‘ମୁଁ ତୁମ ଭଉଣୀ ସହିତ ପଳାଇ ଗଲେ ତୁମେ କ’ଣ କରିବ ?’ ପଢନ୍ତୁ ସିଭିଲ ସର୍ଭିସ ପରୀକ୍ଷାରେ ପଚରାଯାଉଥିବା୧୫ଟି ବିଚିତ୍ର ପ୍ରଶ୍ନ ବିଷୟରେ

ଭାରତର ସବୁଠାରୁ କଠିନ ପରୀକ୍ଷାଗୁଡିକ ମଧ୍ୟରୁ ‘ସିଭିଲ ସର୍ଭିସ ପରୀକ୍ଷା’ର ନାମ ମଧ୍ୟ ସାମିଲ ଅଛି | ଏହି ପରୀକ୍ଷାରେ ବସିଥିବା ସମସ୍ତେ IAS ହେବାର ସ୍ୱପ୍ନ ଦେଖନ୍ତି | କିନ୍ତୁ କିଛି ଲୋକ ହିଁ ଏହି ସ୍ୱପ୍ନକୁ ପୂରା କରିପାରନ୍ତି | ଯଦି କେହି ଏହାର ଲିଖିତ ପରୀକ୍ଷାରେ ପାସ କରୁଛନ୍ତି, ଇଣ୍ଟରଭିୟୁ ସମୟରେ ‘ପର୍ସନାଲିଟି ଟେଷ୍ଟରେ’ ଅଟକି ଯାଆନ୍ତି | ଏହି ‘ପର୍ସନାଲିଟି ଟେଷ୍ଟରେ’ ଅନେକ ଥର ବହୁତ ଅଦ୍ଭୁତ ପ୍ରଶ୍ନ ପଚରା ଯାଇଥାଏ,ଯେଉଁ ପ୍ରଶ୍ନ ଗୁଡିକର ଉତ୍ତର ଦେବାରେ ମୁଣ୍ଡ ବୁଲେଇ ଦିଏ |

ତେବେ ଚାଲନ୍ତୁ ଏହି ଏହି ଅଜବ ପ୍ରଶ୍ନ ଏବଂ ତାଙ୍କ ମଜାଳିଆ ଉତ୍ତର ଉପରେ ନଜର ପକାଇବା …

୧. ଯଦି ମୁଁ ଆପଣଙ୍କ ଭଉଣୀ ସହିତ ପଳେଇ ଯିବି, ତେବେ ଆପଣ କ’ଣ କରିବେ ?

ଉତ୍ତର : ସାର ! ଆପଣଙ୍କଠାରୁ ଭଲ ମ୍ୟାଚ ମତେ ନିଜ ଭଉଣୀ ପାଇଁ ମିଳିବନାହିଁ |

୨. ମହେଶ ଏବଂ ସୁରେଶ ଯାଆଁଳା ଭାଇ ମେ ରେ ଜନ୍ମ ହେଲେ, କିନ୍ତୁ ପରିବାର ଲୋକେ ସେମାନଙ୍କର ଜନ୍ମଦିନ ଜୁନରେ ପାଳନ କରନ୍ତି | ଏପରି କାହିଁକି ?

ଉତ୍ତର : ଏହା ଏଥିପାଇଁ କାରଣ ମେ ସେହି ସ୍ଥାନର ନାମ ଅଟେ | ଯେଉଁଠାରେ ଦୁହିଁଙ୍କର ଜନ୍ମ ହୋଇଥିଲା |

୩. ଗୋଟିଏ କଞ୍ଚା ଅଣ୍ଡାକୁ ଆପଣ କଂକ୍ରିଟ ଚଟାଣରେ କିପରି ପକାଇବେ ଯେ ତାହା ଭାଙ୍ଗିବ ନାହିଁ ?

ଉତ୍ତର : କଂକ୍ରିଟର ଚଟାଣ ବହୁତ ମଜବୁତ ହୋଇଥାଏ | ତାହା ଭାଙ୍ଗିବ ନାହିଁ |

୪. ଯଦି ୨ ଟି କମ୍ପାନୀ ଏବଂ ୩ ଟି ଭିଡ଼ ହୁଏ, ତେବେ ୪ ଏବଂ ୫ କ’ଣ ହେବେ ?

ଉତ୍ତର : ୯ ହେବ |

Google

୫. ଗୋଟିଏ ବିଲେଇର ତିନୋଟି ପିଲା ଥିଲେ ଜାନୁଆରୀ, ମାର୍ଚ୍ଚ ଏବଂ ମେ | What was the mother’s name?

ଉତ୍ତର : ମାର ନାମ ‘What’ ଥିଲା |

୬. ମୟୂର ଅଣ୍ଡା ଦେଇ ନଥାଏ, ତେବେ ସେ ପିଲାକୁ କିପରି ଜନ୍ମ ଦିଏ ?

ଉତ୍ତର : ଅଣ୍ଡା ମୟୂର ନୁହେଁ ମୟୂରୀ ଦେଇଥାଏ |

୭. ଜେମ୍ସ ବଣ୍ଡ ପାରାଚ୍ୟୁଟ ନାହିଁ | ତାଙ୍କୁ ଏରପ୍ଲେନରୁ ଠେଲି ଦିଆଯାଏ | ତଥାପି ସେ ବଞ୍ଚି ଯାଆନ୍ତି | କେମିତି ?

ଉତ୍ତର : କାରଣ ପ୍ଲେନ ରନୱେରେ ହିଁ ଛିଡା ହୋଇଥିଲା |

୮. ଶୋଇବା ବିନା ଜଣେ ବ୍ୟକ୍ତି ୮ ଦିନ କିପରି ରହିପାରିବ ?

ଉତ୍ତର : ରାତିରେ ଶୋଇକି |

୯. ନାଗ ପଞ୍ଚମିର ଓପଜିଟି କ’ଣ ହେବ ?

ଉତ୍ତର : ନାଗ ଡିଡ଼ ନଟ ପଞ୍ଚ ମି |

୧୦. ଯଦି ଆପଣଙ୍କର ଗୋଟିଏ ହାତରେ ୩ ଟି ସେଓ ଏବଂ ୪ ଟି କମଳା, ଯେତେବେଳେ କି ଅନ୍ୟ ହାତରେ ୪ ଟି ସେଓ ଏବଂ ୩ ଟି କମଳା ଅଛି, ତେବେ ଆପଣଙ୍କ ପାଖରେ କଣ ରହିବ ?

ଉତ୍ତର : ବହୁତ ବଡ ହାତ |

୧୧. Wednesday, Friday, or Sunday ଶବ୍ଦର ବ୍ୟବହାର ନକରି 3 Consecutive Days ର ନାମ କୁହ |

ଉତ୍ତର : Yesterday, Today And Tomorrow.

Google

୧୨. ଯଦି ଗୋଟିଏ କାନ୍ଥ ତିଆରି କରିବାପାଇଁ ୮ଜଣ ଲୋକଙ୍କୁ ୧୦ ଘଣ୍ଟା ଲାଗିଥାଏ, ତେବେ ଏହି ଘରର କାନ୍ଥକୁ ୪ ଜଣ ଲୋକ କେତେ ସମୟରେ ତିଆରି କରିବେ ?

ଉତ୍ତର : କୌଣସି ଆବଶ୍ୟକ ନାହିଁ ? କାନ୍ଥ ପୂର୍ବରୁ ହିଁ ତିଆରି ହୋଇସାରିଛି |

୧୩. ଗୋଟିଏ ମର୍ଡରର ଅଭିଯୁକ୍ତଙ୍କୁ ମୃତ୍ୟୁଦଣ୍ଡ ଦିଆଯାଇଛି | ତାଙ୍କୁ ଜେଲରେ ଥିବା ୩ ଟି ରୁମରୁ କୌଣସି ଗୋଟିଏ ରୁମକୁ ବାଛିବାକୁ କୁହାଯାଇଛି | ପ୍ରଥମ ରୁମରେ ନିଆଁ ଜଳୁଛି, ଦ୍ୱିତୀୟ ରୁମରେ ବନ୍ଧୁକ ଧରି ଭୟଭୀତ ହତ୍ୟାକାରୀ ଅଛନ୍ତି ଏବଂ ତୃତୀୟ ରୁମରେ ତିନି ବର୍ଷ ଧରି ଭୋକିଲା ସିଂହ ରହିଛି | ବର୍ତ୍ତମାନ ସେହି ଅଭିଯୁକ୍ତଙ୍କ ପାଇଁ କେଉଁ ରୁମଟି ସବୁଠାରୁ ସୁରକ୍ଷିତ ଅଟେ |

ଉତ୍ତର : ତୃତୀୟ ସିଂହ ଥିବା ରୁମଟି ଅଟେ | ୩ ବର୍ଷ ଧରି ଥିବା ଭୋକିଲା ସିଂହ ନିଶ୍ଚିତ ଭାବରେ ମରି ଯାଇଥିବ |

୧୪. କେବଳ ୨ କୁ ବ୍ୟବହାର କରି ୨୩ କିପରି ଲେଖାଯାଇପାରିବ ?

ଉତ୍ତର : ୨୨+୨/୨

୧୫. ସୁନାର ସେହି ଜିନିଷର ନାମ କୁହ, ଯାହା ସୁନା କାରିଗର ଦୋକାନରେ ମିଳିନଥାଏ ?

ଉତ୍ତର : ଚାରପାଇ, ଏହାର ବ୍ୟବହାର ସୁନା ପାଇଁ କରାଯାଏ ଏବଂ ଏହା ଏହା ସୁନା କାରିଗର ଦୋକାନରେ ମିଳି ନଥାଏ |

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *