ଅଦ୍ଭୁତ ଚୋ-ରି ଦେଖି ଲୋକେ ଆଶ୍ଚର୍ଯ୍ୟ,ଦୋକାନୀ କହିଲେ ଚୋ-ରର ପରିଚୟ କହିଲେ ମିଳିବ ପୁରସ୍କାର,ଜାଣନ୍ତୁ ପୁରା ଘଟଣା

ବିହାରର ବେଗସୁରାଇରେ ଏକ ଅଦ୍ଭୁତ ଚୋରି ଘଟଣା ସାମ୍ନାକୁ ଆସିଛି ଯାହାକୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହେଉଛନ୍ତି|ପ୍ରକୃତରେ ଏକ ଚୋ-ର ଦୁକାନର ଆଗରେ ରଖାଯାଇଥିବା ଦୁଧର ଚୋ-ରି ଘଟଣା କହିଛନ୍ତି|ଯଦିଓ ଦୁଧ ଚୋ-ରିର ପୂରା ଘଟଣା ସିସିଟିଭି କ୍ୟାମେରାରେ ଉତଳିତ ହୋଇଛି|

ସିସିଟିଭି ଫଟୋରେ ଦେଖାଯାଇଛି ଯେ ଜଣେ ଲୋକ ସାଇକେଲରେ ଦୋକାନ ପାଖରେ ପହଞ୍ଚୁଛି ଓ ଦୋକାନ ସାମନାରେ କୈରଟରେ ରଖାଯାଇଥିବା ଦୁଧ ପ୍ୟାକେଟକୁ ନିଜ ବ୍ୟାଗରେ ରଖୁଛନ୍ତି|ଏହାପରେ ଏପାଖ ସେପାଖ ମଧ୍ୟ ଦେଖୁଛି|ଏହାପରେ ଚୋ-ର ସାଇକେଲକୁ ରାସ୍ତା ପାଖରେ ରଖି ପୁଣି ଦୋକାନରେ ପହଞ୍ଚି ଦୁଧର ପୂରା କୈରେଟ ନେଇକି ପଳେଇଲା|

ଦୋକାନି ଅନୁସାରେ ଚୋର ୧୩ ଲିଟର ଦୁଧ ଚୋରି କରିଛନ୍ତି|ଏହି ଘଟଣା ନଗର ଥାନା ଅନ୍ତର୍ଗତ ମୁଙ୍ଗେରିଗଞ୍ଜ ମହଲାର ସୁରଜ କିରାଣା ଦୋକାନର ଅଟେ|ଦୋକାନୀ କହିଛନ୍ତି ଯେ ଶନିବାର ଦିନ ସକାଳ ୫ଟାରେ ପାଖାପାଖି ଡେୟରି ଦୁଧ ଆସିଥିଲା ଯାହାକୁ ଦୋକାନ ସାମନା ବାରଣ୍ଡାରେ ରଖି ଦିଆଯାଇଥିଲା|

ଯେତେବେଳେ ଦୋକାନୀ ଘରୁ କିଛି ସମୟପରେ ବାହାରକୁ ବାହାରିଲା,ସେତେବେଳେ ଦୁଧ କମ ଥିଲା ଓ ସିସିଟିଭି କ୍ୟାମେରାରେ ଚୋ-ରି ଘଟଣା ଜଣାପଡିଥିଲା|ଦୋକାନରେ ଦୁଧ ଚୋ-ରିର ସିସିଟିଭି ଫୁଟେଜ ଦୋକାନୀ ଜାରି କରିଛନ୍ତି ଓ ଚୋ-ରକୁ ଧରିବା ବ୍ୟକ୍ତିକୁ ୧୦୦୦ଟଙ୍କା ପୁରସ୍କାର ଦେବାପାଇଁ ଘୋଷଣା କରିଛନ୍ତି|

ଯଦିଓ ଏହି ଚୋ-ରି ଘଟଣା ଦୋକାନି ପୋ-ଲି-ସ-କୁ ଦେଇନାହାନ୍ତି|କିରାଣା ଦୋକାନୀ ସୁରଜଙ୍କ କହିବାନୁଯାୟୀ ମୋ ଦୋକାନ ସାମନାରେ ୧୩ ଲିଟର ଦୁଧ ଚୋ-ରି ହୋଇଛି|ମୁଁ ଚୋ-ରକୁ ଧରେଇବା ବ୍ୟକ୍ତିଙ୍କୁ ୧୦୦୦ ଟଙ୍କା ପୁରସ୍କାର ଦେବା ପାଇଁ ଘୋଷଣା କରିଛି|

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *