କ୍ରିକେଟର ଭଗବାନ ସଚିନ ତେନ୍ଦୁଲକର କରୋନାରେ ଆ-କ୍ରା-ନ୍ତ

ଭାରତ କ୍ରିକେଟ ଦୁନିଆର ଭଗବାନ କୁହାଯାଉଥିବା, ସଚିନ ତେନ୍ଦୁଲକର ଏବେ କରୋନାରେ ଆ-କ୍ରା-ନ୍ତ ହୋଇଛନ୍ତି। ସଚିନଙ୍କର ଟେଷ୍ଟ ରି-ପୋ-ର୍ଟ ପୋଜିଟିଭ ଆସିଥିବା କଥା ସେ ଟୁଇଟରରେ ଟ୍ୱିଟ କରି କହିଛନ୍ତି। ଏହା ସହିତ ସେ ହୋମ କ୍ୟାରେଣ୍ଟାଇନରେ ଥିବା କଥା ସୂଚନା ଦେଇଛନ୍ତି। ସେ କରୋନାରେ ଆ-କ୍ରା-ନ୍ତ ହୋଇଥିଲେ ମଧ୍ୟ ତାଙ୍କ ପରିବାରର ଅନ୍ୟ ସଦସ୍ୟମାନଙ୍କର ଟେଷ୍ଟ ରି-ପୋ-ର୍ଟ ନେଗେଟିଭ ଆସିଛି।

ସଚିନ କହିଛନ୍ତି ଯେ, କରୋନାକୁ ଦୂରେଇ ରଖିବା ପାଇଁ ମୁଁ ସବୁ ପ୍ରକାରର ପଦକ୍ଷେପ ଆପଣାଇ ଆସୁଛି। ତାପରେ ମଧ୍ୟ ମୋ ଶରୀରରେ ବହୁତ ସାମାନ୍ୟ‌ ଲକ୍ଷଣ ଦେଖାଯାଇଥିଲା। ଫଳରେ, ମୋ ଟେଷ୍ଟ ରି-ପୋ-ର୍ଟ ପଜିଟିଭ ଆସିଛି। କିନ୍ତୁ, ମୋ ପରିବାରର ବାକି ସମସ୍ତଙ୍କର ଟେଷ୍ଟ ରି-ପୋ-ର୍ଟ ନେଗେଟିଭ ଆସିଛି।

କରୋନାରେ ଆ-କ୍ରା-ନ୍ତ ହୋଇଥିବା କାରଣରୁ ମୁଁ କ୍ୱାରେଣ୍ଟାଇନରେ ରହିଛି। ଏହା ସହିତ ଡାକ୍ତରଙ୍କର ପରାମର୍ଶକୁ ମାନୁଛି। ଆହୁରି ମଧ୍ୟ ସେ କହିଛନ୍ତି ଯେ, ମୋତେ ସାହଯ୍ୟ କରୁଥିବା ଦେଶର ସମସ୍ତ ସ୍ବାସ୍ଥ୍ୟକର୍ମୀ ଓ ମୋତେ ଶୁଭେଚ୍ଛା ଜଣାଇଥିବା ସମସ୍ତଙ୍କୁ ମୋ ତରଫରୁ ଧନ୍ୟବାଦ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *