ଏହି ଦେଶର ମହିଳା ଯ-ବା-ନଙ୍କୁ କଣ ପାଇଁ ପିନ୍ଧିବାକୁ ପଡ଼ିଥାଏ ପୁରୁଷଙ୍କ ଅ-ନ୍ତଃବ-ସ୍ତ୍ର ? ଜାଣନ୍ତୁ କଣ ରହିଛି ଏହା ପଛର ରହସ୍ୟ

ସ୍ୱିଜରଲ୍ୟାଣ୍ଡ ସେ-ନାରେ ୮୦ ଦଶକରୁ ଏକ ଅଜବ ପ୍ରଥା ଏପର୍ଯ୍ୟନ୍ତ ଚାଲି ଆସିଛି। ସ୍ୱିଜରଲ୍ୟାଣ୍ଡ ସେ-ନାରେ ଏହି ପ୍ରଥା ଅନୁସାରେ, ପୁରୁଷ ଯ-ବା-ନଙ୍କ ସହିତ ମହିଳା ଯ-ବା-ନ ମଧ୍ୟ ଜେଣ୍ଟସ ଅ-ନ୍ତଃବ-ସ୍ତ୍ର ପିନ୍ଧିଥାନ୍ତି। କିନ୍ତୁ, ଏହି ବ୍ୟବସ୍ଥା ଅତିଶିଘ୍ର ବଦଳିବାକୁ ଯାଉଛି।

ସ୍ୱିଜରଲ୍ୟାଣ୍ଡ ସେ-ନାରେ ପ୍ରବକ୍ତା କାଜ ଗନର ସିଏବର୍ଟ କହିଛନ୍ତି ଯେ, ସେନା ଦ୍ୱାରା ଉପଲବ୍ଧ କପଡ଼ା ଏବଂ କିଛି ଉପକରଣ ସମ୍ପୂର୍ଣ୍ଣ ଭାବେ ବିଗତ ଦିନର ଆଉଟଡେଟେଡ ସାରିଲାଣି। ଆମକୁ ଆଧୁନିକ ସମୟ ଅନୁସାରେ ବଦଳିବା ନିହାତି ଆବଶ୍ୟକ। ପୂର୍ବରୁ ସେ-ନା ୟୁନିଫର୍ମ ଏବଂ ଉପକରଣ ମହିଳା ସୈ-ନି-କଙ୍କ ସୁବିଧା ହିସାବରେ ନଥିଲା। ଆମେ ଏହି ବ୍ୟବସ୍ଥାରେ କିଛି ନୂତନ ପଦକ୍ଷେପ ନେଇଛୁ।

ସିଏବର୍ଟ ଆହୁରି ମଧ୍ୟ କହିଛନ୍ତି ଯେ, ମହିଳାମାନଙ୍କ ପାଇଁ ଗରମ ଦିନେ ସର୍ଟ ଏବଂ ଶୀତ ପାଇଁ ଲମ୍ବା ଅ-ଣ୍ଡ-ରୱେ-ୟାର ବ୍ୟବସ୍ଥା କରାଯିବ। ଏହାଛଡ଼ା କମ୍ବଟ କ୍ଲୋଦିଙ୍ଗ,ପ୍ରୋଟେକ୍ଟିଭ୍‌ ୱେଷ୍ଟ ଏବଂ ବ୍ୟାକପ୍ୟାକକୁ ମଧ୍ୟ ନୂତନ ମନର କରିବାକୁ ପ୍ରୟାସ କରାଯାଉଛି। ଆମର ସମ୍ପୂର୍ଣ୍ଣ ନଜର ଫିଟ ଏବଂ ଫଙ୍କଶନାଲ ୟୁନିଫର୍ମ ଉପରେ ନଜର ରହିବ। ଆଉ ଅନ୍ୟପାର୍ଶ୍ୱରେ ସ୍ୱିଜରଲ୍ୟାଣ୍ଡର ର-କ୍ଷା ମନ୍ତ୍ରୀ ବୋୟୋଲା ଏମହର୍ଡ ମଧ୍ୟ ଏହି ପଦକ୍ଷେପକୁ ସ୍ୱାଗତ କରିଛନ୍ତି। ସ୍ୱିଜରଲ୍ୟାଣ୍ଡ ନ୍ୟାଶନାଲ କାଉନସିଲର ସଦସ୍ୟ ମେରିୟନ ବାଇଣ୍ଡର କହିଛନ୍ତି ଯେ, ଏହି ବ୍ୟବସ୍ଥା ଲାଗୁ ହେବାପରେ ମହିଳା ମାନେ ସେ-ନାରେ ଯୋଗଦେବା ପାଇଁ ଇଚ୍ଛା ପ୍ରକାଶ କରିବେ।

ଆସନ୍ତା ମାସରେ ଏହି ବ୍ୟବସ୍ଥା ଉପରେ ଟ୍ରାଏଲ ନିଆଯିବ। ସୂଚନା ଅନୁସାରେ, ସ୍ୱିଜରଲ୍ୟାଣ୍ଡ ସେ-ନାରେ ମହିଳାଙ୍କ ଯୋଗଦାନ ମାତ୍ର ୧ ପ୍ରତିଶତ। ଆଉ ସେଠାରେ ମହିଳା ମାନଙ୍କୁ ପୁରୁଷଙ୍କ ଭଳି କାମ କରିବାକୁ ପଡ଼ୁଥିଲା। ସ୍ୱିଜରଲ୍ୟାଣ୍ଡ ସେ-ନାର ଡିଫେନ୍ସ ଚିଫଙ୍କ ଆଶା ରହିଛି ଯେ, ଏହି ନୂଆ ବ୍ୟବସ୍ଥା ପରେ ୨୦୩୦ ମସିହା ସୁଦ୍ଧା ସେ-ନାରେ ମହିଳାଙ୍କ ଯୋଗଦାନ ୧୦ ପ୍ରତିଶତ ହେବାର ସମ୍ଭାବନା ରହିଛି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *