ଜିଓ ପରେ ଏହି କମ୍ପାନୀ ଧୁମ୍ ମଚାଇଲା,କେବଳ ଗୋଟିଏ ରିଚାର୍ଜରେ ପାଆନ୍ତୁ ୧୦ ଗୁଣା ଅଧିକ ବମ୍ପର ଡାଟା ସହ ଫ୍ରୀରେ ସବୁକିଛି,ଜାଣନ୍ତୁ ସମ୍ପୂର୍ଣ୍ଣ ସୂଚନା

ଏୟାରଟେଲ୍ ବେଷ୍ଟ ପ୍ରିପେଡ୍ ପ୍ଲାନ:ବଡ ଟେଲିକମ କମ୍ପାନୀ ମାନଙ୍କ ମଧ୍ୟରେ ଏୟାରଟେଲ ଲୋକଙ୍କ ମଧ୍ୟରେ ଲୋକପ୍ରିୟ ହୋଇ ରଖିବାକୁ ନୂଆ ନୂଆ ପ୍ଲାନ ଆଣୁଛି|ରିଲାନ୍ସ ଜିଓ ଭଳି ମଧ୍ୟ ଏୟାରଟେଲ ପାଖରେ ସବୁ ପ୍ରକାରର ପ୍ଲାନ ରହିଛି|ଏଥିରେ ଆଜି ମୁଁ ଆପଣଙ୍କୁ ଏୟାରଟେଲ ଗ୍ରାହକଙ୍କ ପାଇଁ ଜବରଦସ୍ତ ପ୍ଲାନ ନେଇକି ଆସିଛି ଯେଉଁଥିରେ ବମ୍ପର ଡାଟା ସହ ଡିସନି+ହଟ୍ ଷ୍ଟାର ଭିଆଇପି ସୁବିଧା ରହିଛି|

ଏୟାରଟେଲର ୨୯୯ ଟଙ୍କିଆ ପ୍ଲାନ: ଏହି ପ୍ଲାନର ଭ୍ୟାଲିଡିଟି ୨୮ଦିନ ରହିଛି|ଏଥିରେ ଗ୍ରାହକଙ୍କୁ ପ୍ରତିଦିନ ୧.୫ ଜିବି ଡାଟା ମିଳୁଛି|ଏହାସହ ଏଥିରେ ପ୍ରତିଦିନ ଅନଲିମିଟେଡ୍ କଲିଙ୍ଗ ସହ ୧୦୦ ଏସଏମଏସ ରହିଛି|ଏଥିରେ ଡିସନି+ହଟ୍ ଷ୍ଟାର ଭିଆଇପି ଫ୍ରି ସବସ୍କ୍ରିପ୍ସନ ସୁବିଧା ରହିଛି|

ଏୟାରଟେଲର ୪୦୧ ଟଙ୍କା ପ୍ଲାନ:ଏହାର ବୈଧତା ମଧ୍ୟ ୨୮ ଦିନ ରହିଛି|ଏଥିରେ ବ୍ୟବହାରକାରୀଙ୍କୁ ୨୮ ଦିନର ବୈଧତା ସହ ୩୦ ଜିବି ଡାଟା ଦିଆଯାଏ|ୟଦିଓ ଏହି ପ୍ଲାନରେ ପୂର୍ବରୁ ୩ ଜିବି ଡାଟା ଦିଆଯାଉଥିଲା, କିନ୍ତୁ ଏବେ ଖୁସ କରିବା ପାଇଁ ୩୦ ଜିବି ଡାଟା ଦିଆଯାଉଛି|ଏଥିରେ ଅନଲିମିଡେଟ୍ କଲିଙ୍ଗ ଓ ଏସଏମଏସ ସୁବିଧା ନାହିଁ|ଏଥିରେ କେବଳ ଡିସନି+ହଟଷ୍ଟାର ଭିଆଇପି ଫ୍ରି ସବସ୍କ୍ରିପ୍ସନ ସୁବିଧା ରହିଛି|

ଏୟାରଟେଲର ୩୯୮ ଟଙ୍କା ପ୍ଲାନ: ଏଥିରେ ଗ୍ରାହକଙ୍କୁ ପ୍ରତିଦିନ ୩ ଜିବି ଡାଟା ଦିଆଯାଉଛି|ଏହି ପ୍ଲାନ୨୭ ଦିନର ଭାଲିଡିଟି ସହ ଆସିଥାଏ|ଏହା ସହ ଏଥିରେ ପ୍ରତିଦିନ ୧୦୦ ଏସଏମଏସ୍ ଫ୍ରି ସହ ମାସେ ପର୍ଯ୍ୟନ୍ତ ଆମାଜନ ପ୍ରାଇମ ଭିଡିଓ ସବସ୍କ୍ରିପ୍ସନ ମିଳେ|ଏହା ସହ ଏଥିରେ ଅନଲିମିଟେଡ୍ କଲିଙ୍ଗ ସହ ଉଇଙ୍କ ମ୍ୟୁଜିକ୍ ଓ ଏୟାରଟେଲ୍ ଏକ୍ସଟ୍ରିମ ପ୍ରିମିୟମର ଫ୍ରି ସବସ୍କ୍ରିପ୍ସନ ସୁବିଧା ରହିଛି

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *