ଦେଖନ୍ତୁ ଭିଡିଓ : ରେଡ ଲାଇଟରେ ଗାଡ଼ିରୁ ଓହ୍ଲାଇ ଯୁବକଜଣକ କରିବାକୁ ଲାଗିଲେ ମୁନୱାକ, ଦେଖିଲେ ଲାଗୁଛି ଯେପରି ପାଦରେ ଲାଗିଛି ଚକ

ଦୁନିଆରେ ସମସ୍ତଙ୍କ ଭିତରେ କିଛି ନା କିଛି ଟ୍ୟାଲେଣ୍ଟ ନିଶ୍ଚିତ ଭାବରେ ଥାଏ | ହୋଇପାରେ ସେ ଧନୀ ହେଉ କିମ୍ବା ଗରିବ, ସମସ୍ତଙ୍କ ଠାରେ କିଛି ନା କିଛି ଏପରି ପ୍ରତିଭା ରହିଥାଏ, ଯାହା ସେମାନଙ୍କୁ ଅନ୍ୟମାନଙ୍କଠାରୁ ଅଲଗା କରିଥାଏ | ଏପରି କିଛି ଦେଖିବାକୁ ମିଳିଛି ଆଜିକାଲି ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଗୋଟିଏ ଭିଡିଓରେ | ଏହି ଭିଡିଓରେ ଜଣେ ଯୁବକ ବଡ ଆରାମରେ ରେଡ ଲାଇଟରେ ମୁନୱାକ କରୁଥିବାର ଦେଖାଯାଉଛନ୍ତି | ତାଙ୍କର ମୁନୱାକ ଡ୍ୟାନ୍ସ ଲୋକମାନେ ବହୁତ ପସନ୍ଦ କରୁଛନ୍ତି | ସୋସିଆଲ ମିଡିଆରେ ଏହି ଭିଡିଓ ବହୁତ ଦ୍ରୁତ ଗତିରେ ଭାଇରାଲ ହେଉଛି |

ଦେଖନ୍ତୁ ଭିଡିଓ :-

ସୋସିଆଲ ମିଡିଆରେ ଏହି ଭିଡିଓ ଡେଭିଡ ହେରମ୍ୟାନ ସେୟାର କରିଛନ୍ତି | ଏହି ଭାଇରାଲ ଭିଡିଓରେ ଜଣେ ଯୁବକଙ୍କୁ ଚମତ୍କାର ମୁନୱାକ କରୁଥିବାର ଦେଖାଯାଇପାରେ | ଲୋକମାନେ ଏହି ଭିଡିଓକୁ ବହୁତ ପସନ୍ଦ ମଧ୍ୟ କରୁଛନ୍ତି | ଭିଡିଓରେ ଆପଣ ଦେଖନ୍ତୁ ଯୁବକଜଣକ କିପରି ରେଡ ଲାଇଟରେ ଗାଡି ଅଟକାଉଛି ଏବଂ ଗାଡ଼ିରୁ ଓହ୍ଲାଇ ମୁନୱାକ କରିବାକୁ ଆରମ୍ଭ କରୁଛି | ସେ ଏପରି ଭାବରେ ମୁନୱାକ କରୁଛନ୍ତି ଯେ ତାଙ୍କୁ ଦେଖି ଏପରି ଲାଗୁଛି ଯେ ଯେପରି ତାଙ୍କ ପାଦରେ ଚକ ଲାଗିଛି |

ଏହି ଭିଡିଓକୁ ବର୍ତ୍ତମାନ ସୁଦ୍ଧା ୭୦ ଲକ୍ଷରୁ ମଧ୍ୟ ଅଧିକ ଥର ଦେଖାଗଲାଣି | ଟିକଟକରେ ଏହି ଭିଡିଓ Kamil Szpejenkowski ନାମକ ୟୁଜର ସେୟାର କରିଛନ୍ତି | ଭିଡିଓରେ ଲୋକମାନେ ଖୁବ କମେଣ୍ଟ ମଧ୍ୟ କରୁଛନ୍ତି ଏବଂ ଏହାସହିତ ଯୁବକଜଣଙ୍କୁ ବହୁତ ପ୍ରଶଂସା ମଧ୍ୟ କରୁଛନ୍ତି | ଏହି ଯୁବକଙ୍କ ଡ୍ୟାନ୍ସ ଲୋକମାନଙ୍କର ହୃଦୟ ଜିତିଗଲା | ଲୋକମାନେ ଡ୍ୟାନ୍ସ ଦେଖି ଆଶ୍ଚର୍ଯ୍ୟ ହୋଇଛନ୍ତି ଯେ ପ୍ରକୃତରେ ଏହି ଯୁବକ ଏତେ ସୁନ୍ଦର ଡ୍ୟାନ୍ସ କିପରି କରୁଛି |

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *