ଦେଖନ୍ତୁ ଭିଡିଓ : ଗଛରେ ଚଢି ମାଙ୍କଡକୁ ଶି-କା-ର କରିବା ପାଇଁ ଚାଁହୁଥିଲା ବାଘ,ଠିକ ସେତିକିବେଳେ ମାଙ୍କଡ ଦେଖାଇଲା ଏମିତି ବୁଦ୍ଧି,ଆଉ ତଳକୁ ଗଳିପଡିଲା ବାଘ

ବାଘ ସବୁଠାରୁ ଖ-ତ-ର-ନା-କ ପଶୁମାନଙ୍କ ମଧ୍ୟରୁ ଗୋଟିଏ, ଯଦି ସାମ୍ନାକୁ ଆସିଯାଏ ତେବେ ଡରରେ ମଣିଷ ଥରିବାକୁ ଲାଗେ। ସୋସିଆଲ ମିଡିଆରେ ପ୍ରାୟତଃ ବାଘର ଖତରନାକ ଓ ଆଶ୍ଚର୍ଯ୍ୟକର ଭିଡିଓ ଭାଇରାଲ ହୋଇଥାଏ। ବାଘର ଏମିତି ଏକ ଭିଡିଓ ବର୍ତ୍ତମାନ ଇଣ୍ଟରନେଟରେ ବହୁତ ତୀବ୍ର ଭାବରେ ଭାଇରାଲ ହେଉଅଛି। ଯେଉଁଥିରେ ଏକ ବାଘ, ମାଙ୍କଡର ଶି-କା-ର କରିବା ପାଇଁ ଗଛ ଉପରେ ଚଢେ, କିନ୍ତୁ ମାଙ୍କଡ ନିଜର ବୁଦ୍ଧି ସାହାଯ୍ୟରେ ବାଘକୁ ତଳକୁ ପକାଇଦିଏ ଓ ବାଘର ଶିକାର ହେବାରେ ନିଜକୁ ବଞ୍ଚାଇ ନିଏ।

ଦେଖନ୍ତୁ ଭିଡିଓ:-

ଏହି ଭିଡିଓକୁ ସୋସିଆଲ ମିଡିଆରେ ଆଇଏଫଏସ ଅଫିସର ପ୍ରବୀଣ ଅଙ୍ଗୁସାମୀ ସେୟାର କରିଛନ୍ତି। ଭିଡିଓ ସହିତ କ୍ୟାପସନରେ ଲେଖିଛନ୍ତିକି,”ନିଜକୁ କେବେ କମଜୋର ଭାବିବା ଉଚିତ ନୁହେଁ, ସବୁବେଳେ ନିଜର ଶକ୍ତିକୁ ବ୍ୟବହାର ସହିତ ଉଚିତ ବୁଦ୍ଧି ଲଗାନ୍ତୁ। ଭିଡିଓରେ ଆପଣ ଦେଖିପାରୁଥିବେ ଏକ ବାଘ ଗଛ ଉପରେ ଚଢିଛି ଓ ଟିକେ ତଳେ ଏକ ମାଙ୍କଡ ଗଛ ଉପରେ ଅଛି। ବାଘ ଯେମିତି ମାଙ୍କଡ ଉପରକୁ ଆ-କ୍ର-ମ-ଣ କରିବାକୁ ଆଗକୁ ବଢେ, ସେହି ସମୟରେ ମାଙ୍କଡ ଗଛକୁ ଜୋରରେ ହଲାଇ ଗଛର ଅନ୍ୟ ପାର୍ଶ୍ଵକୁ ପଳାଇଯାଏ। ଏତିକି ମଧ୍ୟରେ ବାଘ ନିଜକୁ ସମ୍ଭାଳି ନପାରେ ନାହିଁ ଓ ସିଧାସଳଖ ତଳେ ପଡିଯାଏ।

ଆପଣ ଦେଖିଥିବେ କିପରି ମାଙ୍କଡ ନିଜର ବୁଦ୍ଧି ମାଧ୍ୟମରେ ନିଜର ଜୀବନ ବଞ୍ଚାଇଲା। ଲୋକମାନେ ଏହି ଭିଡିଓକୁ ବାରମ୍ବାର ଦେଖୁଛନ୍ତି। ଓ ମାଙ୍କଡର ବୁଦ୍ଧି ବିଷୟରେ ପ୍ରଶଂସା କରୁଛନ୍ତି। ଏହି ଭିଡିଓକୁ ବର୍ତ୍ତମାନ ପର୍ଯ୍ୟନ୍ତ ଏକ ହଜାରରୁ ଅଧିକ ଥର ଦେଖାଯାଇସାରିଛି। ଏହା ସହିତ ଅନେକ ଲୋକ ମଧ୍ୟ କମେଣ୍ଟ କରିଛନ୍ତି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *