ଦେଖନ୍ତୁ ଭିଡ଼ିଓ : ପ୍ୟାଙ୍ଗଙ୍ଗ ହ୍ରଦ କୂଳରେ ଫୋୖଜୀମାନଙ୍କର ଜବରଦସ୍ତ ଡ୍ୟାନ୍ସ ,ଭିଡ଼ିଓ ଦେଖିଲେ ଆପଣଙ୍କୁ ଖୁସି ଲାଗିବ

କିଛିଦିନ ପୂର୍ବରୁ ଭାରତ ଓ ଚୀନ ମଧ୍ୟରେ ଲଦାଖ ପାଖରେ ବିବାଦ ସୃଷ୍ଟି ହୋଇଥିଲା । ବର୍ତ୍ତମାନ ଏକ ଭିଡ଼ିଓ ଭାଇରାଲ ହେଉଛି, କେନ୍ଦ୍ରୀୟ ମନ୍ତ୍ରୀ କିରଣ ରିଯିଜୁ ଏହାକୁ ଶେୟର କରିଛନ୍ତି । ଏଠାରେ ଭାରତୀୟ ଯବାନମାନେ ଡ୍ୟାନ୍ସ କରୁଥିବାର ଦେଖାଯାଇଛି । ସେ ବିନ୍ଦାସ ଡ଼୍ୟାନ୍ସ କରୁଥିବାର ଦେଖାଯାଇଛି ।

ସେ ଭିଡ଼ିଓ ଶେୟର କରି କ୍ୟାପ୍ସନରେ ଲେଖିଥିଲେ ବହୁତ ଭଲ ଲାଗୁଛି ଯେତେବେଳେ ଜଣେ ଯବାନ ଖୁସି ଅଛନ୍ତି । ବାହାଦୂର ଇଣ୍ଡିଆନ ଆର୍ମିଙ୍କ ଗୋରଖା ଯବାନ ନିଜର ସାଥିଙ୍କ ସହିତ ଫୁଲ ମ୍ୟୁଜିକ ଚଳାଇ ମସ୍ତି କରୁଥିବାର ଦେଖାଯାଇଛି । ଭିଡ଼ିଓରେ ଅନ୍ୟ ଯବାନମାନେ ଶବ୍ଦ କରି ତାଙ୍କର ପ୍ରଶଂସା କରୁଛନ୍ତି ।

ପବ୍ଲିକ ମାନେ ଏହି ଭିଡ଼ିଓ ଦେଖି ଯବାନ ମାନଙ୍କର ପ୍ରଶଂସା କରୁଛନ୍ତି । ତାଙ୍କୁ ଏହି ଭିଡ଼ିଓ ବହୁତ ପସନ୍ଦ ଆସୁଛି ।

ସ୍ଥଳସେନା ଅଧ୍ୟକ୍ଷ ଜେନେରାଲ ଏମଏମ ନରବନେ ଗୁରୁବାର ଦିନ ପ୍ୟାଙ୍ଗଙ୍ଗ ହ୍ରଦ ବିବାଦକୁ ନେଇ କହିଥିଲେ । ଚୀନ ସହିତ ପ୍ୟାଙ୍ଗଙ୍ଗକୁ ନେଇ ବିବାଦ ହୋଇଥିଲା କିନ୍ତୁ ଏହା ଏଯାବତ ସମ୍ପୂର୍ଣ୍ଣ ଭାବରେ ବନ୍ଦ ହୋଇନାହିଁ । କିନ୍ତୁ ଏହା ଜଣାପଡ଼ିନାହିଁ କିରଣ ରିଯୁଜୁଙ୍କ ଦ୍ଵାରା ଶେୟର କରାଯାଇଥିବା ଭିଡ଼ିଓ କେତେ ପୁରୁଣା ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *