ଟ୍ରକକୁ ୪୪ ଲକ୍ଷ ଟଙ୍କା ଫା-ଇ-ନ : ଦିଲ୍ଲୀରୁ ଭୁବନେଶ୍ୱର ଆସୁଥିଲା ଟ୍ରକ,ଜାଣନ୍ତୁ କଣ ପାଇଁ ଏତେ ଟଙ୍କା ଫା-ଇ-ନ

ଦିଲ୍ଲୀରୁ ଭୁବନେଶ୍ୱରକୁ ଏକ ଗୁ-ଟ-ଖା ବୁଝେଇ ଟ୍ରକ ଆସୁଥିଲା। ଜିଏସଟି ଓ କମର୍ସିଆଲ ଟ୍ୟାକ୍ସ ଫାଙ୍କିବା ଅ-ଭିଯୋ-ଗରେ ଟ୍ରକ ଉପରେ ୪୪ ଲକ୍ଷ ଟଙ୍କାର ଫା-ଇ-ନ ଲଗାଯାଇଛି। ଗତକାଲି କେନ୍ଦୁଝର ଜିଲ୍ଲା ଚମ୍ପୁଆ ଥା-ନା ମୁରୁସିଆଁ ଅଞ୍ଚଳରେ ଏହି ଟ୍ରକ ଉପରେ ଚ-ଢ଼ା-ଉ କରି ଏହି ଜ-ରିମା-ନା କରାଯାଇଛି। ଓଡ଼ିଶା ଇତିହାସରେ ଟ୍ରକ ଉପରେ ଏତେ ପରିମାଣର ଜ-ରିମା-ନା କରାଯିବା ପ୍ରଥମ ଘ-ଟ-ଣା ଦେଖିବାକୁ ମିଳିଛି।

ସୂଚନା ଅନୁସାରେ, ଗତ କାଲି ଅପରାହ୍ନରେ ଚମ୍ପୁଆ ଥା-ନା ମୁରୁସୁଆଁ ନିକଟରେ ଏକ ଟ୍ରକ(NL01L6765) କୁ ସ-ନ୍ଦେ-ହ କରି ବଡ଼ବିଲ ସିଟି ଆଣ୍ଡ ଜିଏସଟି ଏନଫୋର୍ସମେଣ୍ଟ ୟୁନିଟ ଟ୍ରକକୁ ଅଟକାଇଥିଲେ। ଉକ୍ତ ଟ୍ରକଟି ଦିଲ୍ଲୀରୁ ଭୁବନେଶ୍ୱର ଯାଉଥିଲା। ଟ୍ରକକୁ ଯା-ଞ୍ଚ କରିବା ସମୟରେ ଗାଡିରୁ ୩୨୦ ବାକ୍ସ ଗୁ-ଟ-ଖା ପାନ ମସଲା,୩୨ ବ୍ୟାଗ ତ-ମା-ଖୁ ଥିବା ଜଣାପଡ଼ିଥିଲା।

Google

ଚେ-କି-ଙ୍ଗ ସମୟରେ ଗାଡ଼ିଟି କୌଣସି ସଠିକ କାଗଜପତ୍ର ଇ-ୱାଇବିଲ ଏବଂ ସଠିକ୍ ଟ୍ୟାକ୍ସ ଇନଭଏସ ଆଦି ଦେଖାଇ ପାରିନଥିଲେ ଡ୍ରାଇଭର । ଫଳରେ ଟ୍ରକକୁ ଚମ୍ପୁଆ ଥା-ନାକୁ ନେଇ ଯା-ଞ୍ଚ କରାଯାଇଥିଲା । ଆଉ ଏହାପରେ ଗାଡ଼ି ଉପରେ ୪୪ ଲକ୍ଷ ୬୪ ହଜାର ୨ ଶହ ୭୨ ଟଙ୍କାର ଫା-ଇ-ନ କରାଯାଇଥିଲା। ଗୋଟିଏ ଗାଡି ଉପରେ ଏତେ ଟଙ୍କାର ଜ-ରିମା-ନା ଓଡ଼ିଶାରେ ପ୍ରଥମ ବୋଲି ବଡ଼ବିଲ ସିଟି ଆଣ୍ଡ ଜିଏସଟି ଏନଫୋର୍ସମେଣ୍ଟ ୟୁନିଟର ହେଡ ଶ୍ରୀ ସୂର୍ଯ୍ୟ ନାରାୟଣ ସେଲି କହିଛନ୍ତି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *