ହେବ କି ଯୁ-ଦ୍ଧ ! କିମ ଜୋଙ୍ଗଙ୍କ ଭଉଣୀ କାହିଁକି ଦେଲେ ଆମେରିକାକୁ ଧ-ମ-କ,ଜାଣନ୍ତୁ ପୁରା ଖବର

ବିଶ୍ଵର ଏମିତି କିଛି ଶାସକ ଅଛନ୍ତି। ଯେଉଁମାନେ ନିଷ୍ଠୁର କୃର ଅଟନ୍ତି। ଆମେ ସେହି ନେତା ଓ ଶାସକଙ୍କ କଥା କହୁଛୁ। ସେ ହେଉଛନ୍ତି ସାରା ବିଶ୍ଵର ପରିଚିତ କିମ ଜୋଙ୍ଗ ୟୋଙ୍ଗ। ସେ ହେଉଛନ୍ତି ଉତ୍ତର କୋରିୟାର ତାନାଶାହ। ଆପଣ ତାଙ୍କର ନିଷ୍ଠୁର ନୀତି ଓ ଶାସନ ପ୍ରଣାଳୀ ବିଷୟରେ ଜାଣିଥିବେ। ଆଜି ଆମେ ଯେଉଁ ବିଷୟରେ କଥାବାର୍ତ୍ତା ହେବୁ ତାହା ହେଉଛିକି ସେ ବର୍ତ୍ତମାନ ଆମେରିକାରୁ ଧ-ମ-କ ଦେଇଛନ୍ତି।

ବିଶ୍ଵର ସବୁଠାରୁ କୃର ନେତା ହେଉଛନ୍ତି ଉତ୍ତର କୋରିୟାର ନେତା ତାନାଶାହ କିମ ଜୋଙ୍ଗ ୟୋନ। ତାଙ୍କର ରଣନୀତି ସଂପୂର୍ଣ୍ଣ ଅଲଗା ଅଟେ। ଶାସନନୀତି ଅଲଗା ଅଟେ। ତାଙ୍କୁ ଯଦି କେହି ଅସମ୍ମାନ କରନ୍ତି ତେବେ ସେ ତାଙ୍କୁ ଦ-ଣ୍ଡ ଦେଇଥାନ୍ତି। ତାଙ୍କୁ କେହି ଅବିଶ୍ଵାସ କରିଲେ ସେ ମଧ୍ୟ ତାଙ୍କୁ ଦ-ଣ୍ଡ ଦେଇଥାନ୍ତି। ତାଙ୍କର ଦ-ଣ୍ଡ-ର ନିୟମ ଅଲଗା ଅଲଗା ଅଟେ।

ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ଫଙ୍କ ସହ କିମଙ୍କର ଘନିଷ୍ଠତା ବଢିବାରେ ଲାଗିଥିଲା। ଦୁଇ ଦେଶ ମଧ୍ୟରେ ଯେତେବେଳେ ସମ୍ପର୍କ ବଢିବାକୁ ଲାଗିଥିଲା। ବର୍ତ୍ତମାନର ସ୍ଥିତି ଅନୁସାରେ ଉତ୍ତର କୋରିୟା ଆମେରିକାକୁ ଧ-ମ-କ ଦେଇଛି। ବର୍ତ୍ତମାନ କିମ ବାଇଡେନଙ୍କ ମିତ୍ରତାକୁ ଗ୍ରହଣ କରିପାରୁନାହାନ୍ତି। କିନ୍ତୁ ଆମେରିକା ଚାହୁଁଛିକି ଉତ୍ତର କୋରିୟା ସହିତ ମିତ୍ରତା ଘନିଷ୍ଠ କରିବା ପାଇଁ, କିନ୍ତୁ କିମ ତାହା ଚାହୁଁନାହାନ୍ତି।

କିମଙ୍କ ଭଉଣୀ କିମ ୟୋନ ଜଙ୍ଗ ବର୍ତ୍ତମାନ ଧ-ମ-କ ଦେଇଛନ୍ତିକି ଆମେରିକା ସମଦ୍ର ପଟରୁ ଯେଉଁ କ୍ଷେପଣାସ୍ତ୍ର ପ୍ରସ୍ତୁତ କରୁଛନ୍ତି ତାହା ବନ୍ଦ ନକରିଲେ ଯୁ-ଦ୍ଧ ହୋଇପାରେ। କିମଙ୍କ ଭଉଣୀ କିମ ୟୋନ ଜଙ୍ଗ କଥା କହିବାରେ ଉସ୍ତାଦ ଅଟନ୍ତି। ତାଙ୍କର ଛୋଟ ଛୋଟ କଥାରେ ଯୁଦ୍ଧ ହୋଇଯାଏ।

ବର୍ତ୍ତମାନ ଦକ୍ଷିଣ କୋରିୟା ଆମେରିକା ସହିତ ମିଶି ଯୁଦ୍ଧ ଅଭ୍ଯାସ କରୁଛି। ବର୍ତ୍ତମାନ ଉତ୍ତର କୋରିୟା ସେଥିରେ ପ୍ରତିବନ୍ଧକ ଲଗାଇ ଦେଇଛି। ଆମେରିକାକୁ ସେ ନିଜର ଶତ୍ରୁ ଭାବରେ ଭାବି ନେଇଛି। ଦକ୍ଷିଣ କୋରିୟା ଆମେରିକାକୁ ମିତ୍ର ଭାବୁନାହିଁ।

ଆମେରିକାର ବିଦେଶ ଓ ରକ୍ଷାମନ୍ତ୍ରୀ ଜାପାନ ଓ ଉତ୍ତର କୋରିୟାକୁ ଗସ୍ତ କରିବେ ଓ ତାପରେ ସେ ଭାରତକୁ ଆସିପାରନ୍ତି।

ଅନ୍ୟପକ୍ଷରେ ଦେଖିବାକୁ ଗଲେ ଉତ୍ତର କୋରିୟା ବର୍ତ୍ତମାନ କରୋନା ମୁକ୍ତ ହୋଇଯାଇଛି। କାରଣ ଯେତେବେଳେ ସାରା ବିଶ୍ଵରେ ଲକଡାଉନ ହୋଇଥିଲା ସେତେବେଳେ ଉତ୍ତର କୋରିୟା ନିଜ ଦେଶର ସୀମାକୁ ସିଲ କରିଦେଇଥିଲେ, ସେଥିପାଇଁ ସେହି ଦେଶରେ କରୋନା ମାମଲା କମ ଅଛି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *