ସୋନୁ ସୁଦଙ୍କ ନୂଆଁ ପ୍ରଫେସନ,ସାମ୍ନାକୁ ଆସିଲା ଏହି ଭିଡିଓ.ଦେଖନ୍ତୁ ଭିଡ଼ିଓ

ଅଭିନେତା ସୋନୁ ସୁଦ କେବଳ ଲୋକଙ୍କ ସାହାଯ୍ୟ କରୁଛନ୍ତି ଏହା ନାହିଁ|ଅଭିନେତାମାନେ ମଧ୍ୟ ଅନ୍ୟାନ୍ୟ କାମ ମଧ୍ୟ କରୁଛନ୍ତି|କେତେବେଳେ ଆପଣ ତାଙ୍କୁ ରେଷ୍ଟୁରାଣ୍ଟରେ ଖାଦ୍ୟ ରୋଷେଇ କଲାବେଳେ ଦେଖିବେ ତ କେତେବେଳେ ଆପଣ ସୋନୁଙ୍କୁ ଦର୍ଜି ରୋଲରେ ଦେଖିବାକୁ ପାଇବେ|ଏହଖ ସୋନୁଙ୍କ ଏହି ଷ୍ଟାଇଲ ଯାହାଫଳରେ ସେ ଲୋକଙ୍କ ସହ ସହଜରେ ମିଶି ଯାଆନ୍ତି|ଏଵେ ଏକ ଭିଡିଓ ସାମ୍ନାରେ ଆସିଛି ଯେଉଁଥିରେ ସେ ଛୁ-ରୀର ଧା-ର କରୁଛନ୍ତି|

Google

ଭାଇରାଲ ଭିଡିଓରେ ସୋନୁ ଏକ ମେସିନରେ ଛୁ-ରୀରେ ଧା-ର ଦେଉଛନ୍ତି|ସେ ଏକାଥରେ ଦୁଇଟି କାମ କରୁଛନ୍ତି|ଫିଟନେସ ପାଇଁ ସାଇକେଲିଙ୍ଗ କରିବା ସହ ଛୁ-ରୀରେ ଧା-ର କରୁଛନ୍ତି|ଏହି ଭିଡିଓ ସେୟାର କରି ସେ ଲେଖିଛନ୍ତି ଯେତେବେଳେ କାମ ଓ ଫିଟନେସ ଏକାବେଳେ ଚାଲୁଅଛି ଛୁ-ରୀ ଧା-ର କରିବା ମୋର ନୂଆ ଦୋକାନ|ତାଙ୍କର ଏହି ଅନ୍ଦାଜ ବହୁ ଫ୍ୟାନ୍ସକୁ ଇମ୍ପ୍ରେସ କରିଛି|ଯେଉଁଭଳି ସହଜରେ ଏହି ଅଭିନେତା ସବୁ କାମ କରୁଛନ୍ତି ସମସ୍ତେ ତାଙ୍କର ପ୍ରଶଂସା କରିବାକୁ ବାଧ୍ୟ ହେଉଛନ୍ତି|

ଏହା ପୂର୍ବରୁ ସେ ନଡିଆ ପାଣି ମଧ୍ୟ ବିକ୍ରି କରୁଥିଲେ|ସେ ନିଜର ଫ୍ୟାନଙ୍କ ଦୋକାନରେ ଖାଦ୍ୟ ରୋଷେଇ କରୁଥିବା ଦେଖାଯାଇଥିଲା|ସେ ଦର୍ଜି ରୂପେ କପଡା ମଧ୍ୟ ସିଲେଇ କରୁଥିଲେ|ଏଥିପାଇଁ କମ ସମୟ ମଧ୍ୟରେ ସେ ସମସ୍ତଙ୍କ ପ୍ରିୟ ହୋଇପାରିଥିଲେ ଓ ହୃଦୟ ଜିତିଥିଲେ|ଗୋଟିଏ ପଟରେ ସେ ସମାଜ ସେବା କରି ଲୋକଙ୍କ ଜୀବନରେ ଖୁସି ଆଣିବା ସହ ସାଧାରଣ ବ୍ୟକ୍ତିତ୍ଵର ଛବି ମଜଭୁତ କରିବା କାମ ମଧ୍ୟ କରୁଛନ୍ତି|ଏଥିପାଇଁ ସେ ଅନ୍ୟ ସେଲେବ୍ସ ଠାରୁ ଅଲଗା ମଧ୍ୟ ଦେଖାଯାନ୍ତି|

ଏଵେ ସୋନୁ ନିଜର ଏକ ଫଟୋ ପାଇଁ ସାମ୍ନାକୁ ଆସିଥିଲେ|ସେ ଏକ ସାର୍ଟଲେସ ଫଟୋ ସେୟାର କରିଥିଲେ|ଏଥିରେ ସେ ସିକ୍ସ ପ୍ୟାକ ଦେଖାଇଥିଲେ|ଏହି ଫଟରେ ଫ୍ୟାନ୍ସ ଫିଦା ହେବା ସହ ଆକ୍ଟରକୁ ହୃଦୟ ବୋଲି କହୁଥିଲେ|

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *