ଅନଲାଇନରେ ପିଲାଟି ମଗାଇଥିଲେ ଆଇଫୋନ, କିନ୍ତୁ, ଡେଲିଭରିରେ କଣ ଆସିଲା, ଦେଖନ୍ତୁ ଫଟୋ

ଅନଲାଇନରେ ଜିନିଷ ଅ-ର୍ଡ-ର କରୁଥିଲେ, ହୋଇଯାଆନ୍ତୁ ସାବଧାନ। ଶସ୍ତାରେ ଜିନିଷ ପାଇବା ପାଇଁ ଆମେ ଅନଲାଇନର ସାହାର୍ଯ୍ୟ ନେଇଥାନ୍ତି। କିନ୍ତୁ, ଅଧିକାଂଶ ସମୟରେ ଏହି ଶସ୍ତା ଜିନିଷ ଆମ ପାଇଁ କାଳ ହୋଇଥାଏ। ଆଉ ଆମେ ଠ-କା-ମୀରେ ପଡିଯାନ୍ତି। ଥରେ କି ଦୁଇ ଥର ନୁହେଁ ଅନେକ ଥର ଏମିତି ଉଦାହରଣ ଦେଖିବାକୁ ମିଳିଛି। ଏମିତି ଏକ ଘଟଣା ଥାଇଲାଣ୍ଡର ଏକ ପିଲାଙ୍କ ପାଖରେ ଦେଖାଯାଇଛି। ପିଲାଟି ଶସ୍ତାରେ ଆଇଫୋନ ଅ-ର୍ଡ-ର କରିଥିଲେ। କିନ୍ତୁ, ତା’ପାଖରେ ଯାହା ପହଞ୍ଚିଲା, ଶୁଣିଲେ ଆପଣ ହସି ହସି ଗଡିଯିବେ।

Google

ସୂଚନା ଅନୁସାରେ, ଏହି ଘଟ-ଣାଟି ଥାଇଲାଣ୍ଡର ଏକ ପିଲାଙ୍କ ପାଖରେ ଦେଖିବାକୁ ମିଳିଛି। ପିଲାଟି ଶସ୍ତାରେ ଆଇଫୋନ ମିଳୁଥିବାର ଦେଖିଥିଲେ। କମ ଦାମ ଦେଖି ସେ ଅଧିକ ଯା-ଞ୍ଚ ନ କରି ତାହାକୁ ଅ-ର୍ଡ-ର କରି ଦେଲା। କିନ୍ତୁ ତା’ ପାଖରେ ଯେତେବେଳେ ଡେଲିଭରି ହେଲା ତାହା ଦେଖି ପିଲାଟିର ମୁଣ୍ଡ ଗୋଲ ହୋଇଗଲା। କାରଣ, ଆଇଫୋନ ବଦଳରେ ଆଇଫୋନ ଭଳି ଦେଖାଯାଉଥିବା ଏକ ଟେବୁଲ ପଠାଇଥିଲା କମ୍ପାନୀ। ଏ ସମ୍ପର୍କରେ ପିଲାଟି କମ୍ପାନୀକୁ କଲ କରି ପଚାରିଥିଲା। ଆଉ କମ୍ପାନୀ ତରଫରୁ କୁହାଯାଇଥିଲା ଯେ, ଉକ୍ତ ବିଜ୍ଞାପନଟି ଆଇଫୋନ ଭଳି ଦେଖାଯାଉଥିବା ଟେବୁଲର ହିଁ ଥିଲା। କିନ୍ତୁ, ଟେବୁଲଟିକୁ ଆଇଫୋନ ଭଳି ପ୍ରଦର୍ଶିତ କରାଯାଇଥିଲା। ଯେମିତି କି ଅସଲି ଆଇଫୋନ ଭଳି ଲାଗିବ।

ପିଲାଟି ଆଇଫୋନ ଭଳି ଦେଖାଯାଉଥିବା ଟେବୁଲର କିଛି ଫଟୋକୁ ନିଜ ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ। ଆଉ ପୋଷ୍ଟ ପରେ ଫଟୋଟି ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *