ଜଣେ ମହିଳା ଅଧିକରୁ ଅଧିକ କେତେ ସୁନା ନିଜ ପାଖରେ କିଣି ରଖିପାରିବ ? ଜାଣନ୍ତୁ ସରକାରଙ୍କ ଏହା ଉପରେ କଣ ରହିଛି ନି-ୟ-ମ

ଇଙ୍କମ ଟ୍ୟାକ୍ସ ଆକ୍ଟ 1961 ର ସେକ୍ସନ 132 ମୁତାବିକ, ଅଧିକାରୀ ମାନଙ୍କ ପାଖରେ ଏହି ପାୱାର ଅଛି ଯେ, ସେମାନେ ଅନୁସନ୍ଧାନ ସମୟରେ ଜୁଏଲାରୀ ସମେତ ଅନ୍ୟ ଧାତୁ ମାନଙ୍କୁ ମଧ୍ୟ ଜ-ବ-ତ କରିପାରିବେ । ଆ-ଇ-ନରେ ଏହାମଧ୍ୟ ରହିଛି ଯେ, କୌଣସି ବି ବ୍ୟକ୍ତି ନିଜ ପାଖରେ ଯେତେ ପରିମାଣରେ ବି ସୁନା ରଖିଲେ କିଛି ହେବନାହିଁ । ଜଣେ ବିବାହିତା ମହିଳା ନିଜ ପାଖରେ 500 ଗ୍ରାମ ସୁନା ରଖିପାରିବ ଓ ଜଣେ ଅବିବାହିତ ମହିଳା ନିଜ ପାଖରେ 250 ଗ୍ରାମ ସୁନା ରଖିପାରିବ । ସେହିପରି ଜଣେ ପୁରୁଷ ପାଖରେ 100 ଗ୍ରାମରୁ ଅଧିକ ସୁନା ରହିବା କଥା ନୁହେଁ

ସାଧାରଣତଃ ଏହାର ଦୁଇଟି ସର୍ତ୍ତ ରହିଛି । ପ୍ରଥମଟି ହେଉଛି ଜଣେ ବ୍ୟକ୍ତି ଯିଏକି ଆଇଟି ରିଟର୍ଣ୍ଣ ଫାଇଲ ନକରିପାରିବ। ଦ୍ୱିତୀୟଟି ହେଉଛି ସୁନା ଜୁଏଲାରୀ ଭାବରେ ନରହିବା ଆବଶ୍ୟକ ।

Google

ଆଇନ ଏହା କହୁଛି କି, ଜୁଏଲାରୀ ରୂପରେ ସୁନା ରଖିବାର କୌଣସି ସୀମା ନାହିଁ କିନ୍ତୁ ଆପଣ ଏହାକୁ କିଣିବାପାଇଁ ଟଙ୍କାର ଜରିଆ କହିବାକୁ ହେବ । ଯଦି ଆପଣଙ୍କୁ ସୁନା ମିଳିଛି ତାହେଲେ ଆପଣ ଏହାର ମାଲିକଙ୍କ ସମସ୍ତ କାଗଜପତ୍ର ଦେଖାଇବାକୁ ପଡିବ । 2016 ମସିହାରେ CBDT ଦ୍ୱାରା କୁହାଯାଇଥିଲା କି, ଯଦି ଏହାର ମାଲିକାନା ଜାହିର କରାଯିବ ତାହେଲେ ସୁନା ରଖିବାର କୌଣସି ସୀମା ରହିନାହିଁ ।

ଟ୍ୟାକ୍ସ କନ୍ସଲଟାଣ୍ଟ ନାରାୟଣ ଜୈନଙ୍କ କହିବା କଥା ହେଲା, ଗୋଲଡ଼ ରଖିବାର ଏହି ସୀମା ମୂଳରୁପରେ ଆଇଟି ରିଟର୍ନ ଫାଇଲ ନକରାଇବା ଦିଗରେ ଅଟେ । ଏହି ସୀମା ବାହାରେ ଗୋଲଡ଼ ରଖିବାର ଅନୁମତି ରହିଛି, କିନ୍ତୁ ଏହାର କିଛି ସର୍ତ୍ତ ରହିଛି । ଯଦି ଆପଣଙ୍କୁ ମିଳିଥିବା ସୁନାର ଆପଣ ମାଲିକାନା ଜାହିର କରିନପାରନ୍ତି ତାହେଲେ ଆପଣଙ୍କ ଠାରୁ ଟ୍ୟାକ୍ସ ବିଭାଗ ଗୋଲଡ଼ ଜବତ କରିଦେବ।

Google

ଉପହାର ସ୍ୱରୂପ ମିଳିଥିବା ସୁନାକୁ ଆପଣଙ୍କୁ ଲିଖିତ ଆକାରରେ ବତାଇବାକୁ ହେବ । 2019 ମସିହାରୁ ଏହା ଲାଗୁ ହୋଇସାରିଛି କି, 50,000 ଟଙ୍କାରୁ ଉର୍ଦ୍ଧ୍ବ ସୁନା ଆପଣ କିଣିଲେ ଆପଣଙ୍କୁ ପ୍ୟାନ ଦେବା ଆବଶ୍ୟକ ହେବ । ଓକିଲଙ୍କ କହିବା ହେଉଛି ଯଦି ଆପଣ ସୁନା କିଣୁଛନ୍ତି ତାହା ଜୁଏଲାରୀ ଆକାରରେ ହେଉ ନା କାହିଁକି ଆପଣଙ୍କୁ ଏହାର ରସିଦ ସମ୍ଭାଳିକି ରଖିବାକୁ ପଡ଼ିବ କାରଣ ଭବିଷ୍ୟତରେ ଏହାର ଆବଶ୍ୟକ ପଡିବ ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *