ଭିଆଇପି ନମ୍ବର ପାଇଁ ଭାଙ୍ଗିଲେ ରେ-କ-ର୍ଡ : ବର୍ତ୍ତମାନ ପର୍ଯ୍ୟନ୍ତ ଗାଡି କିଣି ନାହାନ୍ତି କିନ୍ତୁ ଭିଆଇପି ନମ୍ବର ପ୍ଲେଟ ପାଇଁ ଖର୍ଚ୍ଚ କଲେ ୬ ଲକ୍ଷ ଟଙ୍କା,ଜାଣନ୍ତୁ ପୁରା ଘ-ଟ-ଣା

ବହୁତ ଲୋକ ନିଜ ଗାଡିରେ ଭିଆଇପି ନମ୍ବର ଲଗାଇବାର ସଉକ୍ ରଖିଥାନ୍ତି ଓ ଏଥିପାଇଁ ସେ ହଜାର ନାହିଁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରିଥାନ୍ତି|କିନ୍ତୁ ଉତ୍ତର ପ୍ରଦେଶର ଜଣେ ବ୍ୟକ୍ତି ଭିଆଇପି ନମ୍ବର ଲଗାଇବାକୁ ସବୁ ରେ-କ-ର୍ଡ ଭାଙ୍ଗି ୬ ଲକ୍ଷ ଟଙ୍କାର ବୋଲି ଡାକିଲେ|ଏତିକି ଟଙ୍କାରେ ସାଧାରଣ ଲୋକ ଏକ କାର କିଣି ପାରିବେ|

ପ୍ରକୃତରେ ରାଜଧାନୀ ଲକ୍ଷ୍ନୌରେ ଭିଆଇପି ନମ୍ବର ଏମ୍ଏ୦୦୦୧ ପାଇଁ ନି-ଲା-ମର ଡାକ ୧ ଲକ୍ଷ ଟଙ୍କାରୁ ଆରମ୍ଭ ହୋଇ ଶେଷରେ ୬ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଯାଇଥିଲା|ଶୁକ୍ରବାର ସନ୍ଧ୍ୟାରେ ଶେଷ ନି-ଲା-ମି ଡାକରେ ପ୍ରବୀଣ ନାମକ ବ୍ୟକ୍ତି ପୂର୍ବ ଡାକରେ ହଜାରେ ଟଙ୍କା ବୃଦ୍ଧି କରି ୬ ଲକ୍ଷ ଟଙ୍କାରେ ନିଜ ନାମରେ କରିଥିଲେ|

Google

ଟ୍ରାନ୍ସପୋର୍ଟ ନଗର ଆରଟିଓଙ୍କ ଅନୁସାରେ ଏଠାରେ ଏପର୍ଯ୍ୟନ୍ତ କୋୖଣସି ଭିଆଇପି ନମ୍ବରର ଅଧିକତମ ବୋଲି ୪ ଲକ୍ଷ ୧୦ ହଜାର ଟଙ୍କା ଲଗାଯାଇଥିଲା କିନ୍ତୁ ଏଥର ଏହି ରେ-କ-ର୍ଡ ଭା-ଙ୍ଗି ଯାଇଥିଲା|୨୭ ମାର୍ଚ୍ଚ ୨୦୨୧ରେ ଆରମ୍ଭ ହୋଇ ଭିଆଇପି ନମ୍ବର ଶୁକ୍ରବାର ଶେଷ ହୋଇଥିଲା|ନି-ଲା-ମୀ ଶେଷରେ ପ୍ରବୀଣ ୬ ଲକ୍ଷ ଟଙ୍କା ଦେଇ ଏହାକୁ କିଣିଥିଲେ|

କିନ୍ତୁ ଆଶ୍ଚର୍ଯ୍ୟର କଥା ଏହା ଯେ ବୋଲି ଡାକିଥିବା ପ୍ରବୀଣ ଏବେ ଗାଡି କିଣି ନାହାନ୍ତି କିନ୍ତୁ ନିଜପାଇଁ ଭିଆଇପି ନମ୍ବର କିଣିଛନ୍ତି|ନି-ୟ-ମ ଅନୁଯାୟୀ ନମ୍ବର କିଣିବାର ୩୦ ଦିନ ଭିତରେ ଗାଡି କିଣିବା ଆବଶ୍ୟକ|ଏମିତି ନକଲେ ସେ ଯେତେ ଟଙ୍କା ଆରଟିଓରେ ଜମା କରିଥିଲେ ତାହା ଜ-ଵ-ତ କରାଯିବ|

Google

କହିରଖେ ଯେ ନିଲାମୀର ଶେଷ ଦିନ ଲକ୍ଷ୍ନୌରେ ଆରଟିଓ ତରଫରୁ ୬ ଭିଆଇପି ନମ୍ବର ଯଥା ୯୦୦୦,୦୭୦୭,୩୨୩୨,୧୮୧୮,୨୧୨୧ର ବୋଲି ଡକାଯାଇ ଥିଲା|ଏଥିରେ ଦ୍ୱିତୀୟ ନମ୍ବର ୯୦୦୦ ରହିଥିଲା ଯାହା ୫୦ ହଜାର ୫୦୦ ଟଙ୍କାରେ ବିକ୍ରୀ ହୋଇଥିଲା|

Leave a Reply

Your email address will not be published. Required fields are marked *