ଝିଅମାନେ ଦୂରେଇ ରୁହନ୍ତୁ ରାହୁଲ ଗାନ୍ଧୀଙ୍କ ଠାରୁ, କେରଳର ପୂର୍ବ ସାଂସଦ କହିଲେ ଏହିକଥା, ଜାଣନ୍ତୁ କଣ ପାଇଁ ଏମିତି କହିଲେ

ନିର୍ବାଚନ ସମୟରେ ନେତା ମାନଙ୍କ ମଧ୍ୟରେ ସାଧାରଣତଃ ବିବାଦିତ ବୟାନ ଦେଖିବାକୁ ମିଳିଥାଏ । ଏମିତି ହିଁ କିଛି କରିଛନ୍ତି କେରଳର ପୂର୍ବ ସାଂସଦ ଜୟସ ଜର୍ଜ । ସେ କେରଳର ବୟନଡାର ସାଂସଦ ରହୁଲ ଗାନ୍ଧୀଙ୍କୁ ନେଇ ଆ-ପ-ତ୍ତି-ଜ-ନ-କ ଟିପ୍ପଣୀ ଦେଇଥିଲେ ଓ କହିଥିଲେ, ରାହୁଲ କେବଳ ଝିଅମାନଙ୍କ ହଷ୍ଟେଲ ଯାଆନ୍ତି ଓ ଝିଅମାନଙ୍କୁ ରାହୁଲଙ୍କ ଠାରୁ ଦୂରେଇ ରହିବାକୁ ହେବ କାରଣ ଏପର୍ଯ୍ୟନ୍ତ ତାଙ୍କର ବିବାହ ହୋଇନାହିଁ

ଜୟସଙ୍କ ଏହି ବୟାନ ପରେ ବର୍ତ୍ତମାନ ସଂଗ୍ରାମ ଆରମ୍ଭ ହୋଇଯାଇଛି ଓ କଂଗ୍ରେସ ନିର୍ବାଚନ ଆୟୋଗ ସହ ଅଭିଯୋଗ କରିବା ଆରମ୍ଭ କରିଦେଇଛି ।

ଜୟସ କହିଥିଲେ, ରାହୁଲଙ୍କ ନିର୍ବାଚନୀ କ୍ୟାମ୍ପେନ କେବଳ ଝିଅମାନଙ୍କ କଲେଜକୁ ଯାଇଥାଏ । ସେଠାକୁ ଯାଇ ସେ ଝିଅମାନଙ୍କୁ ଢ଼ଳିବା ଶିଖାଇବେ ।

ଜର୍ଜ କେରଳର ଇଦ୍ଦୁକିରେ ନିର୍ଦଳୀୟ ସାଂସଦ ରହିସାରିଛନ୍ତି । କେରଳର ମନ୍ତ୍ରୀ ଏମଏମ ମଣି ମଧ୍ୟ ସେହି ମଞ୍ଚରେ ଥିଲେ ଯେତେବେଳେ ସେ ବୟାନ ଦେଇଥିଲେ । ତାଙ୍କୁ ମଧ୍ୟ ଜର୍ଜଙ୍କ ବୟାନ ମାଧ୍ୟମରେ ହସିବାର ଦେଖାଯାଇଥିଲା ।

ଜୟସଙ୍କ ଏହି ବୟାନ ପରେ କଂଗ୍ରେସ ଭିଡ଼ିଓ କରି ଲେଖିଥିଲା କି, ଏହିପରି ଆପତ୍ତିଜନକ ଟିପ୍ପଣୀ ଦ୍ୱାରା ଜଣାପଡୁଛି କି, ଏଥର ପ୍ରତିପକ୍ଷ ପାର୍ଟିର ପରାଜୟ ନିଶ୍ଚିତ ଅଟେ ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *