ସଲମାନ ଖାଁଙ୍କ ଏହି କଥା ବିରାଟ କୋହଲିଙ୍କୁ ବହୁତ ବାଧିଥିଲା, ସେଥିପାଇଁ ନିଜ ବାହାଘରକୁ ମଧ୍ୟ ନିମନ୍ତ୍ରଣ କରିନଥିଲେ,ଜାଣନ୍ତୁ କଣ କାରଣ ଥିଲା ?

ଅନୁଷ୍କା ଶର୍ମା ଓ ବିରାଟ କୋହଲି ଉଭୟ ବର୍ତ୍ତମାନ ନିଜର ପିଲା ହୋଇଥିବାରୁ ଏଞ୍ଜୟା କରୁଛନ୍ତି । ଏହି ଦୁଇଜଣ 2017 ମସିହାରେ ବିବାହ କରିଥିଲେ । ଉଭୟଙ୍କର ବିବାହ ଇଟାଲୀରେ ହୋଇଥିଲା ଓ ସେମାନଙ୍କର ମୁମ୍ବାଇରେ ରିସେପସନ ହୋଇଥିଲା । ଏହି ରିସେପସନକୁ ସମସ୍ତ ବଲିଉଡ ଷ୍ଟାର ଆସିଥିଲେ କିନ୍ତୁ ସଲମାନ ଖାଁ ଆସିନଥିଲେ ।

ଖବର ଅନୁସାରେ, ଜାଣିଶୁଣି ସଲମାନଙ୍କୁ ଇଂଭାଇଟ କରାଯାଇନଥିଲା । ବିରାଟ କୋହଲି ସଲମାନଙ୍କ ବହୁତ ଖୁବ୍ଧ ଥିଲେ କାରଣ ସଲମାନଙ୍କ ଏକକଥା ତାଙ୍କୁ ବିଲକୁଲ ପସନ୍ଦ ଆସିନଥିଲା ।

ସଲମାନ ଖାଁ ଓ ଅନୁଷ୍କା ଶର୍ମା ଉଭୟ 2016 ମସିହାରେ ସୁଲତାନ ଫିଲ୍ମ କରିଥିଲେ ଓ ଏହି ଫିଲ୍ମ ବକ୍ସ ଅଫିସରେ ହିଟ ମଧ୍ୟ ହୋଇଥିଲା । ଫିଲ୍ମରେ ଅନୁଷ୍କା ଓ ସଲମାନଙ୍କ ମଧ୍ୟରେ ଭଲ ବଣ୍ଡିଂ ମଧ୍ୟ ଥିଲା । ଏହାପରେ ମଧ୍ୟ ଅନୁଷ୍କା ଦ୍ୱାରା ସଲମାନଙ୍କୁ ବିବାହକୁ ଡ଼କାଯାଇନଥିଲା ।

2015 ମସିହାରେ ସଲମାନ ଅନୁଷ୍କାଙ୍କ ପତି କୋହଲିଙ୍କୁ ନେଇ ଏକକଥା କହିଦେଇଥିଲେ ଯେଉଁଥିରେ ବିରାଟ ନାରାଜ ହୋଇଯାଇଥିଲେ । ସେତେବେଳେ ସଲମାନ ଦୁବାଇରେ ଏକ ଲାକଜୁରୀୟସ ହୋଟେଲକୁ ଲଞ୍ଚ କରିବାକୁ ଆସିଥିଲେ । ଏଠାରେ ସଲମାନଙ୍କ ତୁଳନା ବିରାଟ କୋହଲିଙ୍କ ସହିତ କରିଦିଆଗଲା ।

ଯେତେବେଳେ ବିରାଟ ଓ ସଲମାନଙ୍କର ସମାନତା କରାଗଲା ସେତେବେଳେ ସଲମାନ ଏଥିରେ ଖୁସି ନହୋଇ ବିରାଟଙ୍କୁ ମେଟ୍ରୋସେକ୍ସୁଆଲ କହିଦେଲେ । ମେଟ୍ରୋସେକ୍ସୁଆଲ ଅର୍ଥ ଏମିତି ଏକ ବ୍ୟକ୍ତି ଯିଏକି ନିଜର ଲୁକକୁ ନେଇ ବହୁତ ଭାବିଥାଏ ଓ ଶପିଂରେ ବହୁତ ସମୟ ନେଇଥାଏ ।

ସଲମାନ ଖାଁ ଏହା କହିଦେବାପରେ ଜଲଦି ନିଜର କଥା ବଦଳାଇ ଅଲଗା ଟପିକ ଆଡ଼କୁ ଯାଇଥିଲେ । ଯେତେବେଳେ ବିରାଟ ଏହିକଥା ଜାଣିଲେ ସେତେବେଳେ ସେ ବହୁତ ନାରାଜ ହୋଇଗଲେ ଓ ଏହି କାରଣ ଥିଲା କି, ସେ ନିଜର ବାହାଘରରେ ସଲମାନଙ୍କୁ ଡାକିନଥିଲେ ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *