୪୯ ରନରେ ଆଉଟ ହେବାପରେ ବ୍ୟାଟ୍ସମ୍ୟାନକୁ ଆସିଲା କ୍ରୋ-ଧ । ଏହାପରେ ଯାହାହେଲେ ସେଠାରେ ଉପସ୍ଥିତ ଥିବା ଲୋକେ ବିଶ୍ୱାସ କରି ପାରିଲେନାହିଁ ,ଜାଣନ୍ତୁ ପୁରା ଘଟଣା

ଏଠାରେ ଏକ ମ୍ୟାଚରେ ଜଣେ ବ୍ୟାଟ୍ସମ୍ୟାନର 50 ରନ ପୁରା ହେବାପୁର୍ବରୁ ଫିଲଡ଼ର କ୍ୟାଚ ନେଇ ତାଙ୍କ ଆଉଟ କରିଦେଇଥିଲେ କିନ୍ତୁ ଏହା ତାଙ୍କ ଉପରେ ବହୁତ ମହଙ୍ଗା ପଡିଗଲା । ଫିଲଡ଼ର ଟି କ୍ୟାଚ ନେବାପରେ ଖୁସିରେ ଝୁମିଯାଇଥିଲା କିନ୍ତୁ ସେଠାରେ କିଛି ଅଲଗା ହେବାର ଥିଲା ।

49 ରନରେ କ୍ୟାଚ ହୋଇଯାଇଥିବା ବ୍ୟାଟ୍ସମ୍ୟାନ ଜଣକ କ୍ୟାଚ ନେଇଥିବା ଫିଲଡ଼ର କୁ ବ୍ୟାଟରେ ଏତେ ମାରିଲା ଯେ, ସେ 24 ଘଣ୍ଟା ପର୍ଯ୍ୟନ୍ତ ବେହୋସ ହୋଇରହିଲା । ପୋଲିସ ଆ-କ୍ର-ମ-ଣ କରିଥିବା ବ୍ୟାଟ୍ସମ୍ୟାନ ବି-ରୋ-ଧ-ରେ ହ-ତ୍ୟାର ମାମଲା ରୁଜୁ କରିଛି ।

ସୂଚନା ମୁତାବିକ, ଶନିବାର ଦିନ ମେଲାଗ୍ରାଉଣ୍ଡରେ ମ୍ୟାଚ ଚାଲୁଥିଲା । ସତେନ୍ଦ୍ର ପରସାର ଫିଲ୍ଡିଂ କରୁଥିବା ସମୟରେ ସଞ୍ଜୟ ପାଳିଆ ବ୍ୟାଟିଂ କରୁଥିଲା । ସଞ୍ଜୟ 49 ରନରେ ଖେଳୁଥିବା ସମୟରେ ଏକ ଶର୍ଟ ମାରିଥିଲା ଯାହାକୁ ସଚିନ ଧରିନେଇଥିଲା ।

ସଞ୍ଜୟ ଏହାପରେ ଆଉଟ ହୋଇଯାଇଥିଲେ । ଆଉଟ ହେବାପରେ ସଞ୍ଜୟ ନିଜ ଉପରେ ନିୟନ୍ତ୍ରଣ ହରାଇ ବସିଲା ଓ ଗାଳି ଦେବା ଆରମ୍ଭ କରିଦେଲା । ସତେନ୍ଦ୍ର ଏହାର ବିରୋଧ କରିବାରୁ ସଞ୍ଜୟ ବ୍ୟାଟରେ ସତେନ୍ଦ୍ର ମୁ-ଣ୍ଡକୁ ପିଟିଦେଇଥିଲା। ଘଟଣାସ୍ଥଳରେ ସେ ବେହୋସ ହୋଇଯାଇଥିଲା ଓ 24 ଘଣ୍ଟା ପରେ ହୋସ ଆସିଥିଲା ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *