ଲକଡାଉନ ପ୍ରଭାବ : ଡିପ୍ରେସନରେ ଚାଲିଗଲେ ଏହି ବ୍ୟକ୍ତି, ସାଇକେଲ ଉଠାଇଲେ ଓ କଲେ ଏହି କା-ର-ନା-ମା,ଜାଣନ୍ତୁ ପୁରା ଖବର

ଲକଡାଉନରେ ବହୁତ ଲୋକଙ୍କର ଚାକିରି ଯାଇଥିଲା, ସେମାନେ ବିରକ୍ତ ହୋଇଥିଲେ। ଲୋକେ ଘର ବନ୍ଦ ରହି ବିରକ୍ତ ହୋଇଯାଇଥିଲେ। ଏହି ସମୟରେ ଆ-ତ୍ମହ-ତ୍ୟା ମା-ମ-ଲା ମଧ୍ୟ ବଢିଯାଇଥିଲା। କିନ୍ତୁ କେରଳର ଜଣେ ବାଳକ, ସେହି ସମସ୍ତ ଲୋକଙ୍କ ପାଇଁ ଉଦାହରଣ ହୋଇ ସାମ୍ନାକୁ ଆସିକାନ୍ତି। ବାଳକର ନାମ ହେଉଛି ଗୋଗୁଲ। ଲକଡାଉନରେ ତାଙ୍କର ଚାକିରି ଚାଲିଯାଇଥିଲା, ସେ ଚିନ୍ତାରେ ଥିଲେ। କିନ୍ତୁ ସାଇକେଲ ତାଙ୍କର ସମସ୍ତ ସମସ୍ଯା ସମାଧାନ କରିଦେଇଥିଲା। ସେ ସାଇକେଲ ଧରି ବୁଲିବାକୁ ଲାଗିଲେ।

Google

୨। ବିଜୁଳି ବିଭାଗରେ କରୁଥିଲେ କାମ:-

ଗୋଗୁଲ କହିଲେକି ସେ ବିଜୁଳି ବିଭାଗରେ ପ୍ରୋଜେକ୍ଟ ଇଞ୍ଜିନିୟର ରୂପରେ ନିୟୋଜିତ ଥିଲେ। ଯେମିତି ଲକଡାଉନ ହୋଇଥିଲା ସେହି ସମୟରେ ତାଙ୍କର ଚାକିରି ଚାଲିଯାଇଥିଲା। ଏହା ପରେ ସେ ଡିପ୍ରେସନରେ ଚାଲି ଯାଇଥିଲେ।

୩। ସେ ନିଜର ଯାତ୍ରା ଆରମ୍ଭ କରିଦେଲେ:-

କୁହନ୍ତିକି ଜୀବନରେ ମଣିଷ ଯେତେବେଳେ ବି-ର-କ୍ତ ହୋଇଯାଏ ସେତେବେଳେ ଯାତ୍ରା କରିବା ଉଚିତ। ଏହାକୁ ଧ୍ୟାନରେ ରଖି ଯାତ୍ରା କରିବେ ବୋଲି ଭାବିନେଲେ। ସେ ନିଜକୁ ଏହି ଖରାପ ସମୟରୁ ବାହାର କରିବା ପାଇଁ ସାଇକେଲ ଉଠାଇଲେ ଓ ଯାତ୍ରାରେ ବାହାରିପଡିଲେ।

୪। ୫୦୦୦ କିଲୋମିଟର ଚଳାଇ ସାରିଛନ୍ତି:-

ସେ କେରଳରୁ ଜମ୍ମୁ କାଶ୍ମୀର ପାଇଁ ସାଇକେଲରେ ବାହାରିଥିଲେ। ତାହା ପୁଣି ସିଙ୍ଗେଲ ସାଇକେଲରେ…ଗିୟର ଭଳି ସାଇକେଲରେ ନୁହଁ। ଲୋକମାନେ ଏହି ଯାତ୍ରା ସମୟରେ ତାଙ୍କୁ ବହୁତ ଭଲ ପାଇବା ଓ ସମ୍ମାନ ଦେଇଥିଲେ।

Google

୫। ପରିବାରର ରଖିବେ ଧ୍ୟାନ:-

ସେ କହିଲେକି ଯାତ୍ରା ଶେଷ କରି ସେ ସିଧାସଳଖ ଘରକୁ ଯିବେ। ସେଠାରେ ଯାଇ ପୁଣିଥରେ ଚାକିରି କରିବେ। ନିଜର ପିଲାର ଧ୍ୟାନ ରଖିବେ

୬। କୌଣସି ଆଡୁ ହେଉନଥିଲା ଆମଦାନୀ:-

ଗୋଗୁଲ କହିଲେକି ତାଙ୍କର ଚାକିରି ଲକଡାଉନ ସମୟରେ ଚାଲିଯାଇଥିଲା। ସେଠାରେ କୌଣସି କାମ ନଥିଲା। ଆମଦାନୀର କୌଣସି ଜରିଆ ନଥିଲା। ଏହା ପରେ ସେ ଡି-ପ୍ରେସ-ନରେ ଚାଲିଗଲେ। ଘର ଲୋକ ବାରମ୍ବାର ଚାକିରି ପାଇଁ ଚା-ପ ସୃଷ୍ଟି କରୁଥିଲେ। ପିଲା ମଧ୍ୟ ଜିନିଷପତ୍ର ଡିମାଣ୍ଡ କରିବା ଆରମ୍ଭ କରିଦେଇଥିଲେ। ସେ ସମୟରେ ସେ ଆ-ତ୍ମହ-ତ୍ୟା କରିବେ ବୋଲି ଚିନ୍ତା କରିଲେ କିନ୍ତୁ ପୁଣି ନିଜ ଘରଠାରୁ ସାଇକେଲ ନେଇ ଦେଶ ଭ୍ରମଣ କରିବାକୁ ବାହାରିପଡିଲେ।

୭। ଅନେକ ପ୍ରକାର ଲୋକଙ୍କ ସହ ମିଶିଲେ:-

ଏହି ଯାତ୍ରା ସମୟରେ ସେ ଅନେକ ପ୍ରକାର ଲୋକଙ୍କ ସହ ମିଶିଲେ। ଲୋକମାନେ ତାଙ୍କୁ ତାଙ୍କର ଘରେ ରହିବାକୁ ମଧ୍ୟ ଦେଉଥିଲେ ଓ ତାଙ୍କର ମାନ-ସମ୍ମାନ ମଧ୍ୟ କରୁଥିଲେ।

Google

୮। ଯୁବପିଢି ପାଇଁ ପ୍ରେରଣା:-

ଗୋଗୁଲ ସାଇକେଲରେ ଦେଶ ଭ୍ରମଣ କରିଲେ। ବର୍ତ୍ତମାନ ସେ ଜମ୍ମୁ କାଶ୍ମୀରରୁ କେରଳ ସାଇକେଲରେ ପ୍ରତ୍ୟାବର୍ତ୍ତନ କରିବେ। ତାଙ୍କର କାହାଣୀ ଖାସ ରୂପରେ ସେହି ଲୋକଙ୍କ ପାଇଁ ଉଦାହରଣ ସୃଷ୍ଟି କରିବ ଯେଉଁମାନେ ହା-ର ମାନିଯାନ୍ତି। ଉଠନ୍ତୁ, ତାହା କରନ୍ତୁ ଯାହା ଆପଣଙ୍କୁ କରିବାକୁ ପସନ୍ଦ ଲାଗୁଥିବ। ଯେଉଁଥିରୁ ଆପଣଙ୍କୁ ସୁକୁନ ମିଳିବ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *