ଅ-ନ୍ତ-ର-ଙ୍ଗ ମୁହୂର୍ତ୍ତ ସମୟରେ ସ୍ୱାମୀ ସ୍ତ୍ରୀ କରିଦେଲେ ଏମିତି କାମ, ଶେଷରେ ସର୍ଜରୀ କରି ବାହାର କରାଗଲା କ-ଣ୍ଡୋ-ମ,ଜାଣନ୍ତୁ ପୁରା ଖବର

Latest LY ରି-ପୋ-ର୍ଟସ ମୁତାବିକ, ବିଦ୍ୟାଳୟରେ ପଢ଼ାଉଥିବା ଜଣେ 27 ବର୍ଷୀୟ ଶିକ୍ଷୟିତ୍ରୀଙ୍କ ଛାତିରେ ଯ-ନ୍ତ୍ର-ଣା ଅନୁଭବ ହେଉଥିଲା । ସେ ବିଗତ ଛଅ ମାସରୁ କାଶ ଓ ଜ୍ୱର ଭଳି ରୋଗରେ ପୀ-ଡି-ତ ଥିଲେ । ତାଙ୍କୁ ଶଙ୍କା ହେଲା କି, ତାଙ୍କୁ ଟି.ବି ତ ହୋଇଯାଇନି ତ ! ସେ ଡ଼କ୍ଟରଙ୍କ ସହିତ ପରାମର୍ଶ କଲେ କିନ୍ତୁ ସବୁ ଚିକିତ୍ସା ପରେ କୌଣସି TB ଲକ୍ଷଣ ମିଳିନଥିଲା । ମହିଳାଙ୍କର ଛାତିର ଯ-ନ୍ତ୍ର-ଣା ଲଗାତାର ବଢ଼ୁଥିବାର ସାମ୍ନାକୁ ଆସିଲା ।

ଶେଷରେ ଡ଼କ୍ଟର ମହିଳାଙ୍କ ଛାତିର ଏକ୍ସରେ କଲେ ଆଉ ପାଇଲେ କି, କୌଣସି ଏକ ବ୍ୟାଗ ଭଳି ଜିନିଷ ଅଟକି ଥିବାରୁ ତାଙ୍କ ଛାତିରେ ଏହିପରି ଯ-ନ୍ତ୍ର-ଣା ହେଉଛି ।

Google

ଏହାପରେ ଡ଼କ୍ଟର ଅପରେସନ କରି ସେହି ଜିନିଷଟିକୁ ବାହାରକୁ ଆଣିବାକୁ ପ୍ରୟାସ କରିଥିଲେ ଯେତେବେଳେ ସେ ଏହି ଜିନିଷଟିକୁ ବାହାରକୁ ଆଣିଥିଲେ ସେତେବେଳେ ସେମାନେ ଆଶ୍ଚର୍ଯ୍ୟ ହୋଇଗଲେ ଓ ଦେଖିଲେ କି, ଏହି ଜିନିଷଟି ହେଉଛି ଏକ କ-ଣ୍ଡୋ-ମ । ଅପରେସନ ପରେ ଡ଼କ୍ଟର ମହିଳା ଓ ତାଙ୍କ ସ୍ୱାମୀଙ୍କୁ ଏକାଠି ବସାଇ ପଚରାଉଚରା କରିବାରୁ କପଲ କହିଲେ କି, ମୁ-ଖମୈ-ଥୁନ ସମୟରେ କ-ଣ୍ଡୋ-ମଟି ପାଟି ଭିତରକୁ ଚାଲିଯାଇଥିଲା, ଏହି କାରଣରୁ କାଶ ଓ ଜ୍ୱର ପରି ସମସ୍ୟା ମାନ ଦେଖାଦେଉଥିଲା ।

ମହିଳା କହିଥିଲେ, ସେ ଓ ତାଙ୍କ ସ୍ୱାମୀ ଏହି କ-ଣ୍ଡୋ-ମ ବିଷୟରେ ଜାଣିଥିଲେ କିନ୍ତୁ ଲାଜରେ ଏହା ସେମାନେ ଡ଼କ୍ଟରଙ୍କୁ କହିନଥିଲେ ପରେ ଡ଼କ୍ଟର ଏକ୍ସରେ ମାଧ୍ୟମରେ ଏହାକୁ ପତା ଲଗାଇଥିଲେ ।

Google

ଡ଼କ୍ଟରଙ୍କ ମୁତାବିକ, ବର୍ତ୍ତମାନ ମହିଳା ଠିକ ଅଛନ୍ତି ଓ କ-ଣ୍ଡୋ-ମର କିଛି ଅଂଶ ଆହୁରି ଅଛି ଯାହାକୁ ବ୍ରୋକ୍ନୋସ୍କୋପି ସ-ର୍ଜ-ରୀ ଦ୍ୱାରା ବାହାର କରିବା ସମ୍ଭବ ହେବ ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *