ଏହି ପ୍ରିପେଡ ପ୍ଲାନରେ ୩୦୦ ଟଙ୍କାରୁ କମରେ ମିଳୁଛି ପ୍ରତିଦିନ 4GB ଡାଟା, ଏହାସହିତ ଆହୁରି ଅନେକ ଫାଇଦା,ଜାଣନ୍ତୁ ପ୍ଲାନ ବିଷୟରେ ସମ୍ପୂର୍ଣ ସୂଚନା

Vi (Vodafone Idea) ନିଜର ଗ୍ରାହକମାନଙ୍କୁ ପ୍ରିପେଡ ପ୍ଲାନରେ ଅନେକ ପ୍ରକାରର ସୁବିଧା ଦେଉଛି | କମ୍ପାନୀ ନିଜ ପ୍ଲାନରେ ଡାଟା ଏବଂ କଲିଂ ବ୍ୟତୀତ ୱିକେଣ୍ଡ ଡାଟା ରୋଲଓଭର ଏବଂ ବିଙ୍ଗ ଅଲ ନାଇଟ ଭଳି ବେନେଫିଟ ଗ୍ରାହକମାନଙ୍କୁ ଦେଇଥାଏ | କମ୍ପାନୀ ପାଖରେ ୩୦୦ ଟଙ୍କାରୁ କମରେ, ଯେଉଁଥିରେ କମ୍ପାନୀ ବର୍ତ୍ତମାନ ପ୍ରତିଦିନ 4GB ଡାଟା ନିଜର ଗ୍ରାହକଙ୍କୁ ଦେଉଛି |

ବାସ୍ତବରେ କମ୍ପାନୀ ନିଜର ୨୯୯ ଟଙ୍କିଆ ପ୍ରିପେଡ ପ୍ଲାନରେ ଗ୍ରାହକଙ୍କୁ ପ୍ରତିଦିନ 4GB ଡାଟା ଅଫର କରୁଛି | ସାଧାରଣତ ଏହି ମୂଲ୍ୟର ପ୍ଲାନରେ ଏତେ ଡାଟା ଅଫର କରାଯାଏ ନାହିଁ |

କଥା ଏହା ଯେ Vi ର ୨୯୯ ଟଙ୍କିଆ 2GB ଡେଲି ଡାଟା ସହିତ ଆସିଥାଏ | କିନ୍ତୁ, ଏହି ପ୍ଲାନରେ ଗତ କିଛି ସମୟରୁ ଡବଲ ଡାଟା ଅଫର ଲାଗୁ ହୋଇଛି | ଏଭଳି ପରିସ୍ଥିତିରେ ଗ୍ରାହକମାନଙ୍କୁ ପ୍ରତିଦିନ ଏହି ପ୍ଲାନରେ 4GB ଡାଟା ମିଳିଥାଏ | ଏହି ପ୍ଲାନ ୨୮ ଦିନର ଭାଲିଡିଟି ସହିତ ଆସିଥାଏ |

ଏହାସହିତ ଆପଣଙ୍କୁ କହିରଖୁଛୁ ଯେ ଏହି ପ୍ଲାନରେ କମ୍ପାନୀ ଗ୍ରାହକମାନଙ୍କୁ ପ୍ରତିଦିନ 4GB ଡାଟା ବ୍ୟତୀତ ଅନଲିମିଟେଡ଼ କଲ ଏବଂ ପ୍ରତିଦିନ ୧୦୦ SMS ମଧ୍ୟ ଦେଇଥାଏ | ଗ୍ରାହକମାନଙ୍କୁ ଏହି ପ୍ଲାନରେ ୱିକେଣ୍ଡ ଡାଟା ରୋଲଓଭରର ବେନେଫିଟ ମଧ୍ୟ ଦିଆଯାଇଥାଏ | ଏପରି ପରିସ୍ଥିତିରେ ଗ୍ରାହକମାନେ ସୋମବାରରୁ ଶୁକ୍ରବାର ପର୍ଯ୍ୟନ୍ତ ବଞ୍ଚିଥିବା ଡାଟା ୱିକେଣ୍ଡରେ ସିଫ୍ଟ କରିପାରିବେ |

କେବଳ ଏତିକି ନୁହେଁ Vi ର ୨୯୯ ଟଙ୍କିଆ ଏହି ପ୍ଲାନରେ ଗ୍ରାହକମାନଙ୍କୁ ବିଙ୍ଗ ଅଲ ନାଇଟର ମଧ୍ୟ ବେନେଫିଟ ଦିଆଯାଇଥାଏ | ଏହା ଦ୍ୱାରା ଗ୍ରାହକମାନେ ରାତି ୧୨ ଟାରୁ ସକାଳ ୬ ଟା ପର୍ଯ୍ୟନ୍ତ ମାଗଣାରେ ଇଣ୍ଟରନେଟର ବ୍ୟବହାର କରିପାରିବେ | ଏହି ଡାଟା ଆପଣଙ୍କ ପ୍ୟାକରୁ କମିବ ନାହିଁ |

ଶେଷରେ ଆପଣଙ୍କୁ କହିରଖୁଛୁ ଯେ ୨୯୯ ଟଙ୍କିଆ ପ୍ଲାନରେ ଗ୍ରାVi Movies & TV Classic ର ମଧ୍ୟ ଫ୍ରି ଆକ୍ସେସ ଦିଆଯାଇଥାଏ | ଏହାଦ୍ୱାରା ଗ୍ରାହକମାନେ ଅନଲିମିଟେଡ଼ ମୁଭି, ଓରିଜନଲସ, ଲାଇଭ ଟିଭି ଏବଂ ନ୍ୟୁଜର ଆନନ୍ଦ ନେଇପାରିବେ |

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *