୬୭ ବର୍ଷୀୟ ବୃଦ୍ଧଙ୍କ ପେଟରେ ହେଲା ଯନ୍ତ୍ରଣା, ହସ୍ପିଟାଲ ଯିବାରୁ ବାହାରିଲା ୫୯ ଫୁଟର ଲମ୍ବ ବିଶିଷ୍ଟ ପୋକ,ଜାଣନ୍ତୁ ପୁରା ଘ-ଟ-ଣା

ଦୁନିଆରେ ବିଭିନ୍ନ ପ୍ରକାରର ଲୋକ ଥାଆନ୍ତି | କିଛି ଲୋକ ରୋଗରେ ପୀଡିତ ଥିଲେ ଡାକ୍ତରଙ୍କ ପାଖକୁ ଯାଆନ୍ତି, କିଛି ଲୋକ ଏଥିରୁ ଦୂରେଇ ରହିଥାନ୍ତି | ଥାଇଲ୍ୟାଣ୍ଡରୁ ଏକ ଅଜବ ଖବର ସାମ୍ନାକୁ ଆସିଛି | ନିକଟରେ ଏଠାରୁ ଏଭଳି ଏକ ମାମଲା ସାମ୍ନାକୁ ଆସିଛି, ଯେଉଁଥିରେ ୬୭ ବର୍ଷ ବୟସ୍କ ବ୍ୟକ୍ତିଙ୍କ ପେଟରେ ଯନ୍ତ୍ରଣା ହେଉଥିଲା | ସେ ହସ୍ପିଟାଲ ଯାଇଥିଲେ | ଜାଣିଛନ୍ତି କି ତାଙ୍କ ପେଟରୁ କ’ଣ ବାହାରିଲା ? ୫୯ ଫୁଟର ଲମ୍ବା ପୋକ…

ଏମିତି କିପରି ହୋଇଗଲା ?

ଦି ସନ ଅନୁଯାୟୀ, ଯେଉଁ ବ୍ୟକ୍ତିଙ୍କ ପେଟରେ ଏହି ପୋକ ଥିଲା, ତାଙ୍କୁ ବହୁତ ଦିନ ଆଗରୁ ଯନ୍ତ୍ରଣା ହେଉଥିଲା | ଏପରିକି ତାଙ୍କ ପେଟ ମଧ୍ୟ ଫୁଲିବା ଆରମ୍ଭ କରୁଥିଲା | ସେ ହସ୍ପିଟାଲ ଯାଇ ଚେକଅପ କରାଇଥିଲେ | ଯାଞ୍ଚ ସମୟରେ ଜଣାପଡିଲା ଯେ ତାଙ୍କ ପେଟରେ ଏକ ଲମ୍ବା ପୋକ ଅଛି | ରିସର୍ଚ୍ଚ ସେଣ୍ଟର ଲୋକେ କହିଛନ୍ତି ଯେ ରୋଗୀର ପେଟରେ ୧୮ ମିଟରରୁ ଅଧିକ ଲମ୍ବା ବିଶିଷ୍ଟ ପୋକ ଥିଲା |

ଏହିପରି ଭାବରେ ପେଟରେ ପହଞ୍ଚିଥିଲା :-

ଡାକ୍ତରମାନେ କହିଛନ୍ତି ଯେ ଏହି ପୋକ ବ୍ୟକ୍ତିଙ୍କ ପେଟରେ ନିଶ୍ଚିତ ଭାବେ କଞ୍ଚା ମାଂସ ଖାଇଥିବାରୁ ପହଞ୍ଚିଥିବ | ଏହି ପୋକ ୩୦ ରୁ ଅଧିକ ବର୍ଷ ପର୍ଯ୍ୟନ୍ତ ମଣିଷ ଶରୀରରେ ରହିପାରେ | ତେବେ ସେ ଏହା ମଧ୍ୟ କହିଛନ୍ତି ଯେ ଏହା ଅଧିକ ସମୟ ପର୍ଯ୍ୟନ୍ତ ବଞ୍ଚିପାରିବ ନାହିଁ |ଏହି ପୋକକୁ ରୋଗୀର ଶରୀରରୁ ବାହାର କରିବା ପାଇଁ ଡାକ୍ତରମାନଙ୍କୁ କଠିନ ପରିଶ୍ରମ କରିବାକୁ ପଡିଥିଲା | ଏହା ଏଥିପାଇଁ ଯେ କାରଣ ଏହାର ଲମ୍ବ ୫୯ ଫୁଟ ଥିଲା | କିନ୍ତୁ ବର୍ତ୍ତମାନ ରୋଗୀ ଭଲ ଅଛନ୍ତି, ସେ ସୁସ୍ଥ ହେଉଛନ୍ତି |

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *