ଯୁବକ ଜଣକ ଏତେ ଯୋରରେ ମାଟି ଉପରେ ପଡିଲେ ଯେ ,ଆପଣ ଭିଡ଼ିଓ ଦେଖିଲେ ଆପଣଙ୍କ ମୁଣ୍ଡ ବୁଲାଇ ଦେବ,ଦେଖନ୍ତୁ ଭିଡ଼ିଓ

ଵହୁଥର ଏମିତି ହୋଇଥାଏ ଯେ କାହାକୁ ପଡିବାର ଦେଖିଥାଉ,ପାଦ ଖସଡାଇଵାର ଦେଖୁ..ତ ଏମିତି ଘ-ଟ-ଣା ଦେଖିକି ନିଜକୁ ଯନ୍ତ୍ରଣା ହୋଇଥାଏ|ମାନେ ଆଘାତ ଏତେ ଯୋରରେ ଲାଗେ ଯେ ଦେଖୁଥିବା ଲୋକର ଆଖି ବନ୍ଦ ହୋଇଯାଏ କାରଣ ଅଲଗା ପ୍ରକାରରେ ପଡିଲା ଏହି ବ୍ୟକ୍ତି|ଏମିତି ଏକ ଭିଡିଓ ସାମ୍ନାକୁ ଆସିଛି|ଏଥିରେ ଜଣେ ବ୍ୟକ୍ତି ଭୟଙ୍କର ଭାବରେ ପଡୁଛନ୍ତି|ଦେଖିକି ପ୍ରଥମେ ଆଖି ବନ୍ଦ କରିନେବେ ପୁଣି ଭାବିବେ ଏ‌ହା କେମିତି ହେଲା?

ଏହି ଭିଡିଓ ପାଖାପାଖି ୬ ସେକେଣ୍ଡର|ଏଥିରେ ଏକ ମହିଳା ଆଗରେ ଯାଉଛି ତାର ପଛରେ ଜଣେ ବ୍ୟକ୍ତି ଯାଉଛି|ଜଣାନାହିଁ କେମିତି ତା ହାତରୁ କିଛି ଖସି ପଡେ|ଯେତେବେଳେ ତା ପାଦ ଏହା ଉପରେ ଫଡେ ଖସଡିବାକୁ ଲାଗେ|ସିଧା ମାଟିରେ ତା ମୁଣ୍ଡ ମାଡ ହୁଏ|ଯଦିଓ ସେ ଶୀଘ୍ର ଉଠିପଡେ|

ଭିଡିଓ ଦେଖିବା ପରେ ଲୋକେ କହନ୍ତି ସୈାଭାଗ୍ୟ ବଶତଃ ତା ମୁଣ୍ଡରେ ଜୋରରେ ଆଘାତ ଲାଗିନାହିଁ|ବାକି ଆପଣଙ୍କ ପ୍ରତିକ୍ରିୟା କ’ଣ?

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *