ହା-ଇକୋ-ର୍ଟରେ ସ-ତ୍ୟପା-ଠ କଲେ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକ, ସ୍କୁଲରେ ଛାତ୍ରଛାତ୍ରୀଙ୍କ ମୃ-ତ୍ୟୁ ହେଲେ ପରିବାରକୁ ମିଳିବ କ୍ଷ-ତିପୂ-ରଣ

ସ୍କୁଲରେ କୌଣସି ଛାତ୍ରଛାତ୍ରୀଙ୍କ ମୃ-ତ୍ୟୁ ହେଲେ ପରିବାରକୁ ମିଳିବ ୨ ଲକ୍ଷ ଟଙ୍କାର କ୍ଷ-ତିପୂ-ରଣ। ଏ ସମ୍ପର୍କରେ ହା-ଇକୋ-ର୍ଟରେ ସ-ତ୍ୟପା-ଠ କରିଛନ୍ତି, ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକ। ଷ୍ଟୁଡେଣ୍ଟ୍ ୱେଲଫେୟାର ଫଣ୍ଡରୁ ଟଙ୍କା ଦେବା ବ୍ୟବସ୍ଥା ଥିବା ହା-ଇକୋ-ର୍ଟରେ ବି-ଚା-ର ହେଉଥିବା ଏକ ମା-ମ-ଲାରେ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକ ସ-ତ୍ୟପା-ଠ କରିଛନ୍ତି। ୨୦୧୪ ମସିହା ଅକ୍ଟୋବର ୨୧ ତାରିଖରେ ଭୁବନେଶ୍ଵର ଚନ୍ଦ୍ରଶେଖରପୁର ହାଇସ୍କୁଲରେ ପଢୁଥିବା ନବମ ଶ୍ରେଣୀର ଜଣେ ଛାତ୍ରଙ୍କ ମୃ-ତ୍ୟୁ ହୋଇଥିଲା। ଏ ସମ୍ପର୍କରେ କ୍ଷ-ତିପୂ-ରଣ ପାଇଁ ପରିବାର ପକ୍ଷରୁ ଏକ ମା-ମ-ଲା ରୁ-ଜୁ କରାଯାଇଥିଲା। ଏହି ମା-ମ-ଲା ଶୁଣାଣି ସମୟରେ ସ-ତ୍ୟପା-ଠ ଦା-ଖ-ଲ କରିବାପାଇଁ ଗତ ୨୬ ତାରିଖରେ ଗଣଶିକ୍ଷା ବିଭାଗକୁ ନିର୍ଦ୍ଦେଶ ଦେଇଥିଲେ ହା-ଇକୋ-ର୍ଟ।

Google

ସ-ତ୍ୟପା-ଠରେ ଦର୍ଶାଯାଇଛି ଯେ, ଏହି ଘଟ-ଣାରେ ସରକାରଙ୍କ ତରଫରୁ ୧ ଲକ୍ଷ ଟଙ୍କା ଓ ରେ-ଡକ୍ର-ସ ପାଣ୍ଠିରୁ ୧୦ ହଜାର ଟଙ୍କା ପ୍ରଦାନ କରାଯାଇଛି। ଏ ସମ୍ପର୍କରେ ରାଜ୍ୟର ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ତରଫରୁ ୨୦୧୫ ମସିହା ମାର୍ଚ୍ଚ ୨୫ ତାରିଖରେ ନୂଆ ନି-ୟ-ମ ପ୍ରସ୍ତୁତ କରାଯାଇଛି। ଏହି ନି-ୟ-ମ ଅନୁସାରେ, ଯଦି ଛାତ୍ରଛାତ୍ରୀ କୌଣସି ଦୁର୍ଘ-ଟଣାର ଶୀ-କା-ର ହୁଅନ୍ତି, ତାହେଲେ ମୃ-ତକ-ଙ୍କ ପରିବାରକୁ ୨ ଲକ୍ଷ ଟଙ୍କାର କ୍ଷ-ତିପୂ-ରଣ ପ୍ରଦାନ କରାଯିବାର ବ୍ୟବସ୍ଥା ରହିଛି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *