ଦେଖନ୍ତୁ ଭିଡିଓ : ସାପ ଓ ନେଉଳ ଭିତରେ ହେଲା ଜବରଦସ୍ତ ଲ-ଢେ-ଇ, ଶେଷରେ ଧୁଳି ଚାଟିଲା ..

ସାପ ଓ ନେଉଳ ଉଭୟ ପରସ୍ପରର କେତେ ଶତ୍ରୁ ଏହାତ ଆଓଅନ ନିଶ୍ଚିତ ଜାଣିଛନ୍ତି । ଉଭୟ ଯେତେବେଳେ ଆମନାସାମ୍ନା ହୋଇଯାଆନ୍ତି ସେତେବେଳେ ଉଭୟଙ୍କ ମଧ୍ୟରେ ଫାଇଟ ହେବା ନିଶ୍ଚିତ ଅଟେ । ଉଭୟଙ୍କ ମଧ୍ୟରେ ଫାଇଟ ଭିଡ଼ିଓ ସୋସିଆଲ ମିଡିଆରେ ଭାଇରାଲ ତ ହେଉଥାଏ । ଏବେ ସୋସିଆଲ ମିଡିଆରେ ସାପ ଓ ନେଉଳ ମଧ୍ୟରେ ଏକ ଜବରଦସ୍ତ ଫା-ଇ-ଟ ଭାଇରାଲ ହେଉଛି । ଯାହାକୁ ଦେଖି ଆପଣ ଚକିତ ହୋଇ ରହିଯିବେ ।

ଭିଡ଼ିଓରେ ଆପଣ ଦେଖିବେ ସାପ ଓ ନେଉଳ ଉଭୟ ପରସ୍ପର ସାମ୍ନାରେ ରହିଛନ୍ତି । କେବେ ସାପ ନେଉଳ ଉପରେ ଆ-କ୍ର-ମ-ଣ କରୁଛି ତ ନେଉଳ ସାପ ଉପରେ । ଜଣେ ଆଉଜଣଙ୍କ ଉପରେ ଆ-କ୍ର-ମ-ଣ କରି ଆଗକୁ ବଢ଼ିଥାନ୍ତି । ଏହାପରେ ସାପ ବହୁତ ଜୋରରେ ପଳାଇବାକୁ ଚେଷ୍ଟା କରୁଛି ଓ ନେଉଳ ପିଛା କରିବାରେ ଲାଗିଛି କିନ୍ତୁ ସାପକୁ ଧରି ପାରୁନାହିଁ ଶେଷରେ ସାପଟି ଏକ ଗାତ ଭିତରକୁ ଚାଲିଯାଉଛି ।

ନେଉଳ ମଧ୍ୟ ଗାତ ଭିତରକୁ ପଶିବାକୁ ଚେଷ୍ଟା କରୁଥାଏ କିନ୍ତୁ ଅସଫଳ ହେଉଛି । ସୋସିଆଲ ମିଡିଆରେ ଲୋକମାନେ ଏହି ଭିଡ଼ିଓକୁ ବହୁତ ପସନ୍ଦ କରୁଛନ୍ତି ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *