ଅଲଗା ହୋଇଥିବା ପିଲାମାନଙ୍କୁ ଦେଖି ମା’ ଚିତାବାଘର ମୁହଁରେ ଖେଳିଗଲା ହସର ଲହରୀ , ଜାଣନ୍ତୁ କିପରି ଭେଟ ହୋଇପାରିଲେ ମା ଓ ଛୁଆ

ମା’ଠାରୁ ଅଲଗା ହୋଇଯାଇଥିଲେ ବିଚରା :-

ଚିତାବାଘର ଦୁଇଟି ପିଲା ନିଜ ମା’ଠାରୁ ଅଲଗା ହୋଇଯାଇଥିଲେ | ମହାରାଷ୍ଟ୍ରର ଜୁନ୍ନର ତହସିଲରେ ଥିବା ଓଜାର ଗାଁର ଏହି ମାମଲା ଅଟେ | ଏହି ଦୁଇ ଛୁଆ ଆଖୁ କ୍ଷେତରୁ ମିଳିଥିଲେ | ସ୍ଥାନୀୟ ଲୋକମାନଙ୍କୁ ସେମାନେ ମିଳିଲେ ଏବଂ ସେମାନେ ଛୁଆଗୁଡ଼ିକୁ ପଶୁ ଜଙ୍ଗଲ ସହିତ ଜଡିତ ଲୋକଙ୍କୁ ଦେଇଥିଲେ |

ତା’ପରେ ଏଭଳି ଭାବେ ମିଶାଯାଇଥିଲା :-

ଏହି କଥାର ସଂପୂର୍ଣ୍ଣ ସୂଚନା ୱାଇଲ୍ଡ ଲାଇଫସ ନିଜର ଇନଷ୍ଟା ପେଜରେ ସେୟାର କରିଥିଲା | ସେ କହିଥିଲେ ଯେ ଏହି ଛୁଆମାନଙ୍କର ବୟସ ୨୪୫ ଦିନ ଅଟେ | କୁହାଯାଉଛି ଯେ ଏହି ସିଜିନ ଛୁଆମାନଙ୍କ ହୋଇଥାଏ | ସର୍ବପ୍ରଥମେ ସେମାନଙ୍କୁ ଗ୍ରାମବାସୀମାନେ ଦେଖିଥିଲେ | ତା’ପରେ ଏହାର ସୂଚନା ୱାଇଲ୍ଡ ଲାଇଫୋସ ଟିମକୁ ଦିଆଯାଇଥିଲା |

ପହଞ୍ଚିଲା ଗୋଟିଏ ଟିମ :-

ଏହି କଥାର ସୂଚନା ଟିମ ପାଖରେ ପହଞ୍ଚିବା ମାତ୍ରେ ଟିମ ଆସି ଘ-ଟ-ଣାସ୍ଥଳରେ ପହଞ୍ଚିଥିଲା | ତାଙ୍କ ସହ କିଛି ବିଶେଷଜ୍ଞ ଡାକ୍ତର ମଧ୍ୟ ଯାଇଥିଲେ | ସେମାନେ ଯିବାପରେ ଛୁଆମାନଙ୍କର ଯାଞ୍ଚ କଲେ | ଦୁଇ ଛୁଆ ଯାଞ୍ଚରେ ସଠିକ ଥିବା ଜଣାପଡିଛି |

ମା ଆସିଗଲା :-

ସେ ଏହି ପୋଷ୍ଟର କ୍ୟାପସନରେ ଲେଖିଛନ୍ତି ଯେ, ଛୁଆମାନଙ୍କୁ ମା ସହିତ ମିଶାଇବା ପାଇଁ ବ୍ୟବସ୍ଥା କରାଯାଇଥିଲା | ରିମୋଟ କଣ୍ଟ୍ରୋଲ କ୍ୟାମେରା ଟ୍ରାପ ଲଗାଯାଇଥିଲା, ଯେପରିକି ସେମାନଙ୍କର ମିଳନକୁ ଡକ୍ୟୁମେଣ୍ଟ କରାଯାଇପାରିବ | ଏକ ସେଫ ଡିଷ୍ଟାନ୍ସରେ ଥାଇ ସେମାନେ ସବୁକିଛି ଦେଖିଲେ | ମା ନିଜେ ନିଜ ପିଲାମାନଙ୍କୁ ଖୋଜୁଥିଲା | ୨୦ ମିନିଟ ପରେ ହିଁ ମା ସ୍ପଟ ଉପରକୁ ଆସିଯାଇଥିଲା | ଏହାପରେ ମା ନିଜ ଛୁଆମାନଙ୍କୁ ନିଜ ସାଥିରେ ନେଇଗଲା |

ଲୋକମାନେ କଲେ ସୁନ୍ଦର ସୁନ୍ଦର କମେଣ୍ଟ :-

ଲୋକମାନେ ପୋଷ୍ଟରେ ବହୁତ ସୁନ୍ଦର ସୁନ୍ଦର କମେଣ୍ଟ କରିଛନ୍ତି | ଜଣେ ୟୁଜର ଲେଖିଛନ୍ତି ଯେ ଯେଉଁ ଶେଷ ଫଟୋରେ ମା’ ମୁହଁରେ ହସ ଦେଖାଯାଉଛି, ତାହା ହିଁ ସବୁକିଛି ଅଟେ | ଲୋକମାନେ ତାଙ୍କ ଟିମକୁ ଧନ୍ୟବାଦ ମଧ୍ୟ କହିଛନ୍ତି |

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *