୧୫୦୦ ମହୁମାଛି ଆ-କ୍ର-ମ-ଣ କଲେ କାର ଉପରେ, ଏହାପରେ ବ୍ୟକ୍ତିଟିର ଅ-ବ-ସ୍ଥା ଯାହାହେଲେ ଆପଣ ବିଶ୍ୱାସ କରିପାରିବେନାହିଁ,ଜାଣନ୍ତୁ ପୁରା ଘ-ଟ-ଣା

ମହୁମାଛି ମା-ରି-ଲେ ଶରୀରର ଏମିତି ଅ-ବ-ସ୍ଥା ହୋଇଯାଏ ଯେ, ଏପଟେ ଦୁନିଆ ହସିବାକୁ ଲାଗେ ଓ ସେପଟେ ବହୁତ ଯ-ନ୍ତ୍ର-ଣା ଅନୁଭବ ହୋଇଥାଏ । ଘ-ଟ-ଣାଟି ହେଉଛି ନ୍ୟୁ ମେକ୍ସିକୋ ଅଞ୍ଚଳର ଏଠାରେ ଜଣେ କାର ଚାଳକକୁ ମହୁମାଛି ଘେ-ରିଗ-ଲେ।

କାର ଉପରେ ବାନ୍ଧିଥିଲେ ବସା :-

ଏହି ଘ-ଟ-ଣା ସେତେବେଳେ ଘ-ଟି-ଲା ଯେତେବେଳେ ଅଫ ଡ୍ୟୁଟି ଫାୟାର ଫାଇଟର ମହୁମାଛିଙ୍କ ଗୋଷ୍ଠୀକୁ ବାହାର କରିବାକୁ ଚେଷ୍ଟା କରୁଥିଲେ । ଏହାପରେ ମହୁମାଛି ମାନେ ତାଙ୍କୁ ଶ-ତ୍ରୁ ଭାବି ତା’ଉପରେ ଆ-କ୍ର-ମ-ଣ କରିଦେଲେ ।

ମହୁମାଛି ମାନେ ସେହି ଅଫିସରଙ୍କ ଉପରେ ଆ-କ୍ର-ମ-ଣ କରିଦେଲେ ଓ ଏପରିକି କାରକୁ ମଧ୍ୟ ଛାଡ଼ିନଥିଲେ । ମହୁମାଛି ଗଣ କାର ଉପରେ ନିଜର ଡେ-ରା ପକାଇଦେଲେ । ପାଖାପାଖି 15 ହଜାର ମହୁମାଛି କାର ଉପରେ ଆ-କ୍ର-ମ-ଣ କରି କାରକୁ ଘେରିଗଲେ ।

Google

ବ୍ୟକ୍ତି ଜଣକ ଦୋକାନକୁ ଜିନିଷ କିଣିବାକୁ ଯାଇଥିଲେ :-

ସୂଚନା ଅନୁଯାୟୀ ଏକ ବ୍ୟକ୍ତି ପାଖ ଷ୍ଟୋରକୁ ଜିନିଷ କିଣିବାପାଇଁ ଯାଇଥିଲା । ପଛପଟରୁ କାରର ଡୋର ଖୋଲା ରହିଯାଇଥିଲା । ଯେତେବେଳେ ସେ ଫେରି ଦେଖିଲା ତ ସେତେବେଳକୁ ପ୍ରାୟ 15 ହଜାର ମହୁମାଛି ଡେ-ରା ବସାଇଦେଇଥିଲେ ।

ଯିଏ ସାହାର୍ଯ୍ୟ ପାଇଁ ଆସୁଥିଲା ତା’ଉପରେ ଆ-କ୍ର-ମ-ଣ ହେଉଥିଲା :-

କାର ମାଲିକ ସାହାର୍ଯ୍ୟ ପାଇଁ ଲସ କ୍ରସେସ ଫା-ୟା-ର ଡିପାର୍ଟମେଣ୍ଟକୁ ଫୋନ କରିଥିଲେ । ଫେସବୁକ ପୋଷ୍ଟ ମୁତାବିକ, ଜନସନ ନାମକ ଏହି ଫା-ୟା-ର କର୍ମୀ ଏହିକାମକୁ କରିବାକୁ ବାହାରିଲେ, ମହୁମାଛିଙ୍କୁ କାରରୁ ବାହାରିବା ପୂର୍ବରୁ ସେ ପାଖାପାଖି ଲୋକଙ୍କୁ ସୁ-ରକ୍ଷି-ତ ସ୍ଥାନକୁ ଯିବାପାଇଁ କହିଲେ କାରଣ ମହୁମାଛି ତାଙ୍କ ଉପରେ ମଧ୍ୟ ଆ-କ୍ର-ମ-ଣ କରିପାରନ୍ତି ।

Google

ପୁଣି ଏହା କରାଗଲା :-

ଜନସନ ପୁରା ସୁ-ରକ୍ଷି-ତ ଜିନିଷ ନେଇ ଘ-ଟ-ଣାସ୍ଥ-ଳକୁ ଗଲେ । ସେ ମହୁମାଛି ମାନଙ୍କୁ କାରରୁ ବାହାରିବା ଉପାୟ କଲେ । ମହୁମାଛି ତାଙ୍କୁ ମଧ୍ୟ ଘେ-ରିଗ-ଲେ ଓ କା-ମୁଡି-ବାକୁ ଚେଷ୍ଟା କଲେ କିନ୍ତୁ କି-ଟ କାରଣରୁ ସେମାନେ କିଛି ମଧ୍ୟ କରିପାରିଲେନାହିଁ । ଏହାପରେ ଜନସନ କାର ଭିତରୁ ମହୁମାଛି ବସା ବାହାର କରିବାସହ ତାଙ୍କୁ ଏକ ସୁ-ରକ୍ଷି-ତ ସ୍ଥାନକୁ ନେଇଗଲେ ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *