ନିଜ ହକ ପାଇଁ ଶାଶୁ ଘର ଆଗରେ ଧା-ର-ଣା ଦେଲେ ବୋହୂ

ସୁଖର ସଂସାର ଗଢିବେ ବୋଲି ସ୍ୱାମୀର ହାତ ଧରିଥିଲେ ସ୍ତ୍ରୀ। କିନ୍ତୁ, ବେଶୀ ଦିନ ତିଷ୍ଟି ପାରିଲାନି ତାଙ୍କ ସୁଖର ସଂସାର। ଯୌ-ତୁ-କ ନି-ଆ-ରେ ଜ-ଳିଗ-ଲା ତାଙ୍କ ସୁଖର ସଂସାର। ୬ ବର୍ଷ ପୁଅକୁ ଧରି ସ୍ତ୍ରୀ ଏବେ ବାପଘରେ। ଏ ସମ୍ପର୍କରେ କୋ-ର୍ଟରେ ଛା-ଡପ-ତ୍ର ମା-ମ-ଲା ଚାଲିଥିବା ସମୟରେ, ଶାଶୁ ଘରକୁ ପୁଣି ଫେରିବା ଆଶାରେ ଶାଶୁଘର ସାମନାରେ ଧାର-ଣାରେ ବସିଲେ ସ୍ତ୍ରୀ। ୩ ଦିନ ଧରି ନିଜର ୬ ବର୍ଷର ପୁଅକୁ ଧରି ଶାଶୁଘର ସମ୍ମୁଖରେ ବସିଲେ ମଧ୍ୟ ଶାଶୁଘର ଲୋକେ କବାଟ ଖୋଲିଲେ ନାହିଁ। ଶେଷରେ ନି-ରା-ଶ ହୋଇ ବାପଘରକୁ ଫେରିଗଲେ ମହିଳା। ଏହିପରି ଘ-ଟ-ଣା ଦେଖିବାକୁ ମିଳିଛି, ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ବଡ଼ାମ୍ତଳିଆ ଅଞ୍ଚଳରେ।

Google

ସୂଚନା ଅନୁସାରେ, ୨୦୧୪ ମସିହାରେରେ ସିଦ୍ଧାର୍ଥ ପରିଡ଼ାଙ୍କ ସହିତ ବାଲେଶ୍ୱର ଅଞ୍ଚଳର ବିଦୁସ୍ମିତା ରଣାଙ୍କ ବିବାହ ହୋଇଥିଲା। ୨୦୧୬ ମସିହାରେ ପାରିବାରିକ ଅସ-ନ୍ତୁଷ୍ଟ ପାଇଁ ନିଜ ବାପଘରକୁ ପଳେଇଯାଇଥିଲେ। ଛା-ଡ଼ପ-ତ୍ର ପାଇଁ କୋ-ର୍ଟରେ କେ-ସ ଚାଲିଛି। କିନ୍ତୁ, ୩ ଦିନ ତଳେ ବିଦୁସ୍ମିତା ୬ ବର୍ଷ ପୁଅକୁ ଧରି ଶାଶୁଘରେ ରହିବା ଆଶାରେ ଆସିଥିଲେ। କିନ୍ତୁ, ଶାଶୁଘର ଲୋକେ ତାଙ୍କୁ ଘରେ ପୁରାଇ ଦେଇନଥିଲେ। ଏହାର ପ୍ର-ତିବା-ଦରେ ୩ ଦିନ ଧରି ଶାଶୁଘର ସମ୍ମୁଖରେ ଧାର-ଣାରେ ବସିଥିଲେ। ଏ ସମ୍ପର୍କରେ ପୋ-ଲି-ସ ଖବର ପାଇ ବିଦୁସ୍ମିତାଙ୍କୁ ବୁଝାବୁଝି କରି ବାପା ଘରକୁ ପଠାଇଦେଇଥିଲେ। ପୋ-ଲି-ସ ସିଦ୍ଧାର୍ଥଙ୍କ ବିରୁ-ଦ୍ଧରେ ମା-ମ-ଲା ରୁ-ଜୁ କରିଛନ୍ତି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *