ଦେଖନ୍ତୁ ଭିଡିଓ : ହାତୀର ଫଟୋ ଉଠାଉଥିଲେ ଯୁଵକ,କିନ୍ତୁ ହାତୀ ସମସ୍ତଙ୍କୁ ମ-ଜା ଚ-ଖେ-ଇ ଦେଲା

ହାତୀ ବିଷୟରେ ଆପଣ ଜାଣନ୍ତି ଯେ ସେ ଯେତିକି ଶା-ନ୍ତଶି-ଷ୍ଟ ସେତିକି ମଧ୍ୟ ରା-ଗୀ|ତାର ବହୁ ଭିଡିଓ ସାମନାକୁ ଆସିଥାଏ ଯେଉଁଥିରେ ହାତୀ କ୍ରୋ-ଧାନ୍ୱି-ତ,ଆ-ତ-ଙ୍କ ଓ ପ୍ରେମ ପୂର୍ଣ୍ଣ ହୋଇଥାଏ|ଏମିତି ଏକ ଭିଡିଓ ଆସିଛି ଯେଉଁଥିରେ ହାତି କ୍ରୋ-ଧାନ୍ୱି-ତ ହେଉଛି|ଏହା ପଛରେ ସେହି ବ୍ୟକ୍ତିଙ୍କ ହାତ ରହିଛି|

ସୁଶାନ୍ତା ନନ୍ଦା ଏହି ଭିଡିଓ ସେୟାର କରିଛନ୍ତି|ସେ ଆଇଏଫଏସ୍ ଅଫିସର ଅଟନ୍ତି|ଏହାର କ୍ୟାଟସନରେ ସେ ଲେଖିଛନ୍ତି ପ୍ରତିଦିନ ଆପଣଙ୍କ ପାଇଁ ଭାଗ୍ୟବାନ ହେବନାହିଁ|ଜଙ୍ଗଲ ସଫାରି ସମୟରେ ହାତୀଠାରୁ ଦୂରରେ ରୁହନ୍ତୁ|ଏହି ଭିଡିଓ ସୁରେନ୍ଦ୍ର ମେହେରା ତାଙ୍କୁ ସେୟାର କରିଥିଲେ|

ଏହି ଭିଡିଓରେ ପ୍ରଥମେ ଏକ ଜିପ୍ ଦେଖିବାକୁ ମିଳେ|ଯେଉଁଥିରେ ଜଣେ ବ୍ୟକ୍ତି କ୍ୟାମରା ଧରି ଵସିଛି|ସେ ହାତୀର ଫଟୋ ଉଠାଉଛନ୍ତି|ସବୁକିଛି ଠିକ୍ ଚାଲୁଅଛି|ଅଚାନକ ହାତୀ ପଛକୁ ମୋଡୁଛି ଓ ଜିପ ଆଡେ ଦଉଡୁଅଛି|ଜିପକୁ ରିଭର୍ସ କରାଯାଏ|କିନ୍ତୁ ହାତୀର ବେଗ ମଧ୍ୟ ବଢିଯାଏ|ଦେଖିକି ଅନୁମାନ କରାଯାଏ ସେ ଆଜି ବହୁତ ରା-ଗରେ ଅଛି|ଯଦିଓ ଡ୍ରାଇଭର ହର୍ଣ ବଜାଇବା ଫଳରେ ସେ ଅଟକି ଯାଏ|କିନ୍ତୁ ସେ ବହୁ ଯୋ-ରରେ ଦଉଡେ|ଜିପରେ ବସିଥିବା ଲୋକଙ୍କ ଜୀଵନ ଅଟକିଯାଏ|

ୟୁଜର୍ସ କମେଣ୍ଟ କରିଛନ୍ତି ଏମିତି ହର୍ଣ ବଜାଇବା ହାତୀକୁ ବହୁତ ଅସୁ-ବିଧା କରେ|ଲୋକମାନେ କହିଛନ୍ତି ଯେ ଜଙ୍ଗଲରେ ଯାଉଥିବା ସମୟରେ କ’ଣ କ’ଣ ନକରିବା ଆବଶ୍ୟକ|

ଲୋକମାନେ ଏହି ଲୋକଙ୍କ ହ-ଇରା-ଣକୁ ନି-ନ୍ଦା କରିଛନ୍ତି|ସେ କହିଛନ୍ତି ମଣିଷ କେବେ ସୁଧୁରିବ|ଜଙ୍ଗଲୀ ଜନ୍ତୁକୁ କ’ଣ କହିବା?ଆମେ ହ-ଇରା-ଣ କରି ଜାଣୁ|ଯେତେବେଳେ ସେ ରା-ଗନ୍ତି ହର୍ଣ ମା-ରି ଆମେ ଅଧିକ ର-ଗା-ଉ|ଜୀବଜନ୍ତୁ ମାନଙ୍କଠାରୁ ଦୁରରେ ରହି ସମ୍ମାନ ଦେବା ସହ ତାଙ୍କ ଜାଗାକୁ ରେ-ସ୍ପେ-କ୍ଟ ଦେଵା ଆବଶ୍ୟକ|

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *