ଔଷଧ ବଦଳରେ ମହିଳାଙ୍କ ଉପରେ ଏ-ସି-ଡ ଢ଼ାଳିଦେଲେ ସ୍ବାସ୍ଥ୍ୟକର୍ମୀ,ଆଉ ତା ପରେ ଫେ-ରା-ର ..

ଜଣେ ମହିଳା ଭଲ ହେବା ପାଇଁ ମେଡ଼ିକାଲକୁ ଯାଇଥିଲେ। କିନ୍ତୁ, ମେଡ଼ିକାଲରେ ଭଲ ହେବା ବଦଳରେ ହୋଇଗଲେ ଗୁ-ରୁତ-ର। ମେଡ଼ିକାଲର ଜଣେ ସ୍ବାସ୍ଥ୍ୟକର୍ମୀ ଔଷଧ ବଦଳରେ ଏ-ସି-ଡ଼ ପରି କିଛି ତରଳ ପଦାର୍ଥ ବ୍ୟବହାର କରିଥିଲେ। ଫଳରେ, ମହିଳାଙ୍କ ଶରୀରରେ ଜ-ଳାପୋ-ଡା ଆରମ୍ଭ ହେବା ସହିତ ମହିଳା ଜଣକ ଚି-ତ୍କା-ର କରିବାକୁ ଲାଗିଲେ। ମହିଳା ଜଣକ ମେଡ଼ିକାଲର ବେଡ଼ରେ ଗୁ-ରୁତ-ର ଅବସ୍ଥାରେ ଥିବା ସମୟରେ ସ୍ବାସ୍ଥ୍ୟକର୍ମୀଙ୍କର୍ ଦେଖା ମିଳୁନି। ଏହିଭଳି ଅଭା-ବନୀ-ୟ ଘ-ଟ-ଣା ଦେଖିବାକୁ ମିଳିଛି, ମୟୂରଭଞ୍ଜ ଜିଲ୍ଲା ଖୁଣ୍ଟା ବ୍ଲକ ଅନ୍ତର୍ଗତ ଗଡିଗାଁ ଅଞ୍ଚଳ ସ୍ୱାସ୍ଥ୍ୟକେନ୍ଦ୍ରରେ।

ସୂଚନା ଅନୁସାରେ, ମହିଳାଜଣକ ଗତକାଲି ଗ-ର୍ଭନି-ରୋଧ-କ କପର-ଟି ବାହାର କରିବାକୁ ଗଡିଗାଁ ସ୍ୱାସ୍ଥ୍ୟକେନ୍ଦ୍ରକୁ ଯାଇଥିଲେ। ସ୍ବାସ୍ଥ୍ୟକେନ୍ଦ୍ରରେ ଡିୟୁଟିରେ ଥିବା ସ୍ବାସ୍ଥ୍ୟକର୍ମୀ ଜଣକ କପର-ଟି ବାହାର କରିଦେଇଥିଲେ। କିନ୍ତୁ, ଔଷଧ ବଦଳରେ ଏ-ସି-ଡ ଭଳି ଏକ ତରଳ ପଦାର୍ଥ ଲଗାଇଦେଇଥିଲେ ଫଳରେ ମହିଳା ଜଣକ ଶରୀରରେ ଜ-ଳାପୋ-ଡା ହୋଇଥିଲା। ମହିଳାଜଣଙ୍କ ଚି-ତ୍କା-ର କରିବାରୁ ମହିଳା ସ୍ଵାସ୍ଥ୍ୟ କର୍ମୀ ସେଠାରୁ ବାହାନା କରି ଖସି ପଳାଇଥିଲେ। ଏହି ଜ-ଳାପୋ-ଡା ପାଇଁ ମହିଳା ଜଣକ ଶରୀରରେ ପୋ-ଡ଼ା ଦାଗ ସୃଷ୍ଟି ହୋଇଛି। ମହିଳାଙ୍କୁ ତାଙ୍କ ସ୍ଵାମୀ ସଙ୍ଗେ ସଙ୍ଗେ ବାରିପଦା ପିଆରଏମ ମେଡିକାଲ କଲେଜ ସ-ର୍ଜ-ରି ବିଭାଗରେ ଭର୍ତ୍ତି କରିଥିଲେ ଫଳରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ କିଛିଟା ସୁଧାର ହୋଇଛି।

Google

ଏନେଇ ମହିଳାଙ୍କ ସ୍ୱାମୀ କହିଛନ୍ତି ଯେ, ଗତକାଲି ଗଡ଼ିଗାଁ ସ୍ୱାସ୍ଥ୍ୟକେନ୍ଦ୍ରକୁ ଯାଇଥିଲୁ। ସେଠାରେ ସ୍ୱାସ୍ଥ୍ୟ କର୍ମୀଜଣକ କପର-ଟି ଖୋଲିଥିଲେ। କିନ୍ତୁ, କପର-ଟି ଖୋଲିବା ପରେ ଔଷଧ ବ୍ୟବହାର କରିବା ବଦଳରେ ସ୍ବାସ୍ଥ୍ୟକର୍ମୀ ଜଣକ ଏ-ସି-ଡ଼ ପରି କିଛି ତରଳ ପଦାର୍ଥ ବ୍ୟବହାର କରିଥିଲେ। ଫଳରେ ଶରୀର ଚମଡ଼ା ପୋ-ଡ଼ିଯି-ବା ପରି କଳା ପଡ଼ିଯାଇଛି। ଭଲ ମଣିଷ ନେଇ ଯାଇଥିଲି। ହେଲେ ଏପରି ଅସୁବିଧାରେ ପଡ଼ିବି ବୋଲି ଜାଣି ନ ଥିଲି।

ସ୍ୱାସ୍ଥ୍ୟକର୍ମୀ ଜଣକ ନିଜର ଭୁଲ ମାନିଥିଲେ ଏବଂ ମହିଳାଙ୍କର ସମସ୍ତ ଚିକିତ୍ସା ଖର୍ଚ୍ଚ ବହନ କରିବେ ବୋଲି ପ୍ରତିଶ୍ରୁତି ମଧ୍ୟ ଦେଇଥିଲେ। କିନ୍ତୁ, ମହିଳାଜଣକ ଚିକିତ୍ସାରେ ଥିବା ସମୟରେ ସ୍ୱାସ୍ଥ୍ୟ କର୍ମୀଙ୍କ ଦେଖା ନାହିଁ। ଆଉ ଅନ୍ୟପାଶ୍ୱରେ ପାଖରେ ଟଙ୍କା ନଥିବା ସମୟରେ ସ୍ବାସ୍ଥ୍ୟକର୍ମୀଙ୍କର୍ ଏହିଭଳି ଭୁଲ୍ ପାଇଁ ଆ-ଇ-ନର ଆଶ୍ରୟ ନେବେ ବୋଲି ମହିଳାଙ୍କର ସ୍ବାମୀ କହିଛନ୍ତି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *