ଗୋଲେଇ ଆକୃତିର କୂଅ(କୂପ) କାହିଁକି ତିଆରି କରାଯାଏ, କ’ଣ ଆପଣ ଏହା ବିଷୟରେ କେବେ ଭାବିଛନ୍ତି ! ଜାଣନ୍ତୁ ଏହାର କାରଣ

ଆଜିର ସମୟରେ ଲୋକଙ୍କ ଘରେ ପାଣି ପହଞ୍ଚିବାକୁ ପାଇପ ଲାଇନ ଲାଗିଛି|ପମ୍ପ ଚଲାଇ ଉଚ୍ଚ ଉଚ୍ଚ ଜାଗାକୁ ମଧ୍ୟ ସହଜରେ ପାଣି ପହଞ୍ଚା ଯାଇପାରିବ|ଏବେ ବି ଗାଁରେ କୁଅର ବ୍ୟବହାର ରହିଛି ଓ ଏହି ପାଣିକୁ ପିଇବା ଓ ଅନ୍ୟାନ୍ୟ କାମରେ ଲଗାଯାଇଥାଏ|ଯଦିଓ ସହରରେ କୂଅର ସଂଖ୍ୟା ହ୍ରାସ ପାଉଛି ବା ସମାପ୍ତ ହେଉଛି|କେଉଁଠି କୂଅ ପୋତି ଦେଲେଣି ତ କେଉଁଠି ସୁଖି ଯାଇଛି|କିଛି ବର୍ଷ ପୂର୍ବେ ଗାଁରେ ସମସ୍ତ କାର୍ଯ୍ୟ ପାଇଁ ଅତିକମରେ ଦୁଇଟି କୁଅ ରହୁଥିଲା|ପ୍ରତିଦିନ ପିଇବା ପାଣି ନିମନ୍ତେ ଏହା ବ୍ୟବହୃତ ହେଉଥିଲା|କିନ୍ତୁ ଆପଣ କେବେ ଭାବିଛନ୍ତି,କୁଅର ଆକାର ଗୋଲ କାହିଁକି ହୋଇଥାଏ?

କୁଅର ଆକାର ଗୋଲ ବନାଇବା ପଛରେ ବୈଜ୍ଞାନିକ କାରଣ ରହିଛି|ଏହାର ମୁଖ୍ୟ କାରଣ ଏହା ଯେ ଯେତେବେଳେ କୁଅର ଭିତର ପାଖ ପାଣି ଭରିଯାଏ ସେତେବେଳେ ଏହି ଘେରାରେ ଧିରେଧିରେ ବୁଲି ଉପରକୁ ଆସିଥାଏ|ଯଦି ଚାରିକୋଣିଆ ହୋଇଥାଏ ତେଵେ ତଳ କାନ୍ଥକୁ କମଜୋର କରିପାରେ|କୁଅ ଗୋଲ ହେବାର ଏହା ଏକ ଲାଭ ଯେ ପାଣି କୁଅର କାନ୍ଥରେ ବାଡେଇ ହେବନାହିଁ,ବୁଲିପଡିବ ଫଳରେ ଜୋରରେ ପାଣି ବହିବାରୁ କାନ୍ଥ ଭାଙ୍ଗିବାର ଆଶଙ୍କା କମ ରହିବ|

କୁଅ ଖୋଳିବା ସମୟରେ ଗୋଲ ଆକାରରେ ସହଜରେ ଖୋଳାଯାଇପାରେ|କୁଅରେ ପାଣି ଷ୍ଟୋର କରିବା ସମୟରେ ମଜଭୁତ ଗୋଲ ଆକାରରେ ମିଳିଥାଏ|ଯଦି କୁଅର ଆକାର ଚାରିକୋଣିଆ ହେବ ତେଵେ ପାଣିର ପ୍ରେସର ଚାରି କୋଣରେ ପଡିବ ଫଳରେ କାନ୍ଥ କମଜୋର ହେବାର ସମ୍ଭାବନା ରହିଛି|ଏତିକି ନୁହେଁ,ଗୋଲ ବନାଇବା ଫଳରେ କୁଅରେ ଲମ୍ବା ସମୟ ପର୍ଯ୍ୟନ୍ତ ଧସି ନଥାଏ|ଯଦି କୁଅ ଚାରିକୋଣିଆ ଵନାଯାଏ ତେଵେ ଚାରି କାନ୍ଥ ହେବ ଓ ଯଦି ଏମାନଙ୍କ ମଧ୍ୟରେ କୈାଣସି ଅଂଶ ଧସେ ତ ପୁରା କୁଅ ଖରାପ କରିଦିଏ|ଗୋଲ କୁଅ ଅଧିକ ପ୍ରେସର ସହିବାକୁ ସକ୍ଷମ ହୋଇଥାଏ|

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *