ଝିଅଟି ରାସ୍ତା ଉପରେ କଲା ଏମିତି କା-ଣ୍ଡ ! ଯାହା ହେଉ ଭିଡ଼ିଓଟି ରେକର୍ଡ଼ ହୋଇ ରହିଗଲା, ନଚେତ…ଦେଖନ୍ତୁ ଭିଡ଼ିଓ

ସୋସିଆଲ ମିଡିଆରେ ଏକ ଭିଡ଼ିଓ ବହୁତ ଜୋରରେ ଭାଇରାଲ ହେବାରେ ଲାଗିଛି । ଏହି ଭିଡ଼ିଓରେ ଗୋଟିଏ ଝିଅଟି ନିଜର ଗାଡ଼ି ବ୍ରେକ ମାରିବାକୁ ଭୁଲରେ ଆକ୍ସିଲେଟର ମୋଡ଼ି ଦେବାଦ୍ୱାରା ଗାଡ଼ିକି ଚାରି ଘେରା ବୁଲିଯାଇଥିଲା । ଏହାପରେ ଗାଡ଼ିଟି ସନ୍ତୁଳନ ହରାଇବା ପରେ ଝିଅଟି ଭୂମି ଉପରେ ପଡ଼ିଗଲା । ସୋସିଆଲ ମିଡିଆରେ ଏହି ଭିଡ଼ିଓଟି ବହୁତ ଭାଇରାଲ ହେଉଛି । କିଛି ଲୋକ ଏହି ଭିଡ଼ିଓକୁ ଦେଖି ବହୁତ ହସୁଛନ୍ତି ତ ଆଉ କେତେକ ଲୋକ କମେଣ୍ଟ କରି କହୁଛନ୍ତି, ଝିଅଟିକୁ ଆଘାତ ଲାଗିନି ତ !

ଇଂଷ୍ଟାଗ୍ରାମ ରିଲରେ ଶେୟର କରାଯାଇଥିବା ଏହି ଭିଡ଼ିଓରେ ଦେଖିବାକୁ ମିଳୁଛି କି, ଝିଅଟି ଗାଡି ମୋଡ଼ିବାକୁ ଚେଷ୍ଟା କରୁଛି। ରାସ୍ତାରେ ପାଣି ଥିବା କାରଣରୁ ଗାଡ଼ିଟି ଖସିଯାଉଛି । ଯାହାକି ସେ ରୋକିବା ବଦଳରେ ଆକ୍ସିଲେଟର ମୋଡ଼ି ଦେଉଛନ୍ତି, ଯେଉଁଥିପାଇଁ ଗାଡ଼ି ବୁଲିଯାଉଛି ।

ବୁଲିବାପରେ ଝିଅଟି ପୁଣି ଅଟକାଇବାକୁ ଚେଷ୍ଟା କରୁଛି କିନ୍ତୁ ଗାଡ଼ିଟି ପୁଣି ପଡ଼ିଯାଉଛି । ବ୍ୟାକଗ୍ରାଉଣ୍ଡ ମ୍ୟୁଜିକରେ ବାଜୁଛି, “ମୌଜ କରଦି” ଯାହାକି ଏବେ ବହୁତ ଭାଇରାଲ ହେଉଛି ।

ଏହି ଭିଡ଼ିଓକୁ ୟୁଜର୍ସ ମାର୍ଚ୍ଚ 17 ତାରିଖରେ ଶେୟର କରିଥିଲେ ଓ ଏହା ବର୍ତ୍ତମାନ ସୁଧା 6.9 ମିଲିୟନ ଭିୟୁ ହୋଇସାରିଛି । ଏହାସହ 2 ଲକ୍ଷରୁ ଉର୍ଦ୍ଧ୍ବ ଲାଇକ୍ସ ଓ କମେଣ୍ଟ ମଧ୍ୟ ମିଳିସାରିଛି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *