ଭାରତ ବନାମ ଇଂଲଣ୍ଡ: କଣ ରହିଛି ବିରାଟ କୋହଲିଙ୍କ ଜର୍ସି ଭିତରେ ଲାଲ ଟି-ସାର୍ଟ ପିନ୍ଧିବାର ରହସ୍ୟ? ଟୁଇଟରରେ ପ୍ରଶଂସକ କଲେ …

ଭାରତର ଅଧିନାୟକ ବିରାଟ କୋହଲି ଇଂଲଣ୍ଡ ବିରୁଦ୍ଧରେ ପ୍ରଥମ ଦିନକିଆ ମ୍ଯାଚରେ ଭାରତୀୟ ଦଳର ଜର୍ସି ତଳେ ଲାଲ ଟି-ସାର୍ଟ ପିନ୍ଧିଥିବାର ନଜର ଆସିଲେ। କୋହଲିଙ୍କର ଲାଲ ଟି-ସାର୍ଟ ପିନ୍ଧିବାକୁ ନେଇ ସୋସିଆଲ ମିଡିଆରେ ପ୍ରଶଂସକ ଭିନ୍ନ ଭିନ୍ନ ପ୍ରକାର କମେଣ୍ଟ କରୁଛନ୍ତି। କିଛି ଲୋକଙ୍କର ମାନିବା କଥାକି ବିରାଟଙ୍କର ବୋଧ ହୁଏ କୌଣସି ଟୋଟକା ଅଛି। କୋହଲି ଭାରତୀୟ ଦଳର ଜର୍ସି ତଳେ ଲାଲ ଟି-ସାର୍ଟ କାହିଁକି ପିନ୍ଧିଥାନ୍ତି, ଏହା ବର୍ତ୍ତମାନ ପର୍ଯ୍ୟନ୍ତ ଜଣାପଡି ନାହିଁ।

ବିରାଟଙ୍କର ଟୋଟକା କଣ?

ସୋସିଆଲ ମିଡିଆରେ କିଛି ଲୋକ ବିରାଟ କୋହଲିଙ୍କ ଫୋଟ ଉପରେ କମେଣ୍ଟ କରି କହିଛନ୍ତିକି ବୋଧହୁଏ ଏହା ବିରାଟ କୋହଲିଙ୍କର ପୂର୍ବପରି ଫର୍ମକୁ ଫେରିବା ପାଇଁ କୌଣସି ପ୍ରକାର ଟୋଟକା ଅଟେ। ଜଣାଇଦେଉଛୁକି ବିରାଟ କୋହଲି ଅନେକ ସମୟରୁ ଆଉଟ ଅଫ ଫର୍ମରେ ଥିଲେ, କିନ୍ତୁ ଇଂଲଣ୍ଡ ବିରୁଦ୍ଧରେ ଟି-୨୦ ସିରିଜରେ ସେ ଭାରତ ପାଇଁ ସିରିଜର ହିରୋ ଥିଲେ।

ଟି-୨୦ ସିରିଜରେ କରିଥିଲେ କମାଲ:-

ବିରାଟ କୋହଲି ଏହି ଟି-୨୦ ସିରିଜରେ ସବୁଠାରୁ ଅଧିକ ୨୩୧ରନ କରିଥିଲେ। ଟି-୨୦ ସିରିଜରେ ବିରାଟ କୋହଲି “ମ୍ୟାନ ଅଫ ଦ ମ୍ଯାଚ” ହୋଇଥିଲେ। ଏହାପରେ ସେ ପ୍ରଥମ ଦିନକିଆରେ ମଧ୍ୟ ୫୬ରନର ଏକ ସାନଦାର ଇନିଙ୍ଗ୍ସ ଖେଳିଥିଲେ। ଏମିତିରେ କୋହଲିଙ୍କ ଭାଗ୍ୟ ପଛରେ ଲାଲ ଟି-ସାର୍ଟ ଅଛି ବୋଲି କୁହାଯାଉଛି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *