ଶିକ୍ଷୟିତ୍ରୀଙ୍କ ସହ ସମ୍ପର୍କ ବନାଇବା ପରେ ଛାତ୍ର କଲା ଆ-ତ୍ମ-ହ-ତ୍ୟା,ସୁ-ଇ-ସା-ଇ-ଡ୍ ନୋଟରେ ଅଖାଣିଲା ଆ-ତ୍ମ-ହ-ତ୍ୟା-ର କାରଣ,ଜାଣନ୍ତୁ ପୁରା ଘ-ଟ-ଣା

ଛତିଶଗଡର ବିଳାସପୁରରେ ଶିକ୍ଷକ ଓ ଛାତ୍ରର ପବିତ୍ର ସମ୍ପର୍କକୁ ଭାଙ୍ଗି ଏକ ଆଶ୍ଚର୍ଯ୍ୟଜନକ ଖବର ସାମନାକୁ ଆସିଛି|ଏଥିରେ ଜଣେ ମହିଳା ଶିକ୍ଷକ ନିଜର ୧୬ ବର୍ଷୀୟ ଛାତ୍ରଙ୍କୁ ନିଜ ପ୍ରେମ ଜାଲରେ ଫସାଇଲେ ଓ ତା ସହ ବହୁଦିନ ପର୍ଯ୍ୟନ୍ତ ଶାରିରୀକ ସ-ମ୍ପ-ର୍କ ରଖିଥିଲେ|କିନ୍ତୁ ଯେତେବେଳେ ଛାତ୍ରକୁ ଶିକ୍ଷକଙ୍କ ଅସଲ ଜଣାପଡିଲା ସେ ଆ-ତ୍ମ-ହ-ତ୍ୟା କରିଦେଲା|ମରିବା ପୂର୍ବରୁ ସେ ଏକ ଆ-ତ୍ମ-ହ-ତ୍ୟା ନୋଟ୍ ଲେଖିଥିଲେ ଯାହାକୁ ଡିକୋଡ୍ କରିବାକୁ ପୋ-ଲି-ସକୁ ୫ ଦିନ ସମୟ ଲାଗିଥିଲା|

ଏହି ମାମଲା ବିଳାସପୁରର ଚରବା ଥାନା ଅନ୍ତର୍ଗତ|ଏଠାରେ ଆରାଧନା ଏକା ନାମକ ଜଣେ ମହିଳା ପ୍ରାଇଭେଟ୍ ସ୍କୁଲ ଲୋୟଲାରେ କେମେଷ୍ଟ୍ରୀରେ କାମ କରୁଥିଲେ|ଏହି ମହିଳା ଶିକ୍ଷକ ନିଜ ପ୍ରେମ ଜାଲରେ ୧୬ ବର୍ଷୀୟ ଛାତ୍ରକୁ ଠକ ପ୍ରେମ ଜାଲରେ ଫସାଇଲେ|ପ୍ରଥମେ ସେ ଛାତ୍ରକୁ ଅ-ଶ୍ଳୀ-ଳ ଫଟୋ ଓ ଭିଡିଓ ପଠାଇଥିଲେ|ଧିରେଧିରେ ତା ସହ ଶା-ରୀ-ରି-କ ସମ୍ପର୍କ ରଖିଥିଲେ|ଫଳରେ ଛାତ୍ରକୁ ଏକତରଫା ପ୍ରେ-ମ ହୋଇଗଲା|

ଏହି ସମୟରେ ଶିକ୍ଷକକୁ ଅନ୍ୟ ଜଣେ କର୍ମଚାରୀ ସହ ପ୍ରେମ ହୋଇଗଲା|ଯେତେବେଳେ ୧୬ ବର୍ଷୀୟ ଛାତ୍ରକୁ ଏବିଷୟରେ ଜଣାଗଲା ସେ ଦୁଃଖି ହୋଇଗଲା|ସେ ବହୁବାର ମହିଳା ଶିକ୍ଷକକୁ କଲ୍ କଲା ଓ କଥା ହେବାକୁ ଚେଷ୍ଟା କଲେ|କିନ୍ତୁ ଶିକ୍ଷକ ଏଵେ ଅଣଦେଖା କରିବାରୁ ଛାତ୍ର ଆ-ତ୍ମ-ହ-ତ୍ୟା କରିଥିଲେ|

ପୋ-ଲି-ସ ଅନୁସାରେ ମୃ-ତ ଛାତ୍ରଙ୍କୁ ଟେକ୍ନୋଲୋଜି ଭଲ ଜଣାଥିଲା|ସେ ଶିକ୍ଷକଙ୍କ ମୋବାଇଲ,ହ୍ୱଟ୍ସଆପ, ସୋସିଆଲ ମିଡ଼ିଆ ହ୍ୟାକ୍ କରିଥିଲେ|ଏଥିରେ ଶିକ୍ଷକ ବିଷୟରେ ତଥ୍ୟ ଜାଣୁଥିଲା|ଯେତେବେଳେ ସେ କୈାଣସି ପୁରୁଷ ସହ ମିଳାମିଶା କରୁଥିଲେ ବା କେଉଁଆଡେ ଯାଉଥିଲା ତାହା ଜଣା ପଡୁଥିଲା|ସୁ-ଇ-ସା-ଇ-ଡ୍ ନୋଟରୁ ଜଣାଗଲା ଶିକ୍ଷକର ମନ ଯେତେବେଳେ ହେଉଥିଲା ସେ ଛାତ୍ର ନମ୍ବରକୁ ବ୍ଲକ୍ କରୁଥିଲେ|ପୁଣି ଯେତେବେଳେ ଶା-ରୀ-ରି-କ ଭୋକ ଆବଶ୍ୟକ ଥିଲା ପୁଣି ଡାକୁଥିଲେ|

ଏହିପରି ଭାବେ ଛାତ୍ରକୁ ଜଣାଯାଇଥିଲା ଯେ ଶିକ୍ଷକ ତାକୁ ପ୍ରେମ କରୁନାହାନ୍ତି|ସେ କେବଳ ଭୋକ ମେଣ୍ଟେଇବାକୁ କରୁଛନ୍ତି|ପୁଣି ଯେତେବେଳେ ଶିକ୍ଷକର ଅନ୍ୟ ସହ ଲଭ ଆଫେୟାର ଆରମ୍ଭ ହେଲା ସେ ଦୁଃଖିତ ହୋଇପଡ଼ିଲା|ଶିକ୍ଷକ ଛାତ୍ର ସହ ଶେଷ ମିଳନ ୧୮ ମାର୍ଚ୍ଚରେ ହୋଇଥିଲା|ଏହାର ଅଧଘଣ୍ଟା ପରେ ଛାତ୍ର ଆ-ତ୍ମ-ହ-ତ୍ୟା କରିଥିଲା|

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *