|ଫଳରେ ଭାଇ ହରି ଓ ମଧ୍ୟସ୍ଥି ହରିକୁ ଫୋନ କରିବାରୁ ସେ କହିଲେ ସେମାନେ ବିବାହ କରେଇଲେ ତାଙ୍କର କୈାଣସି ସମ୍ପର୍କ ନାହିଁ|ସେମାନଙ୍କୁ ପୁନର୍ବାର ଫୋନ କରିବାରୁ ଧମକ ଦେଇଥିଲେ|

୧୩ ଦିନ ପରେ ପିଡିତ ନାରାୟଣ ପୋଲିସକୁ ଯାଇ ଅଭିଯୋଗ ଦାଖଲ କରିଥିଲେ|ପିଡିତଙ୍କ ଆରୋପ ଅନୁସାରେ ଜିତୁ,ରାମଦୀନ ଞ ସୁନୀତା ଵିବାହ ଆଳରେ ତାଙ୍କ ସହ ୩ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି|ପୋଲିସ କେସ୍ ଦର୍ଜ କରି ମାମଲାର ଯାଞ୍ଚ କରୁଛି|

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *