ଦ୍ରୁତ ଗତିରେ ଆସୁଥିବା ଟ୍ରେନ ସାମ୍ନାରେ ନାଚିବାକୁ ଲାଗିଲା ଏହି ବ୍ୟକ୍ତି, ତା’ପରେ ପାଦରେ ଟ୍ରେନକୁ ଦେଲା ଧ-କ୍କା,ଆଉ ତା ପରେ ..ଦେଖନ୍ତୁ ପ୍ରଥମେ ଭିଡିଓ

ସାରା ଦେଶରେ ଯେଉଁଠାରେ ଗୋଟେ ପଟେ ଶୀଘ୍ର କରୋନା ଟିକା ଲଗାଯାଉଛି, ସେହିପରି ଅନ୍ୟପକ୍ଷରେ କରୋନା ଭାଇରସ ମା-ମ-ଲା ପୁଣିଥରେ ଦେଶରେ ଦ୍ରୁତ ଗତିରେ ବଢିଚାଲିଛି | ମହାରାଷ୍ଟ୍ର, ପୁଣେ ଭଳି ରାଜ୍ୟରେ ତ ପୁଣିଥରେ ଲକଡାଉନ କରାଯାଉଛି | ଲୋକମାନେ ଏହି କଥାକୁ ନେଇ ଚିନ୍ତା କରୁଛନ୍ତି ଯେ ପୂର୍ବପରି ଆଉଥରେ ଯେମିତି ଏହି କରୋନା ବିସ୍ତାର ନ କରୁ | ଏହି ସମୟରେ ବିଜନେସମ୍ୟାନ ହର୍ଷ ଗୋଏଙ୍କା ସୋସିଆଲ ମିଡିଆରେ ଏକ ଭିଡିଓ ସେୟାର କରିଛନ୍ତି, ଯାହା ଖୁବ ଦ୍ରୁତ ଗତିରେ ଭାଇରାଲ ହେଉଛି |

ଦେଖନ୍ତୁ ଭିଡିଓ :-

ଏହି ଭିଡିଓକୁ ସେୟାର କରି ସେ କ୍ୟାପସନରେ ଲେଖିଛନ୍ତି, ‘କାହିଁକି ଲୋକମାନେ ଟୀକାର ଦ୍ୱିତୀୟ ଡୋଜ ପରେ ମଧ୍ୟ କୋଭିଡ ପଜିଟିଭ ହେଉଛନ୍ତି’… ସେ ଯେଉଁ ଭିଡିଓ ସେୟାର କରିଛନ୍ତି, ତାହାକୁ ଦେଖିବାକୁ ବହୁତ ମଜା ଲାଗୁଛି | ଆପଣ ଏହି ଭିଡିଓରେ ଦେଖିବେ ଯେ ଗୋଟିଏ ଟ୍ରେନ ବହୁ ଦ୍ରୁତ ବେଗରେ ଆସୁଛି | ଠିକ ସେତିକିବେଳେ ଟ୍ରାକରେ ଟ୍ରେନ ସାମ୍ନାକୁ ଆସି ଜଣେ ବ୍ୟକ୍ତି ନାଚିବାକୁ ଲାଗୁଛି | ଟ୍ରେନ ତା’ପାଖକୁ ଆସିବା ମାତ୍ରେ ସେ ଟ୍ରେନକୁ ପାଦରେ ଧ-କ୍କା ଦେଇ ପଛକୁ ଆହୁରି ଠେଲି ଦେଉଛି |

ଲୋକମାନେ ଏହି ଭିଡିଓକୁ ବହୁତ ପସନ୍ଦ କରୁଛନ୍ତି | ସୋସିଆଲ ମିଡିଆରେ ବର୍ତ୍ତମାନ ସୁଦ୍ଧା ଏହି ଭିଡିଓକୁ ୨୭ ହଜାରରୁ ମଧ୍ୟ ଅଧିକ ଥର ଦେଖାଗଲାଣି | ଲୋକମାନେ ଏହି ଭିଡିଓରେ ଅନେକ ମଜାଳିଆ କମେଣ୍ଟ ମଧ୍ୟ କରୁଛନ୍ତି | ଜଣେ ୟୁଜର ଲେଖିଛନ୍ତି, ‘ଇଏ ରଜନୀକାନ୍ତଙ୍କର କେଉଁ ଫିଲ୍ମର ସୀନ ଅଟେ ‘ | ସେହିପରି ଅନ୍ୟଜଣେ ୟୁଜର ଲେଖିଛନ୍ତି, ‘ଟିକାର ବର୍ତ୍ତମାନ ପରୀକ୍ଷା ଚାଲିଛି |’

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *