ବିଲେଇ କରୁଥିଲା six pack abs ୱାର୍କ ଆଉଟ, ଦେଖି ଆଶ୍ଚର୍ଯ୍ୟ ହୋଇଗଲେ ଲୋକ । ଦେଖନ୍ତୁ ଲୋକଙ୍କ ମଜାଦାର ରିଆକ୍ସନ

ବିଲେଇ ପ୍ରତ୍ୟେକ ବ୍ୟକ୍ତିକୁ ପସନ୍ଦ ଥାଏ, ଏପରିକି ଲୋକମାନେ ନିଜର ଘରେ ବିଲେଇ ପାଳିଥାନ୍ତି । ସୋସିଆଲ ମିଡିଆରେ ବିଲେଇ ମାନଙ୍କର ମଜାଦାର ଭିଡ଼ିଓ ସାଧାରଣତଃ ଭାଇରାଲ ହୋଇରହୁଥାଏ । ଏବେ ସୋସିଆଲ ମିଡିଆରେ ଏକ ବିଲେଇର ଭିଡ଼ିଓ ଭାଇରାଲ ହେଉଛି ଜେଇନ ଭିଡ଼ିଓରେ ସେ ସିକ୍ସ ପ୍ୟାକ ୱାର୍କଆଉଟ କରୁଥିବାର ଦେଖାଯାଇଛି ।

ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏହି ଭିଡ଼ିଓକୁ @buitengebieden_ ନାମକ ୟୁଜର ଶେୟର କରିଛନ୍ତି । ଏହି ଭିଡ଼ିଓରେ ଆପଣ ଦେଖିବେ ଗୋଟିଏ ବିଲେଇ ଗାଡି ତଳେ ଶୋଇ ୱାର୍କଆଉଟ କରୁଥିବାର ନଜର ଆସୁଛି । ଏହାକୁ ଦେଖି ଏପରି ଲାଗୁଛି ଯେମିତି ବିଲେଇଟି ସିକ୍ସ ପ୍ୟାକ ୱାର୍କଆଉଟ କରୁଛି । ଲୋକମାନେ ଏହି ଭିଡ଼ିଓକୁ ବାର ବାର ଦେଖୁଛନ୍ତି ଓ ମଜାଦାର କମେଣ୍ଟ କରୁଛନ୍ତି ।

ଏହି ଭିଡ଼ିଓକୁ ବର୍ତ୍ତମାନ ସୁଦ୍ଧା 17 ଲକ୍ଷରୁ ଅଧିକଥର ଦେଖାଯାଇସାରିଛି । ଭିଡ଼ିଓ ଦେଖିବାପରେ କିଛି ଲୋକଙ୍କ ଖୁସିର ଠିକଣା ମଧ୍ୟ ରହିନାହିଁ ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *