ଦେଖନ୍ତୁ ଭିଡ଼ିଓ : ପିଲାଟି ପ୍ରଥମ ଥର ଚାଲିବା ଆରମ୍ଭ କଲା, ଏହା ଦେଖି ବାପା ଦେଲେ ଅଜବ ପ୍ରକାରର ରିଆକ୍ସନ

ସୋସିଆଲ ମିଡିଆରେ ପ୍ରାୟତଃ ପିଲାମାନଙ୍କର କ୍ୟୁଟ ଭିଡିଓଗୁଡିକ ଭାଇରାଲ ହେବାରେ ଲାଗିଥାଏ | ଏପରି ଗୋଟିଏ ଭିଡିଓ ଆଜିକାଲି ସୋସିଆଲ ମିଡିଆରେ ଖେଳିଯାଇଛି | ଏହି ଭିଡିଓରେ ଗୋଟିଏ ପିଲା ପ୍ରଥମଥର ପାଇଁ ଚାଲିବାକୁ ଚେଷ୍ଟା କରୁଛି | ପିଲାଟିକୁ ଦେଖି ବାପା ଭାବୁକ ହୋଇଯାଉଛନ୍ତି | ଏହି ଭିଡିଓକୁ ଦେଖି ଲୋକମାନେ ବହୁତ ଇମୋସନାଲ ହେଉଛନ୍ତି | ଏହି ଭିଡିଓ ବହୁତ ଦ୍ରୁତ ଗତିରେ ସୋସିଆଲ ମିଡିଆରେ ଭାଇରାଲ ହେଉଛି ଏବଂ ଲୋକମାନେ ଏହାକୁ ବହୁତ ପସନ୍ଦ ମଧ୍ୟ କରୁଛନ୍ତି |

ଦେଖନ୍ତୁ ଭିଡିଓ :-

ଦ୍ରୁତ ଗତିରେ ସମସ୍ତଙ୍କୁ ଆକର୍ଷିତ କରୁଥିବା ଏହି ଭିଡିଓକୁ ଲୋକମାନଙ୍କୁ ଏତେ ପସନ୍ଦ ହେଉଛି ଯେ ସମସ୍ତେ ଏହାକୁ ବାରମ୍ବାର ଦେଖୁଛନ୍ତି | ଏହାସହିତ ଏହି ଭିଡିଓକୁ ଲୋକମାନେ ନିଜର ସୋସିଆଲ ମିଡିଆ ଆକାଉଣ୍ଟରୁ ସେୟାର ମଧ୍ୟ କରୁଛନ୍ତି | ତେବେ ଏହି ଭିଡିଓ ପୁରୁଣା ଅଟେ, କିନ୍ତୁ ଜଣେ ୟୁଜରଙ୍କ ଦ୍ୱାରା ସେୟାର କରାଯିବା ଏହା ପୁଣି ଭାଇରାଲ ହେଉଛି |

ପିଲାମାନଙ୍କର କ୍ୟୁଟନେସ ପ୍ରାୟ ସମସ୍ତଙ୍କର ହୃଦୟ ଜିତିଥାଏ | କିନ୍ତୁ ଏହି ଭିଡିଓରେ ପିଲାଟିର ବାପାର ରିଆକ୍ସନକୁ ଦେଖି ଲୋକମାନେ ବହୁତ ଖୁସି ହୋଇଯାଉଛନ୍ତି | ଏଥିପାଇଁ ସୋସିଆଲ ମିଡିଆରେ ଅଧିକାଂଶ ଲୋକ ପିଲାଟିର ବାପାଙ୍କୁ ପ୍ରଶଂସା କରୁଛନ୍ତି |

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *