ଏହି ଖ-ତ-ର-ନା-କ ଜୀବକୁ ଗୃହପାଳିତ ପଶୁ ପରି ରଖନ୍ତି ମଣିଷ, ପି-ଇବା-କୁ ଦିଅନ୍ତି ନିଜର ର-କ୍ତ,ଜାଣନ୍ତୁ ଏହି ଜୀ-ବ ବିଷୟରେ

ଆପଣ ପ୍ରାୟତଃ ଦେଖିଥିବେ କିଛି ଲୋକ ଗୃହପାଳିତ ପଶୁଙ୍କୁ ରଖନ୍ତି | କେହି କେହି କୁକୁର ପାଳିବାକୁ ପସନ୍ଦ କରିଥାନ୍ତି ତ ଆଉ କେହି ବିଲେଇ ପାଳିବାକୁ ଭଲ ପାଆନ୍ତି | ଆଉ କିଛି ଲୋକ ଛେଳି,ଗାଈ,ମଇଁଷି,ଘୁଷୁରୀ,ମାଛ,ପକ୍ଷୀ,ଏପରିକି ଘୋଡା ମଧ୍ୟ ପାଳନ୍ତି | ପୂର୍ବରୁ ରାଜା-ମହାରାଜାମାନେ ସିଂହ ଏବଂ ଚିତାବାଘ ମଧ୍ୟ ପାଳୁଥିଲେ | କିନ୍ତୁ କଣ ଆପଣ କେବେ ଶୁଣିଛନ୍ତି କି କେହି ବ୍ୟକ୍ତି ଏପରି ଜୀବକୁ ଗୃହପାଳିତ ପଶୁ କରି ରଖନ୍ତି, ଯିଏକି ନିଜ ମାଲିକର ର-କ୍ତ ପିଇଥାଏ | ଏହା ଶୁଣି ଆପଣ ନିଶ୍ଚିତ ଭାବରେ ଆଶ୍ଚର୍ଯ୍ୟ ହୋଇଥିବେ | କିନ୍ତୁ ଏହା ସତ ଅଟେ ଯେ ଏହି ଦୁନିଆରେ ଅନେକ ଜୀବ ଏପରି ଜୀବକୁ ମଧ୍ୟ ପାଳିବାକୁ ଭଲ ପାଆନ୍ତି, ଯିଏକି ର-କ୍ତ ଶୋ-ଷିଥା-ଏ |

ଏହି ଜୀବକୁ ଜୋକ କୁହାଯାଏ | ଆପଣ କେବେ ନିଶ୍ଚିତ ଭାବରେ ‘ଜୋକ ପରି ଲାଗି ରହିବା’ ଢଗ ଶୁଣିଥିବେ | ଜୋକ ଏପରି ଏକ ଜୀବ ଅଟେ, ଯାହାକି ର-କ୍ତ ଶୋ-ଷେ | ପ୍ରାୟତ ଏହା ଜଙ୍ଗଲୀ କିମ୍ବା ଗୃହପାଳିତ ପଶୁମାନଙ୍କ ଶରୀରରେ ଲାଗି ରହିଥାଏ ଏବଂ ଧୀରେ ଧୀରେ ସେମାନଙ୍କ ର-କ୍ତକୁ ଶୋ-ଷିଥା-ନ୍ତି | ଏହି ଜୋକ ଯଦି ମଣିଷ ଶରୀରରେ ଲାଗିଯାଏ, ତେବେ ସେମାନଙ୍କ ଶରୀରରୁ ମଧ୍ୟ ର-କ୍ତ ଶୋ-ଷି ନେଇଥାଏ | ତେବେ ଏହି ଜୀବ ମଣିଷ ପାଇଁ ବହୁତ ବି-ପଜ୍ଜ-ନକ ହୋଇଥାଏ, କିନ୍ତୁ ଦୁନିଆରେ ଏପରି ମଧ୍ୟ ଅନେକ ଲୋକ ଅଛନ୍ତି, ଯେଉଁମାନଙ୍କୁ କି ଜୋ-କ ପାଳିବାକୁ ଭଲ ଲାଗେ | ସେମାନେ ଏହି ଜୀବମାନଙ୍କୁ ନିଜ ଶରୀରରେ ଆଶ୍ରୟ ଦେଇଥାନ୍ତି ଏବଂ ତା’ପରେ ନିଜ ର-କ୍ତକୁ ସେମାନଙ୍କୁ ପି-ଇବା-କୁ ଦେଇଥାନ୍ତି |

ଜୋକ ପାଳୁଥିବା ଲୋକ ନିଜର ଗୃହପାଳିତ ପଶୁ ପାଇଁ କ’ଣ କହିଛନ୍ତି ?

ସାଇନ୍ସ ଆଲର୍ଟ ନାମକ ଏକ ୱେବସାଇଟକୁ ଜଣେ ଅଜଣା ଜୋକ ପାଳୁଥିବା ବ୍ୟକ୍ତି କହିଛନ୍ତି, ଏହା ଅଜବ ପ୍ରକାରର ଗୃହପାଳିତ ପଶୁ ଅଟନ୍ତି, ଯାହା ଶୀଘ୍ର ବଢି଼ଥାନ୍ତି | ବ୍ୟକ୍ତି ଜଣକ କହିଛନ୍ତି ଯେ ତାଙ୍କ ପାଖରେ ୪ ଟି ଜୋକ ଅଛନ୍ତି | ଏଗୁଡ଼ିକ ସବୁ ମଇଁଷି ଶରୀରରେ ରହୁଥିବା ଜୋକ ଅଟନ୍ତି, ଯାହାକୁ ଏସିଆନ ଲିଚ ମଧ୍ୟ କୁହାଯାଏ | ଏହି ପଶୁମାନେ ମଧ୍ୟ ବଡ ହୋଇଚାଲନ୍ତି | ଅନେକ ଅ-ନଲା-ଇନ ଷ୍ଟୋରଗୁଡିକ ଗୋଟିଏ ଜୋକକୁ ୩୦୦ ଡଲାର ହାରରେ ବିକ୍ରି କରିଥାନ୍ତି | ଏହି ଜୋକ ଗୁଡିକ ୫ କିମ୍ବା ସାଢେ ପାଞ୍ଚ ଇଞ୍ଚ ପର୍ଯ୍ୟନ୍ତ ବଢି଼ଥାନ୍ତି | ଆପଣ ଅନୁମାନ କରିପାରୁଥିବେ ଯେ ଏହା ଆପଣଙ୍କର ପାପୁଲିର ସାଇଜ ସହିତ ସମାନ ହୋଇପାରେ !

ଜୋକ ପାଳୁଥିବା ବ୍ୟକ୍ତି କହିଛନ୍ତି ଯେ ଏହି ଜୀବମାନଙ୍କୁ ତାଜା ର-କ୍ତ ପି-ଇବା-କୁ ଭଲ ଲାଗେ | ତେଣୁ, ସେହି ବ୍ୟକ୍ତି ନିଜ ହାତରେ ହିଁ ସେମାନଙ୍କୁ ରଖିଥାନ୍ତି | ସେମାନଙ୍କର ପ୍ରଥମ ପୀ-ଡା କ-ଷ୍ଟ ଲାଗିଥାଏ, କିନ୍ତୁ ପରେ ଯେତେବେଳେ ସେ ର-କ୍ତ ପି-ଇ-ବା ଆରମ୍ଭ କରିଦିଏ, ସେତେବେଳେ ଜଣାପଡେ ନାହିଁ ଯେ ସେ ର-କ୍ତ ପି-ଉ-ଛି କି ନାହିଁ | ଜୋକର ଛେପ କାରଣରୁ ଏପରି ହୋଇଥାଏ ଯେ ର-କ୍ତ ପି-ଇବା-ର ଅନୁଭବ ବ୍ୟକ୍ତିକୁ ହୁଏନାହିଁ | ଜୋକ କା-ମୁ-ଡିଥିବା ଘା ଶୀଘ୍ର ଭଲ ହୋଇଯାଏ ଏବଂ କୌଣସି ଚିହ୍ନ ମଧ୍ୟ ହୋଇନଥାଏ | ଏହା ବ୍ୟତୀତ କିଛି ଲୋକ ମାଂ-ସ ଦୋକାନରୁ ତାଜା ମାଂ-ସ ମଧ୍ୟ ଆଣିଥାନ୍ତି, ଯାହାକୁ କି ଜୋକମାନଙ୍କୁ ଖାଇବାକୁ ଦେଇଥାନ୍ତି |

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *