ୟା କୁ ହିଁ କୁହଯାଏ ମାଆ : ଚିତାବାଘ କଲା ଚମରୀ ଗାଈ ଉପରେ ଆ-କ୍ର-ମ-ଣ, ତା ପରେ ମା ଧାରଣା କଲା ପ୍ରକୃତ ରୂପ,ଆଉ ଚାଲିଲା ଘମାଘୋଟ ଲ-ଢେ-ଇ,ଦେଖନ୍ତୁ ଭିଡ଼ିଓ

ଯେତେବେଳେ ଚିତାବାଘ କରିଥାଏ ଶି-କା-ର :-

ଚିତାବାଘ ନିଜ ଶିକାର ପାଇଁ କଠିନ ପରିଶ୍ରମ କରିଥାଏ | ସ୍ନୋ ଲ୍ୟାପର୍ଡ ଅର୍ଥାତ ପାହାଡ ଉପରେ ଦେଖାଯାଉଥିବା ଚିତାବାଘ ତ ଆହୁରି ଅଧିକ କଷ୍ଟକର ଶିକାର କରିଥାଏ | ଗୋଟିଏ ଭିଡିଓ ସାମ୍ନାକୁ ଆସିଛି | ଚିତାବାଘ ଏଥିରେ ଗୋଟିଏ ଚମରୀ ଗାଈର ଶିକାର କରୁଛି | ସେ ତାକୁ ଧରି ନେଉଥାଏ | କିନ୍ତୁ ସେହି ଚମରୀ ଗାଈର ମା ନିଜ ପିଲାର ଜୀବନ ବଞ୍ଚାଇବାପାଇଁ ସିଧାସଳଖ ଚିତାବାଘ ସହିତ ମୁହାଁମୁହିଁ ମୁ-କା-ବି-ଲା କରୁଛି |

ପାହାଡ ଉପରେ ବହୁତ ଚ୍ୟାଲେଞ୍ଜ ଥାଏ :-

ସୁରେନ୍ଦ୍ର ମେହେରା, ଯିଏକି ବୃତ୍ତିରେ ଜଣେ IFS ଅଟନ୍ତି | ସେ ଏହି ଭିଡିଓ ସେୟାର କରିଛନ୍ତି | ଏହାର କ୍ୟାପସନରେ ସେ ଲେଖିଛନ୍ତି ଯେ ଜଙ୍ଗଲ ଜୀବନରେ ସମାନତା ମଧ୍ୟ ରହିଛି ଏବଂ ଶିକାର ଓ ଶିକାରୀଙ୍କ ପାଇଁ ଅନେକ ଚ୍ୟାଲେଞ୍ଜ ମଧ୍ୟ ଥାଏ |

କ’ଣ ଚାଲିଛି ଏହି ଭିଡିଓରେ ?

ଏହି ଭିଡିଓରେ ଦେଖାଯାଉଛି ଯେ ଗୋଟିଏ ଚମରୀ ଗାଈ ଉପରକୁ ଫୋକସ କରି ଚିତାବାଘ ସିଧା ଆ-କ୍ର-ମ-ଣ କରୁଛି | ବାକି ଅନ୍ୟ ସମସ୍ତ ଚମରୀ ଗାଈ ପଳାଇ ଯାଉଛନ୍ତି | ସେ ତାକୁ ଧରି ନେଉଥାଏ | କିନ୍ତୁ ନିଜ ପିଲାକୁ ବଞ୍ଚାଇବା ପାଇଁ ତା’ର ମା ଚିତାବାଘ ଉପରେ ଆ-କ୍ର-ମ-ଣ କରୁଛି | ସେ ଚିତାବାଘ ଉପରେ ଅନେକ ଥର ଶିଙ୍ଗ ମାରୁଛି | ଏହି ସମୟ ମଧ୍ୟରେ ସେଠାକୁ ଆଉ ଏକ ଚମରୀ ଗାଈ ଆସିଯାଏ | ସେ ମଧ୍ୟ ଚିତାବାଘ ଉପରେ ନିଜ ଶିଙ୍ଗ ଦ୍ୱାରା ଆକ୍ରମଣ କରୁଛି | ପରିଶେଷରେ ଚିତାବାଘକୁ ନିଜର ଶିକାର ଛାଡିବାକୁ ହିଁ ପଡିଲା | ତା’ର ଜୀବନ ବଞ୍ଚିଗଲା | ତେବେ ଆପଣ ଦେଖିଲେ, ଜଙ୍ଗଲରେ ଶିକାର ଏବଂ ଶିକାରୀକୁ ବଞ୍ଚିବାପାଇଁ କେତେ ପରିଶ୍ରମ କରିବାକୁ ପଡିଥାଏ |

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *