ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ଡେବ୍ୟୁ ମ୍ୟାଚ ଖେଳିବାପାଇଁ ପଡ଼ିଆରେ ଝାଳ ବୁହାଉଛନ୍ତି ଅର୍ଜୁନ ତେନ୍ଦୁଲକର

ଆଇପିଏଲ 2021 ଏପ୍ରିଲ 9 ତାରିଖରେ ଆରମ୍ଭ ହେବାକୁ ଯାଉଛି । ପ୍ରଥମ ମ୍ୟାଚ ଗତଥର ବିଜେତା ମୁମ୍ବାଇ ଇଣ୍ଡିଆନ୍ସ ଓ ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର ମଧ୍ୟରେ ହେବାକୁ ଯାଉଛି । ଉଭୟ ଟିମରେ କେତେକ ଖେଳାଳି ଡେବ୍ୟୁ କରିବାକୁ ଯାଉଛନ୍ତି । ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ଡେବ୍ୟୁ କରିବାକୁ ଯାଉଥିବା ଅର୍ଜୁନ ତେନ୍ଦୁଲକର ମଧ୍ୟ ବହୁତ ବ୍ୟାକୁଳ ରହିଛନ୍ତି।

ସେ ରୋହିତ ଶର୍ମାଙ୍କ ମାର୍ଗ ଦର୍ଶନରେ ନେଟସରେ ଅଭ୍ୟାସ କରି ବହୁତ ଝାଳ ବୁହାଉଛନ୍ତି । ଅଲରାଉଣ୍ଡର ଅର୍ଜୁନ ବୋଲିଂରେ ନିଜର ଡେବ୍ୟୁ କରିବାକୁ ଯାଉଛନ୍ତି । ସେ କହିଥିଲେ, ଆଜିର ଅଭ୍ୟାସ ସେସନ ବହୁତ ଭଲ ଥିଲା ।

ବୋଲର ରାହୁଲ କହିଥିଲେ, ମାତ୍ର 4 ଓଭର ପକାଇ ଆସିଛି କିନ୍ତୁ ଲାଗୁଛି ଏହି ଗରମରେ 10 ରୁ 15 ଓଭର ପକାଇଦେଇଛି। ଫିଲ୍ଡିଂ କରିବା ଓ 20 ଓଭର ପର୍ଯ୍ୟନ୍ତ ଗ୍ରାଉଣ୍ଡରେ ରହିବାକୁ ପଡିଥାଏ କାରଣ ଶରୀରକୁ ମ୍ୟାଚ ପୂର୍ବରୁ ଏହା ଅଭ୍ୟସ୍ତ କରିବାକୁ ହେବ।

ପ୍ରଥମ ମ୍ୟାଚରେ ମିଳିବ କି ମୌକା ?

କଣ ପ୍ରଥମ ମ୍ୟାଚରେ ଅର୍ଜୁନ ଟେନ୍ଦୁଲକରଙ୍କୁ ମୌକା ମିଳିବ? ଏହା ବହୁତ ବଡ଼ ପ୍ରଶ୍ନ ଅଟେ । ପ୍ରଥମରୁ ମୁମ୍ବାଇ ପାଖରେ ଭଲ ବୋଲର ରହିଛନ୍ତି ତେଣୁ ପ୍ରଥମ ମ୍ୟାଚ ଆରସିବି ସହିତ ହେବାକୁ ଥିବାରୁ ଦଳ ତାଙ୍କୁ କରାଇନପାରେ ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *