ନିଯୁକ୍ତି ସୁଯୋଗ : ନର୍ସିଂ,ଏଏନ୍‌ଏମ୍‌ ଇତ୍ୟାଦି ପାଇଁ ୪୦୦ଟି ପଦବୀର ବିଜ୍ଞପ୍ତି ଜା-ରି,ଜାଣନ୍ତୁ ନିଯୁକ୍ତି ବିଷୟରେ ସମ୍ପୂର୍ଣ ସୂଚନା

ପୁଣେ ମ୍ୟୁନିସିପାଲ କର୍ପୋରେସନର ପଦବୀ ପାଇଁ ବିଜ୍ଞପ୍ତି ବାହାର ହୋଇଛି। ମେଡିକାଲ ଅଫିସର,ନର୍ସିଂ,ଏଏନଏମ ସହିତ ଅନ୍ୟ ବିଭାଗରେ ଖାଲି ରହିଥିବା ୪୦୦ ପଦବୀ ପାଇଁ ଏହି ବିଜ୍ଞପ୍ତି ବାହାର କରାଯାଇଛି।

ମୋଟ ପଦବୀ :

ମେଡିକାଲ ଅଫିସର : ୧୦୦ ଟି

ନର୍ସିଂ : ୧୦୦ ଟି

ଏଏନ୍‌ଏମ୍‌ : ୧୦୦ ଟି

ଆୟା : ୧୦୦ ଟି

ଶିକ୍ଷାଗତ ଯୋଗ୍ୟତା :

୮ମ/୧୦ମ/MSCIT/ANM/BAMS/MBBS କରିଥିବା ଇଚ୍ଛୁକ ପ୍ରାର୍ଥୀ ଏହି ସବୁ ପଦବୀ ପାଇଁ ଆବେଦନ କରିପାରିବେ।

Google

ବୟସ ସୀମା:

ଏହି ପଦବୀ ପାଇଁ ବୟସ ସୀମା ୩୮ ବର୍ଷ ହୋଇଥିବା ଦରକାର।

ଆବେଦନ କରିବାର ପକ୍ରୀୟା :

ଆବେଦନ କରିବା ପାଇଁ ପିଏମସିର ଅଫିସିଆଲ ୱେବସାଇଟ www.pmc.gov.in କୁ ଯାଇ ଆବେଦନ କରିବେ। ଆଉ ଆବେଦନ କରିବାର ଶେଷ ତାରିଖ ଏପ୍ରିଲ ମାସ ୨ ତାରିଖ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *