ଦେଖନ୍ତୁ ଭିଡ଼ିଓ : ଗର୍ଭ-ବତୀ ବା-ରାସିଂ-ଙ୍ଘା ଉପରେ ଆ-କ୍ର-ମ-ଣ କଲା ସିଂହ ,ଭିଡ଼ିଓରେ ରେ-କର୍ଡ ହେଲା କ-ଷ୍ଟ-ଦା-ୟ-କ ମୃ-ତ୍ୟୁ

ଜଙ୍ଗଲର ରାଜା ସିଂହ କୈାଣସି ବଡ ଜୀବଜନ୍ତୁ ଉପରେ ଆ-କ୍ର-ମ-ଣ କରି ଶି-କା-ର କରିବାର ଶକ୍ତି ରଖିଥାଏ|ଯଦି କୌଣସି ଜୀବଜନ୍ତୁଙ୍କୁ ଦେଖେ ତା ଉପରେ ଆକ୍ର-ମଣ କରିଥାଏ|ଏମିତି ଏକ ଭିଡିଓ ସୋସିଆଲ ମିଡିଆରେ ମିଳିଛି ଯେଉଁଥିରେ କିଛି ସିଂହ ଏକ ଆଫ୍ରିକୀୟ ବା-ରାସିଂ-ଙ୍ଘା ଉପରେ ଆ-କ୍ର-ମ-ଣ କରିଛନ୍ତି|ଯେତେବେଳେ ସିଂହମାନେ ଆ-କ୍ର-ମ-ଣ କରିଥିଲେ ସେତେବେଳେ ଏହି ଆଫ୍ରିକୀୟ ବା-ରାସିଂ-ଙ୍ଘା ଗର୍ଭବତୀ ଥିଲେ|

ଏହି ଭିଡିଓକୁ କୃଗର ସାଇଣ୍ଟିଷ୍ଟ ନାମକ ୟୁଟ୍ୟୁବ ଚ୍ୟାନେଲରେ ସେୟାର କରାଯାଇଛି|ଏହାକୁ ଏପର୍ଯ୍ୟନ୍ତ ୫ ଲକ୍ଷ ୯୬ ହଜାରରୁ ଅଧିକ ଥର ଦେଖା ଗଲାଣି|ଏଥିରେ ଦେଖିପାରିବେ କୈାଣସି ଜଙ୍ଗଲ ମଧ୍ୟରେ ଏକ ନଦୀ ପାଶ୍ୱରେ କିଛି ବା-ରାସିଂ-ଙ୍ଘା ଯାଉଛନ୍ତି|ସେତେବେଳେ କିଛି ସିଂହ ତାଙ୍କୁ ଦେଖି ତାଙ୍କ ଉପରେ ଆ-କ୍ର-ମ-ଣ କରିଥାନ୍ତି|

ବା-ରାସିଂ-ଙ୍ଘା ଜୀବନ ବଞ୍ଚାଇବାକୁ ଯୋରରେ ଦୈଡିଥାନ୍ତି|ଏହି ସମୟରେ ସିଂହମାନେ ଗୋଟିଏ ମାଦା ବା-ରାସିଂ-ଙ୍ଘାକୁ ଚାରିପାଖରୁ ଘେରିଯାନ୍ତି|ଏହାପରେ ସିଂହ ବା-ରାସିଂ-ଙ୍ଘା ଉପରେ ଚଢିଯାଏ ଓ କିଛି ସମୟ ପରେ ତାକୁ ମାଟିରେ ପକାଇଦିଏ|ଏହାପରେ ସିଂହ ବା-ରାସିଂ-ଙ୍ଘାକୁ ନଚାଏ|ବା-ରାସିଂ-ଙ୍ଘା ଏଥିରେ ବହୁତ ପ୍ରତା-ରିତ ହୁଏ ଓ ଜୀବନ ବଞ୍ଚାଇବାକୁ ଚେଷ୍ଟା କରେ |କିନ୍ତୁ ସିଂହ ତା ଉପରେ ଆ-କ୍ର-ମ-ଣ କରି ତାର ପେଟ ଚି-ରିଦି-ଏ ଫଳରେ ମୃ-ତ୍ୟୁ ହୋଇଥାଏ|

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *