ପାକିସ୍ତାନ ପ୍ରଧାନମନ୍ତ୍ରୀ ଦେଉଥିଲେ ପରଦା ଉପରେ ପ୍ରବଚନ, ବିକିନିରେ ପବ୍ଲିକ ଭାଇରାଲ କରିଦେଲେ ଝିଅ ସହିତ ଭିଡିଓ

ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଆଗାମୀ ଦିନ ମାନଙ୍କରେ ବଢ଼ୁଥିବା ମହାଙ୍ଗାଇ ଓ ଭୁଲ ନିଷ୍ପତ୍ତି କାରଣରୁ ନିଜ ଦେଶରେ ହିଁ ଲୋକଙ୍କ ଦ୍ୱାରା ଶିକାର ହେଉଛନ୍ତି । ଏହିସମୟରେ ସେ ଦେଶରେ ବଢୁଥିବା ରେପକୁ ନେଇ ଏଭଳି ବୟାନ ଦେଇଥିଲେ ଯାହାଦ୍ୱାରା ଲୋକମାନେ ତାଙ୍କୁ ଟ୍ରୋଲ କରିବା ଆରମ୍ଭ କରିଦେଇଛନ୍ତି ।

ପାକିସ୍ତାନ ପ୍ରଧାନମନ୍ତ୍ରୀ ତଥା ପକିସ୍ତାନ ପୂର୍ବ କ୍ରିକେଟର ଇମ୍ରାନ ଖାନ ରେପକୁ ନେଉ ମହିଳା ମାନଙ୍କୁ ପର୍ଦା କରିବାକୁ ଆହ୍ୱାନ ଦେଇଥିଲେ ଯାହାଦ୍ୱାରା ସେ ଲୋକମାନଙ୍କ କଟାକ୍ଷକୁ ସାମ୍ନା କରିଥିଲେ । ଲୋକମାନେ ସୋସିଆଲ ମିଡିଆରେ ଫୋଟୋ ଛାଡ଼ି ତାଙ୍କୁ ବେଜିତ କରିବାକୁ ଚେଷ୍ଟା କଲେ ।

ଯେଉଁ ଫୋଟୋକୁ ଲୋକମାନେ ସୋସିଆଲ ମିଡିଆରେ ଶେୟର କରୁଛନ୍ତି, ସେହି ଫୋଟୋ ହେଉଛି ଇମ୍ରାନଙ୍କ କ୍ରିକେଟ ଖେଳିବା ସମୟର । ଯେଉଁ ଫୋଟୋରେ ଇମ୍ରାନ ବିକିନି ପିନ୍ଧିଥିବା ଏକ ଝିଅ ପାଖରେ ନଜର ଆସିଥିଲେ । ମହିଳାଙ୍କୁ ପର୍ଦା କରିବାର ବୟାନ ଦେବାପରେ ବର୍ତ୍ତମାନ ତାଙ୍କର ଏକ ଭିଡ଼ିଓକୁ ପବ୍ଲିକ ବହୁତ ଜୋରରେ ଶେୟର ମଧ୍ୟ କରିଛି ।

ଇମ୍ରାନ ଖାନ ମହିଳା ମାନଙ୍କ ଉପରେ ସେହିସମୟରେ ନିଜର ମନ୍ତବ୍ୟ ଦେଇଥିଲେ ଯେଉଁସମୟରେ ମିଡ଼ିଆ ସହିତ ସେ ଅଲୋଚନ କରୁଥିଲେ । ସେ କହିଥିଲେ, ବଢୁଥିବା ରେପ ପାଇଁ ଜନତାଙ୍କ ସହଯୋଗ ନିତାନ୍ତ ଆବଶ୍ୟକ ଏଥିପାଇଁ ତାଙ୍କୁ ପର୍ଦା ପ୍ରଥା ସଂସ୍କୃତିକୁ ବଢ଼ାଇବାକୁ ହେବ ।

ଇମ୍ରାନ ଖାନ ଏତିକିରେ ମଧ୍ୟ ଅଟକିନଥିଲେ ସେ ଅଶ୍ଳୀଳତାକୁ ନେଇ ଭାରତ ଓ ୟୁରୋପ ଉପରେ ଆକ୍ରମଣ କରିଥିଲେ । ସେ ଦିଲ୍ଲୀକୁ ରେପ କ୍ୟାପିଟାଲ ବୋଲି କହିଥିଲେ ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *