ଲାଇଭ ରି-ପୋ-ର୍ଟିଂ ସମୟରେ ସାମ୍ବାଦିକଙ୍କୁ କୁକୁର କଲା ଆ-କ୍ରମ-ଣ, ମାଇକ ଛଡ଼ାଇ ନେଇ ଦୌଡିଲା, ପଛରେ ଗୋଡ଼ାଇ ଗୋଡ଼ାଇ ରି-ପୋ-ର୍ଟର ..ଦେଖନ୍ତୁ ଭିଡ଼ିଓ

ଟିଭିରେ ଆମେ ସର୍ବଦା ରି-ପୋ-ର୍ଟରକୁ ଖବର ବିଷୟରେ କିଛି କହୁଥିବାର ଦେଖୁଥାନ୍ତି । କିନ୍ତୁ କଣ ଆପଣ ଦେଖିଛନ୍ତି କେବେ ରି-ପୋ-ର୍ଟର ରି-ପୋ-ର୍ଟିଂ କରୁଥିବା ସମୟରେ କୁକୁର ତାଙ୍କୁ ଆ-କ୍ରମ-ଣ କରିଦିଏ । ଯଦି ଆପଣ ଦେଖିନାହାନ୍ତି ତାହେଲେ ଏବେ ଦେଖନ୍ତୁ । ସୋସିଆଲ ମିଡିଆରେ ଏକ ଭିଡ଼ିଓ ବହୁତ ଜୋରରେ ଭାଇରାଲ ହେଉଛି, ଏହି ଭିଡ଼ିଓରେ ଲାଇଭ ରି-ପୋ-ର୍ଟିଂ ଚାଲୁଥିବା ସମୟରେ କୁକୁରଟି ମହିଳା ରି-ପୋ-ର୍ଟରଙ୍କ ଉପରକୁ ଆ-କ୍ରମ-ଣ କରି ତାଙ୍କ ମାଇକ ଛଡ଼ାଇ ନେଇଯାଇଥିଲା। ପୁଣି ଯାହାହେଲେ ଆପଣ ଶୁଣିଲେ ଆଶ୍ଚର୍ଯ୍ୟ ହୋଇଯିବେ

ଏହି ଭିଡ଼ିଓକୁ MNP 24 ନାମକ ୟୁଟ୍ୟୁବ ଚ୍ୟାନେଲ ଶେୟର କରିଥିଲେ । ଏହି 1 ମିନିଟ 36 ସେକେଣ୍ଡର ଭିଡ଼ିଓରେ ଆପଣ ଦେଖିବେ ଯେ, ଜଣେ ଆଙ୍କର ସମାଚାର ପଢୁଥିବାର ନଜର ଆସୁଛି । ସେତେବେଳେ ସ୍କ୍ରିନରେ ଆଙ୍କର ମଧ୍ୟ ଲାଇଭ ଥିଲା । ମହିଳା ଜଣକ ସୂଚନା ଦେଉଥିବା ସମୟରେ କୁକୁରଟି ଅଚାନକ ଆସି ତାଙ୍କ ଉପରେ ଆ-କ୍ରମ-ଣ କରିଥିଲା ଓ ମାଇକ ଛଡ଼ାଇ ନେଇଗଲା । କୁକୁରଟି ମାଇକ ନେଇ ଦୌଡ଼ିବାକୁ ଲାଗେ ଓ ତା’ପଛରେ ରି-ପୋ-ର୍ଟର ମଧ୍ୟ ଦୌଡ଼ିବାକୁ ଆରମ୍ଭ କରିଦିଅନ୍ତି ।

ଏହିସମୟରେ ଅନ୍ୟ ଜଣେ ଆଙ୍କର ଟିଭିରେ ସୂଚନା ଦେବାକୁ ଲାଗିଥାନ୍ତି ଓ କିଛି ସମୟପରେ ସେହି ଆଙ୍କର ପୁଣିଥରେ ଆସି ପୁଣି ସୂଚନା ଦେଇଥାନ୍ତି । ଏହି ଭିଡ଼ିଓକୁ ସୋସିଆଲ ମିଡିଆରେ ବର୍ତ୍ତମାନ ବହୁତ ଲାଇକ୍ସ କରାଯାଉଛି ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *