ପ୍ରତ୍ୟେକ ଥର ଶତକ ମାରିବାପରେ କଣ ପାଇଁ କାନ ଧରନ୍ତି ଲୋକେଶ ରାହୁଲ,ଜାଣନ୍ତୁ କାରଣ ?

ଭାରତୀୟ ବ୍ୟାଟ୍ସମ୍ୟାନ କେଏଲ ରାହୁଲ ଶୁକ୍ରବାର ଦିନ ଶନଦାର ଶତକ ହାସଲ କରି ନିଜର ବ୍ୟାଟିଂର ଜଲୱା ଦେଖାଇଲେ । ପୂର୍ବରୁ t-20 ରେ କେଏଲ ରାହୁଲ ଫର୍ମରେ ନଥିଲେ ଓ ସେ 0,1,0 କରି ଆଉଟ ହେଉଥିଲେ ।

ଭାରତ ଓ ଇଂଲଣ୍ଡ ମଧ୍ୟରେ ପ୍ରଥମ ଦିନିକିଆ ମ୍ୟାଚରେ ଶନଦାର 62 ରନକରି ଫର୍ମକୁ ଫେରିଥିବା ରାହୁଲ ଦ୍ଵିତୀୟ ଦିନିକିଆ ମ୍ୟାଚରେ ମଧ୍ୟ 114 ବଲରୁ 108 ରନର ପାଳି ଖେଳିଥିଲେ । ଦିନିକିଆ ମ୍ୟାଚରେ ଏହା ରାହୁଲଙ୍କ ପଞ୍ଚମ ଶତକ ଅଟେ ।

ଖାଆସ କଥା ଏହା ହେଉଛି କି, ରାହୁଲ ଶତକ ହାସଲ କରିବାପରେ ଏକ ଅଲଗା ଅନ୍ଦାଜରେ ସେଲିବ୍ରେସନ କରନ୍ତି ସେ ନିଜର କାନକୁ ନିଜ ଦୁଇ ହାତର ଦୁଇ ଆଙ୍ଗୁଳି ଦ୍ୱାରା ବନ୍ଦ କରିଦେଇଥାନ୍ତି । ଏହା ବର୍ତ୍ତମାନ ଚର୍ଚ୍ଚାର ବିଷୟ ପାଲଟି ଯାଇଛି ।

ରାହୁଲ ବିଗତଥର ୱେଷ୍ଟଇଣ୍ଡିଜ ବିପକ୍ଷରେ ମଧ୍ୟ ଶତକ ହାସଲ କରି ଏହିପରି କରିଥିଲେ ଓ ଏହାର କାରଣକୁ ରାଜ ରଖିଥିଲେ। ସେହିପରି ଏହିଥର ସେ ଏହାର କାରଣ କହିଛନ୍ତି।

କେଏଲ ରାହୁଲ କହିଛନ୍ତି, ଏହିପରି କରିବାର ଅର୍ଥ ସେହି ଲୋକଙ୍କ ପାଇଁ ଯିଏକି କିଛିଦିନ ତଳେ ତାଙ୍କର ପ୍ରଦର୍ଶନ ଉପରେ ଆଙ୍ଗୁଠି ଉଠାଉଥିଲେ ।

ରାହୁଲ କହିଥିଲେ, ସେ t-20 ରେ ଭଲ ପ୍ରଦର୍ଶନ କରିପାରିନଥିଲି ଓ ମୋର ଫର୍ମ ଠିକ ନଥିଲା କିନ୍ତୁ ବର୍ତ୍ତମାନ କିଛି ଗୁଣବତ୍ତା ଶର୍ଟ ମୋର ଆତ୍ମବିଶ୍ୱାସ ବଢ଼ାଇ ଦେଇଛି ।

ରାହୁଲ କୋହଲିଙ୍କ ସହିତ ଏକ ମଜବୁତ 121 ରନର ଭାଗିଦାରୀ ପାଳି ଖେଳିଥିଲେ ଓ ଏହାପରେ ସେ ଋଷଭ ପନ୍ତଙ୍କ ସହିତ ମଧ୍ୟ 113 ରନର ତାବଡ଼ତୋଡ଼ ପାଳି ଖେଳି ଭାରତକୁ ମଜବୁତ ସ୍ଥିତିକୁ ଆଣିଥିଲେ ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *