ମାତ୍ର ୬ ବର୍ଷ ପରେ ପୃଥିବୀରୁ ଶେଷ ହୋଇଯିବ ମଣିଷ, ୨୦୨୭ ରୁ ଫେରିଥିବା ମଣିଷ ଦେଖାଇଲା ଭୟାନକ ଚିତ୍ର

ଟାଇମ ଟ୍ରାଭେଲର କନସେପ୍ଟ ବହୁ ବି-ବା-ଦୀ-ୟ ଅଟେ | ଏହା ଅଧୀନରେ ଲୋକମାନେ ଭବିଷ୍ୟତରେ ଯିବାର ଦାବି କରିଥାନ୍ତି | ବର୍ତ୍ତମାନ ସୁଦ୍ଧା ଦୁନିଆରେ ଏପରି ଅନେକ ଲୋକ ସାମ୍ନାକୁ ଆସି ସାରିଛନ୍ତି, ଯେଉଁମାନେ ଭବିଷ୍ୟତରୁ ଫେରିଛନ୍ତି ବୋଲି ଦାବି କରିଛନ୍ତି | କିନ୍ତୁ ଏହାର ସତ୍ୟତା ଏପର୍ଯ୍ୟନ୍ତ ପ୍ରମାଣିତ ହୋଇପାରିନାହିଁ | ଏହାର କୌଣସି ବୈଜ୍ଞାନିକ ଆଧାର ଏପର୍ଯ୍ୟନ୍ତ ମିଳିନାହିଁ | କିନ୍ତୁ ସମ୍ପ୍ରତି ଜଣେ ଟାଇମ ଟ୍ରାଭେଲର ୨୦୨୭ ରୁ ଫେରି ଆସିଛନ୍ତି ବୋଲି ଦାବି କରିଛନ୍ତି | ଏହାସହିତ ସେ କିଛି ଫଟୋ ମଧ୍ୟ ଲୋକମାନଙ୍କ ସହିତ ସେୟାର କରିଛନ୍ତି | ଏଥିରେ ସେ ଦେଖାଇଛନ୍ତି ଯେ ଆଜିଠାରୁ ୬ ବର୍ଷ ପରେ ଦୁନିଆ କିପରି ହେବ ? ବ୍ୟକ୍ତିଜଣକ ଯାହା କହିଛନ୍ତି ଯଦି ତା’ଉପରେ ବିଶ୍ୱାସ କରାଯାଏ, ତେବେ ବର୍ତ୍ତମାନ ଠାରୁ ୬ ବର୍ଷ ପରେ ହିଁ ଦୁନିଆ ଶେଷ ହୋଇଯିବ | ବଞ୍ଚିବ ନାହିଁ ମଣିଷ …

ଅନେକ ଥର ଦୁନିଆରେ ଏପରି ଲୋକ ସାମ୍ନାକୁ ଆସିଛନ୍ତି, ଯେଉଁମାନେ ଭବିଷ୍ୟତରୁ ଫେରିଛନ୍ତି ବୋଲି ଦାବି କରିଥାନ୍ତି | ଟାଇମ ଟ୍ରାଭେଲର ଏହି କନସେପ୍ଟ ବୈଜ୍ଞାନିକ ଭିତ୍ତିରେ ପ୍ରମାଣିତ ନୁହେଁ | କିନ୍ତୁ ତଥାପି ଯେତେବେଳେ କେହି ଟାଇମ ଟ୍ରାଭେଲର ଦାବି କରିଥାନ୍ତି, ସେତେବେଳେ ଲୋକଙ୍କ ଧ୍ୟାନ ଏହାର ଆହୁରି ପାଖକୁ ଚାଲି ଯାଇଥାଏ | ଏପରି ଏକ ଦାବି ବର୍ତ୍ତମାନ ୟୁରୋପର ଜଣେ ବ୍ୟକ୍ତି କରିଛନ୍ତି |

ଡେଲିଷ୍ଟରରେ ପ୍ରକାଶିତ ଖବର ଅନୁଯାୟୀ, ୟୁରୋପରେ ରହୁଥିବା ଜଣେ ଟାଇମ ଟ୍ରାଭେଲର ଯାହାଙ୍କ ନାମ ଜେଭିୟର ଅଟେ, ସେ ଦାବି କରିଛନ୍ତି ଜେ ସେ ଆଜିଠାରୁ ୬ ବର୍ଷ ପରର ଦୁନିଆରୁ ଫେରି ଆସିଛନ୍ତି | ଜେଭିୟର ଲୋକମାନଙ୍କୁ କହିଛନ୍ତି ଯେ ସେ ୨୦୨୭କୁ ଯାଇ ଫେରି ଆସିଛନ୍ତି |

ଜେଭିୟର ନିଜର ଟାଇମ ଟ୍ରାଭେଲର ଅନୁଭବ ଜଣାଇ ସେହି ସମୟର ଦୁନିଆ ବିଷୟରେ ସୂଚନା ଦେଇଛନ୍ତି | ଏହି ସୂଚନା ଲୋକଙ୍କ ଚିନ୍ତା ବଢ଼ାଇ ଦେଇଛି | ୨୦୨୭ ରେ ଦୁନିଆରେ ଗୋଟିଏ ବି ମଣିଷ ବଞ୍ଚିବ ନାହିଁ | ଆଜ୍ଞା ହଁ, ଜେଭିୟରଙ୍କ କହିବା କଥା ହେଉଛି ଯେ ବର୍ତ୍ତମାନଠାରୁ ମାତ୍ର ୬ ବର୍ଷ ପରେ ଦୁନିଆରୁ ମଣିଷର ଚିହ୍ନ ବର୍ଣ୍ଣ ଶେଷ ହୋଇଯିବ |

ନିଜର ଏହି ଦାବିକୁ ପ୍ରମାଣିତ କରିବାପାଇଁ ଜେଭିଅର କିଛି ଫଟୋ ମଧ୍ୟ ଇଣ୍ଟରନେଟରେ ସେୟାର କରିଛନ୍ତି | ଜେଭିୟର କହିଛନ୍ତି ଯେ ଏହି ଫଟୋକୁ ସେ ୨୦୨୭ କୁ ଯାଇ ଉଠାଇଛନ୍ତି | ଏହି ଫଟୋଗୁଡ଼ିକରେ ଦୁନିଆରେ କୌଣସି ମଣିଷ ଦେଖାଯାଉ ନାହାନ୍ତି |

ଜେଭିୟର ୨୦୨୭ ମସିହାରେ ମଲ, ରାସ୍ତାଘାଟ ଏବଂ ରେଷ୍ଟୁରାଣ୍ଟଗୁଡିକର ଫଟୋ ଉଠାଇଥିଲେ | କିନ୍ତୁ ସବୁଠାରୁ ଆଶ୍ଚର୍ଯ୍ୟଜନକ କଥା ହେଉଛି ଜେ ଏହି ଫଟୋଗୁଡ଼ିକରେ ଗୋଟିଏ ବି ମଣିଷ ଦେଖାଯାଉ ନାହିଁ | ଜେଭିୟର କହିଛନ୍ତି ଯେ ୨୦୨୭ ମସିହାରେ ଦୁନିଆରେ କୌଣସି ଗୋଟିଏ ବି ମଣିଷ ବଞ୍ଚିବ ନାହିଁ | ଜେଭିୟରଙ୍କ ଦାବି ଅନୁଯାୟୀ, ସେହି ସମୟରେ ବିଦ୍ୟୁତ ମଧ୍ୟ ଥିବ, କିନ୍ତୁ ସେ ଜାଣିବାକୁ ପାଇଲେ ଯେ ବହୁତ ସମୟରୁ ସ୍ଥାନଗୁଡିକୁ ସଫା କରାଯାଇ ନଥିଲା |

ଜେଭିୟର ନିଜର ଦାବିକୁ ପ୍ରମାଣ ସହିତ ଇଣ୍ଟରନେଟରେ ସେୟାର କରିଥିଲେ | ଏହା ପରେ କିଛି ଲୋକ ବିଶ୍ୱାସ କରିବାକୁ ଲାଗିଲେ ଯେ ବର୍ତ୍ତମାନଠାରୁ ୬ ବର୍ଷ ପରେ ଦୁନିଆରୁ ମଣିଷ ଶେଷ ହୋଇଯିବ, ସେହିପରି ଆଉ କିଛି ଲୋକ କହିଛନ୍ତି ଯେ ଏହି ଫଟୋଗୁଡିକ ମିଛ ଅଟେ | ଏଗୁଡ଼ିକୁ ଲକଡାଉନରେ ଉଠାଯାଇଛି ଏବଂ ବର୍ତ୍ତମାନ ଏହି ମିଥ୍ୟା ଦାବି ସହିତ କେବଳ ପ୍ରସିଦ୍ଧ ହେବା ପାଇଁ ଏହି ଷ୍ଟଣ୍ଟ କରାଯାଉଛି |

୨୦୨୭ ମସିହାରେ ମଣିଷ ଅଦୃଶ୍ୟ ହୋଇଯିବାର ଦାବି କରିଥିବା ଜେଭିୟରଙ୍କ ଟିକଟିକରେ ୧୨ ଲକ୍ଷ ଫୋଲର୍ସ ଅଛନ୍ତି | ସେ ନିଜର ଆକାଉଣ୍ଟରେ ଏହି ଟାଇମ ଟ୍ରାଭେଲର କେତେକ ଫଟୋ ସେୟାର କରିଛନ୍ତି | ଲୋକମାନେ ଏହି ଦାବି ପରେ ତାଙ୍କ ଆକାଉଣ୍ଟକୁ ଆହୁରି ଅଧିକ ଥର ଭିଜିଟ କରିବା ଆରମ୍ଭ କରି ଦେଇଛନ୍ତି |

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *