ରା-କ୍ଷ-ସଙ୍କ ପରି କାର୍ଯ୍ୟ: ପ୍ରଥମେ ମହିଳାଙ୍କ ସହ ରଖିଲେ ଶା-ରୀରି-କ ସ-ମ୍ପ-ର୍କ । ଆଉ ତା ପରେ ଯାହାକଲେ ଆପଣ ଶୁଣିଲେ ଆପଣଙ୍କ ଲୋ-ମ ଟା-ଙ୍କୁ-ରୀ ଉଠିବ,ଜାଣନ୍ତୁ ପୁରା ଘ-ଟ-ଣା

ବ୍ରିଟେନରେ ଦେବନ ଏଣ୍ଡ କାର୍ନିଭାଲ ଅଞ୍ଚଳରେ ଜଣେ ମହିଳାଙ୍କୁ ହ-ତ୍ୟା କରି ତାଙ୍କ ଶ-ବକୁ ଗା-ୟବ କରିଦେବାର ଘ-ଟ-ଣା ସାମ୍ନାକୁ ଆସିଛି । ଆ-ରୋପୀ-ର ନାମ ଆଜମ ମଙ୍ଗୁରୀ ଯିଏକି ଇରାକରେ ଜନ୍ମ ହୋଇଥିଲା । ତାଙ୍କ ନାମରେ ଅ-ଭିଯୋ-ଗ ଏହାକି ଯେ, ସେ ଲରେନ କକ୍ସ୍ ନାମକ ଏକ ମହିଳାଙ୍କ ସହ ଶା-ରୀରି-କ ସ-ମ୍ଵ-ନ୍ଧ ରଖି ଏହାପରେ ତାଙ୍କୁ ହ-ତ୍ୟା କରି, ଧ-ରାନ-ପଡିବା ପାଇଁ ମହିଳାଙ୍କ ଶରୀରକୁ ଖ-ଣ୍ଡ ଖ-ଣ୍ଡ କରି ଫି-ଙ୍ଗିଦେ-ଉଥିଲେ ।

ଏହି ଘ-ଟ-ଣା 2019 ମସିହା ସେପ୍ଟେମ୍ବର ମାସର ଅଟେ । ଇରାକରୁ ଆସିଥିବା ଆଜମ ଦେବନ କାଉଣ୍ଟି ଠାରେ ଏକ କ-ବା-ବ ମା-ନ୍ସ ଦୋକାନରେ କାମ କରୁଥିଲା । ସେ କିଛି ମାସ ହେବ ଇରାକରୁ ଆସିଥିଲା ଓ ତାକୁ ଏହି ଦୋକାନରେ ରହିବାକୁ ଜାଗା ମିଳିଗଲା । ସେ ପ୍ରଥମେ ଲରେନଙ୍କୁ ହ-ତ୍ୟା କଲା ଓ ଏମିତି ତାଙ୍କର ସୋସିଆଲ ମି-ଡ଼ି-ଆ ଆକାଉଣ୍ଟକୁ ବ୍ୟବହାର କଲା ଯେ, ସତେ ଯେପରି ତାଙ୍କ ପରିଚିତ ଲୋକମାନେ ଭାବିବେ ସେ କୁଆଡେ ଚାଲିଯାଇଛି ।

ଦେବନ ଲା-ଇ-ଭ ଖବର ମୁତାବିକ, ପ୍ରଥମେ ଲରେନଙ୍କ ମୃ-ତ୍ୟୁ ପାଇଁ କୋ-ର୍ଟ ଆଜମକୁ ଦୋ-ଷୀ ମାନୁନଥିଲା ପରେ ଲରେନଙ୍କ ପରିଜନଙ୍କ ଦାବି ଓ ପୋ-ଲି-ସ-ର ସା-ଇଣ୍ଟି-ଫିକ ତଥ୍ୟ ପାଇବାରୁ ଆଜମକୁ ଦୋ-ଷୀ ସାବ୍ୟସ୍ତ କରାଯାଇଥିଲା । ଏକ ଭିଡ଼ିଓରେ ଆଜମ ମଙ୍ଗୁରୀ ଲରେନଙ୍କ ସହିତ କୁଆଡେ ଯାଉଥିବାର ଦେଖିବାକୁ ମିଳିଥିଲା ।

ଆଜମକୁ ପୋ-ଲି-ସ ପଚରାଉଚରା କରିବାରୁ ସେ କହିଥିଲେ କି, ଲରେନ ପ୍ରଥମେ ତାକୁ ଏକ ସୁନସାନ ଜାଗାକୁ ଡାକିଥିଲା ଓ ସେଠାରେ ସେମାନେ ସ-ମ୍ବ-ନ୍ଧ ବନାଇଥିଲେ ପରେ ଲରେନ ଆଜମକୁ ଡାକି ନିଜ ଫ୍ଲାଟକୁ ନେଇଥିଲା ଓ ସେଠାରେ ତାକୁ ଡ୍ର-ଗ୍ସ ମଧ୍ୟ ଦେଇଥିଲା କିନ୍ତୁ ପୋ-ଷ୍ଟ ମ-ର୍ଟ-ମ ରି-ପୋ-ର୍ଟରେ ଲରେନଙ୍କ ଶରୀରରେ କୌଣସି ଡ୍ର-ଗ୍ସ ନଥିବାର ପୋ-ଲି-ସ ଜାଣିବାକୁ ପାଇ ଆଜମକୁ ଦୋ-ଷୀ ସାବ୍ୟସ୍ତ କରିଥିଲା ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *