ଭୁଲରେ କେଵେଵି କରନ୍ତୁ ନାହିଁ ଏମିତି ଭୁଲ,ପୋ-ଲି-ସ ଏହି ଯୁବକମାନଙ୍କୁ ଦେଲା ଶିକ୍ଷା-ଦେଖନ୍ତୁ ଭିଡିଓ

କରୋନା ଭାଇରସର ସଂ-କ୍ର-ମ-ଣ ଦ୍ରୁତ ବୃଦ୍ଧି ମହାରାଷ୍ଟ୍ର ପାଇଁ ଚିନ୍ତାର କାରଣ ହୋଇଛି|ତେଣୁ ସେଠାରେ ପୋ-ଲି-ସ ଲୋକଙ୍କ ଛୋଟ ଛୋଟ ଭୁଲ ପାଇଁ ଦ-ଣ୍ଡ ଦେବାକୁ ପଛାଉ ନାହିଁ|ଏହାର ଏକ ଉଦାହରଣ ମୁମ୍ବାଇର ଏକ ଭିଡିଓରେ ଦେଖାଯାଏ|ମରିନ ଡ୍ରାଇଭର କିଛି ଲୋକ ସମୁଦ୍ର ପାଖକୁ ଯିବାକୁ ଚେଷ୍ଟା କରିବା ଫଳରେ ପୋ-ଲି-ସ ଦ୍ବାରା ଦ-ଣ୍ଡ ଦିଆଯାଇଥିଲା|ଦ-ଣ୍ଡ ଏମିତି ଯେ ଯେଉଁଥିରେ ଉଲ୍ଲଂଘନକାରୀଙ୍କୁ ମୁର୍ଗି ଭଳି ବସିକି ଚଲେଇବାକୁ କହିଲା|ଏହି ଭିଡିଓ ଇଣ୍ଟରନେଟରେ ଭଲ ଭାଇରାଲ ହେଉଛି|ଏଥିରେ ୪-୫ ଜଣ ଏହି ଦଣ୍ଡାଦେଶ ଭୋଗୁଛନ୍ତି|

ସାଉଥ ମୁମ୍ବାଇରେ ମରିନ ଡ୍ରାଇଭରେ ସମୁଦ୍ର ପାଖକୁ ଯିବାକୁ ଚେଷ୍ଟା କରିବା ଭାରି ପଡିଲା|ପୋ-ଲି-ସ ଏହି ଲୋକଙ୍କୁ ମୁର୍ଗା ବନେଇକି ଚଲେଇଲା|ନିଜ ଜୀବନକୁ ଅସୁବିଧାରେ ପକାଇବାରୁ ଏହି ସଜା ଦିଆଗଲା|ପୋ-ଲି-ସ ତାଙ୍କୁ ସଡକରେ ମୁର୍ଗା ବନେଇକି ଚଲେଇଲା|ଜଣେ ପୋ-ଲି-ସ ଅଧିକାରୀ ଏହି ଘଟଣା ସମ୍ପର୍କରେ କହିଛନ୍ତି ଯେ ଏହା ଦ୍ୱିପହରରେ ହୋଇଥିଲା ଯେଉଁଥିରେ ଦଳେ ଲୋକ ସମୁଦ୍ରକୁ ଯିବାପାଇଁ ଚେଷ୍ଟା କରୁଥିଲେ|ସେ କହିଛନ୍ତି ଏଠାକୁ ଗସ୍ତ କରିଥିବା ପୋଲିସକର୍ମୀ ଦଣ୍ଡ ସ୍ୱରୂପ ମୁର୍ଗା ଵନେଇକି ଚାଲିବା ପାଇଁ କହିଥିଲେ|ତାଙ୍କୁ ସୁରକ୍ଷା ଚେତାବନୀ ଦେଇ ଛାଡ଼ିଦେଲେ|

ଏହି ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା, ଯେଉଁଥିରେ କୁହାଯାଏ ଯେ ଲୋକମାନେ ମାସ୍କ ନପିନ୍ଧିବାରୁ ଏହି ସଜା ଦିଆଯାଇଛି|ଟୁଇଟର ଭିଡିଓରେ ଜବାବ ଦେଇ ମୁମ୍ବାଇ ପୋ-ଲି-ସ କହିଛି ଯେ ପ୍ରତ୍ୟେକ ଉଲ୍ଲଙ୍ଘନକାରିଙ୍କୁ କାର୍ଯ୍ୟାନୁଷ୍ଠାନ ସହ ଦଣ୍ଡ ବିଧାନ କରାଯାଇପାରେ|

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *