ଦେଖନ୍ତୁ ଭିଡ଼ିଓ : ଲକଡାଉନରେ ସିନେମା ହଲରେ ଦାଖଲ ହେଲେ ଦମ୍ପତି ,ଚୋ-ରା-ଇ-ଲେ ପପକର୍ନ ଓ କଲେ ସେ-କ୍ସ

ଲକଡାଉନ ସମୟରେ ସାରା ବିଶ୍ଵରେ କରୋନାର ଭୟାଭୟ ରହିଥିଲା। ସେହି ସମୟରେ କୌଣସି ବ୍ୟକ୍ତି ଘରୁ ବାହାରିବା ପାଇଁ ଡରୁଥିଲେ। ସେହି ସମୟରେ ରୁଷିଆର ଏକ ମାମଲା ସାମ୍ନାକୁ ଆସିଛି, ଯେଉଁଠି ଜଣେ କପଲଙ୍କର କରନାମା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି।

ସାରା ଦେଶରେ ଲକଡାଉନ ଚାଲିଥିଲା। ସେହି ସମୟରେ ରୁଷିଆର ଜଣେ କପଲ ଏକ କିନୋ ଗ୍ରେଡ ନାମକ ଏକ ମଲରେ ଥିବା ସିନେମା ହଲ ମଧ୍ୟକୁ ଯାଇ ସେ-କ୍ସ କରିଥିଲେ। ଏହିସବୁ ସେଠାରେ ଥିବା ସିସିଟିଭିରେ ରେକର୍ଡ ହୋଇଯାଇଥିଲା।

ଜଣେ କପଲ ଚୁପଚାପ ସିନେମା ହଲ ମଧ୍ୟରେ ପ୍ରବେଶ କରିଲେ ଓ ଗୋଟିଏ ବକେଟରେ ପପକର୍ନ ନେଇ ସିନେମା ହଲର ସ୍କ୍ରିନିଙ୍ଗ ରୁମରେ ପ୍ରବେଶ କରିଥିଲେ। ସେଠାରେ ସେମାନେ ସେ-କ୍ସ କରିଥିଲେ। ସେହି ସମୟରେ ଏହି ସବୁ ଘ-ଟ-ଣା ସେଠାରେ ଥିବା ସିସିଟିଭିରେ ରେକର୍ଡ ହୋଇଯାଇଥିଲା।

ପରେ ଏହି ମାମଲା ସାମ୍ନାକୁ ଆସିବା ପରେ ଉକ୍ତ ସିନେମା ହଲର ସିକ୍ଯୁରିଟି ଉପରେ ପ୍ରଶ୍ନ କରିଥିଲେ। ଓ ସ୍ଥାନୀୟ ଲୋକ ଏହାକୁ ନେଇ ନିଜର ଆକ୍ରୋଶ ଦେଖାଇଥିଲେ। ସେହିପରି ଲକଡାଉନ ସମୟରେ ଜଣେ ବ୍ରିଟେନର କପଲ ଅସହ୍ୟ ସ୍ଥିତିରେ ଧରାପଡିଥିଲେ। ପୋଲିସ ସେମାନଙ୍କ ନିକଟରୁ ୪୦୫୦୦ ଟଙ୍କା ଫା-ଇ-ନ ଚାର୍ଜ କରିଥିଲେ।

ଆପଣ ଏହି କପଲଙ୍କ ବିଷୟରେ କଣ ଭାବୁଛନ୍ତି ତାହା ତଳେ ଥିବା କମେଣ୍ଟ ବକ୍ସରେ ଜଣାନ୍ତୁ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *