ନିଜ ବୟଫ୍ରେଣ୍ଡର ପ୍ରା-ଇ-ଭେ-ଟ ପା-ର୍ଟକୁ କା-ଟି ଟୟଲେଟରେ ଭସାଇ ଦେଲା ଗାର୍ଲଫ୍ରେଣ୍ଡ,ଜାଣନ୍ତୁ ପୁରା ଖବର

ତାଇୱାନରେ ଜଣେ ମହିଳା ନିଜ ବୟଫ୍ରେଣ୍ଡର ପ୍ରା-ଇଭେ-ଟ ପା-ର୍ଟକୁ କା-ଟିଦେ-ଇ ଟୟଲେଟ ଭିତରେ ଭସାଇ ଦେଇଛି କାରଣ ତାକୁ ସ-ନ୍ଦେ-ହ ଥିଲା କି, ବୟଫ୍ରେଣ୍ଡ ତାଙ୍କ ସହ ଚି-ଟିଂ କରୁଛି । ହୁଆଙ୍ଗ ନାମକ ଏହି ବ୍ୟକ୍ତି 52 ବର୍ଷର ଅଟେ ଓ ତାଙ୍କର ତିନିଜଣ ପିଲା ମଧ୍ୟ ରହିଛନ୍ତି । ହୁଆଙ୍ଗ ଯେତେବେଳେ ଶୋଇଥିଲା ସେତେବେଳେ ତା’ ଗାର୍ଲଫ୍ରେଣ୍ଡ ଏହିପରି କା-ଣ୍ଡ ଘ-ଟା-ଇଥି-ଲା ।

ରି-ପୋ-ର୍ଟସ ଅନୁସାରେ, ହୁଆଙ୍ଗ ଓ ତାଙ୍କ ଗାର୍ଲଫ୍ରେଣ୍ଡ ଫୁଙ୍ଗ ପୂର୍ବରୁ ନିଜ ନିଜ ପାର୍ଟନରଙ୍କ ସହିତ ଛା-ଡ଼ପ-ତ୍ର ନେଇସାରିଥିଲେ । ଏହି 40 ବର୍ଷୀୟ ମହିଳା ବିଗତ 10 ମାସ ହେବ ହୁଆଙ୍ଗଙ୍କ ସହିତ ରହିଆସୁଥିଲା ଓ ସେ ନିଜର ବିଗତ ବିବାହରେ ତାଇୱାନ ସିଟିଜେନସିପ ମଧ୍ୟ ଗ୍ରହଣ କରିଥିଲେ ।

Google

ଏହି କପଲଙ୍କ ପଡୋଶୀଙ୍କ କହିବାକଥା ହେଲା ସେମାନଙ୍କ ମଧ୍ୟରେ ପ୍ରତିଦିନ ବି-ବା-ଦ ଓ ଯୁ-କ୍ତିତ-ର୍କ ଶୁଣିବାକୁ ମିଳିଥାଏ । ହୁଆଙ୍ଗ ଏକ ତାଓ ଶ୍ରାଇନ ଚଳାଏ ଓ ତାଙ୍କର କିଛି ମହିଳା ବନ୍ଧୁ ମଧ୍ୟ ରହିଛନ୍ତି । ଏମାନଙ୍କ ମଧ୍ୟରୁ ସେ କିଛି ମହିଳାଙ୍କ ଘନିଷ୍ଠ ମଧ୍ୟ ଅଟନ୍ତି । ଏଥିପାଇଁ ତାଙ୍କ ଗାର୍ଲଫ୍ରେଣ୍ଡ ବହୁତ ଚିନ୍ତିତ ଥିଲେ ଓ ସେଥିପାଇଁ ଉଭୟଙ୍କ ମଧ୍ୟରେ ଝ-ଗ-ଡା ହୋଇଥାଏ ।

52 ବର୍ଷର ହୁଆଙ୍ଗ ତାଇୱାନରେ ରହେ । ସେ ଚିକେନ୍ ନୁଡ଼ଲସ ଓ ୱାଇନ ପିଇ ଶୋଇବାକୁ ଚାଲିଗଲା । ଯେତେବେଳେ ସେ ନିଦ୍ରାରୁ ଉଠିଲା ତାକୁ ବହୁତ ଯ-ନ୍ତ୍ର-ଣା ହେଉଥିଲା ଓ ତା’ ପ୍ରା-ଇଭେ-ଟ ପା-ର୍ଟର କିଛି ଅଂଶ ଗା-ୟ-ବ ଥିଲା। ସେ ଚାଲିବାକୁ ମଧ୍ୟ ସକ୍ଷମ ଥିଲା ।

ହୁଆଙ୍ଗର ପ୍ରା-ଇଭେ-ଟ ପା-ର୍ଟରୁ ବହୁତ ର-କ୍ତ ବାହାରୁ ଥିଲା ଓ ତାକୁ ହସ୍ପିଟାଲରେ ଭର୍ତ୍ତି କରାଗଲା । ଡକ୍ଟର କହିଲେ, ଏହି ବ୍ୟକ୍ତିଙ୍କର ପ୍ରା-ଇଭେ-ଟ ପା-ର୍ଟର ଦେଢ଼ ସେଣ୍ଟିମିଟର ଅଂଶ କା-ଟିଦି-ଆଯା-ଇଛି । ଏହାବ୍ୟତୀତ ତାଙ୍କ ଶରୀର ଅନ୍ୟ ଅଙ୍ଗ ସବୁ ଠିକ ଥିଲା ।

Google

ହୁଆଙ୍ଗ ଗାର୍ଲଫ୍ରେଣ୍ଡ ରୋଷେଇ ଘର କଇଁଚିରେ ନିଜ ବୟଫ୍ରେଣ୍ଡର ପ୍ରା-ଇଭେ-ଟ ପା-ର୍ଟ କା-ଟିଦେ-ଇଥିଲା ଓ ଅଧା ରାତିରେ ଯାଇ ପୋ-ଲି-ସ ଆଗରେ ସବୁ ସତକଥା କହିଦେଇଥିଲା ।

ଏହି ମା-ମ-ଲାରେ ହସ୍ପିଟାଲର ଡେପୁଟି ଡ଼ାଇରେକ୍ଟର କହିଥିଲେ, ହୁଆଙ୍ଗଙ୍କୁ ଲଗାତାର ର-କ୍ତ ବାହାରୁଥିଲା । ଏଥିପାଇଁ ର-କ୍ତଶ୍ରା-ବକୁ ବନ୍ଦ କରିବାପାଇଁ ଏମରଜେନ୍ସି ସ-ର୍ଜ-ରୀ କରିବାକୁ ପଡିଥିଲା । ଡ଼କ୍ଟର କହିଥିଲେ, ତାଙ୍କୁ ବର୍ତ୍ତମାନ ସମ୍ବନ୍ଧ ବନାଇବା ଅସମ୍ଭବ ହେବ ।

ଡ଼କ୍ଟର କହିଥିଲେ, ତାଙ୍କ ପାଇଁ ଭଲ ଅପ୍ସନ ହେବ ଆର୍ଟିଫିସିଆଲ ପ୍ରା-ଇଭେ-ଟ ପା-ର୍ଟ । ହୁଆଙ୍ଗଙ୍କ ପାଇଁ ଆଗାମୀ କିଛି ସମୟ ସଂ-ଘ-ର୍ଷପୂ-ର୍ଣ ହେବ।

ପୋ-ଲି-ସ ଏହାମଧ୍ୟ ଅ-ନୁସ-ନ୍ଧାନ କରୁଛି କି, ହୁଆଙ୍ଗଙ୍କ ଗାର୍ଲଫ୍ରେଣ୍ଡ ତାଙ୍କ ଖାଦ୍ୟରେ କୌଣସି ନି-ଶା ଦ୍ରବ୍ୟ ତ ମିଳାଇନଥିଲେ ତ ! ଜଣାଇଦେଉଛୁ କି, ହୁଆଙ୍ଗ ଏହାପୁର୍ବରୁ ତିନିଥର ବିବାହ କରିସାରିଛନ୍ତି ଓ ତାଙ୍କର ତିନିଜଣ ପିଲା ମଧ୍ୟ ରହିଛନ୍ତି ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *